ଏଫସିଆର୍ଏ ନିୟମରେ ପରିବର୍ତ୍ତନ, ସମ୍ପର୍କୀୟ ବିଦେଶରୁ ପଠାଇ ପାରିବେ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା…
ନୂଆଦିଲ୍ଲୀ, ୨।୭ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବିଦେଶୀ ଅଂଶଦାନ ନିୟମାବଳୀ ଅଧିନିୟମ (ଏଫସିଆର୍ଏ) ସହ ଜଡିତ କେତେକ ନିୟମରେ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଏଣିକି ଭାରତୀୟମାନେ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ବର୍ଷକୁ ୧୦…
ବୀମା ପୈଠ ପାଇଁ ମିଳିବ ଋଣ
ଭୁବନେଶ୍ୱର,୩୦।୬: ବର୍ତ୍ତମାନ ସମୟରେ ଲୋକେ ସବୁଥିରେ ବୀମା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାଫଳରେ ସେମାନେ ସବୁ ସ୍ତରରେ ସୁରକ୍ଷିତ ହୋଇପାରିବେ, ହେଲେ ବେଳେ ବେଳେ ଏପରି ପରିସ୍ଥିତି ଆସେ ବୀମାର କିସ୍ତି ଜମା ଲାଗି ପଇସା ଯୋଗାଡ ହୋଇପାରେନିି। ଏପରି…
ପୁଣି ବଢ଼ିପାରେ ଷ୍ଟିଲ୍ ଦର
ନୂଆଦିଲ୍ଲୀ,୩୦।୬: ବର୍ତ୍ତମାନ କଞ୍ଚାମାଲ୍ ଦରବୃଦ୍ଧି ଜାରି ରହିଥିବା କାରଣରୁ ଜୁଲାଇ ପହିଲାରୁ ପୁଣିଥରେ ଷ୍ଟିଲ୍ ଦର ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି। ଏପରିକି ଜେଏସ୍ପିଏଲ୍ର ମ୍ୟାନେଜିଂ ଡାଇରେକ୍ଟର ବି.ଆର୍ ଶର୍ମା, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଏକ ବୈଠକରେ…
ନିୟନ୍ତ୍ରଣ ମୁକ୍ତ ହେବ ତୈଳ ବିକ୍ରି କଟକଣା
ନୂଆଦିଲ୍ଲୀ,୩୦।୬: ସରକାର ଅଶୋଧିତ ତୈଳର ଘରୋଇ ଉତ୍ପାଦନକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆସନ୍ତା ଅକ୍ଟୋବର…
ପାକ୍ସ କମ୍ପ୍ୟୁଟରୀକରଣକୁ ୨,୫୧୬ କୋଟି
ନୂଆଦିଲ୍ଲୀ,୩୦।୬: ପ୍ରାଥମିକ କୃଷି ଋଣ ସମିତି (ପିଏସିଏସ୍ ବା ପାକ୍ସ)ଗୁଡ଼ିକର କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୨,୫୧୬ କୋଟି ଟଙ୍କାର ଖର୍ଚ୍ଚକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ମନ୍ତ୍ରିମଣ୍ଡଳର ଆର୍ଥିକ ମାମଲା…
ଇଟିସିଡିରେ ଟ୍ରେଡିଂ କରିପାରିବେ ବିଦେଶୀ ନିବେଶକ
ନୂଆଦିଲ୍ଲୀ,୩୦।୬: ବିଦେଶୀ ନିବେଶକଙ୍କୁ ଏକ୍ସଚେଞ୍ଜ୍ ଟ୍ରେଡେଡ୍ କମୋଡିଟିଭ୍ ଡେରିଭେଟିଭ୍ (ଇଟିସିଡି) ବଜାରରେ ଟ୍ରେଡିଂ କରିବା ନେଇ ଅନୁମତି ମିଳିଛି। ବଜାର ରେଗୁଲେଟୋରି ଭାରତୀୟ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ (ସେବି) ପକ୍ଷରୁ ଏନେଇ ବୁଧବାର ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ସେବିର…
ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ
ମୁମ୍ବାଇ,୩୦ା୬(ପି.ଟି.): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ସର୍ବକାଳୀନ ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮ ପଇସା ହ୍ରାସ ଘଟି ସର୍ବନିମ୍ନ ୭୯.୦୩(ଅସ୍ଥାୟୀ) ସ୍ତରକୁ ଖସିଆସିଛି। କ୍ରମାଗତ ବିଦେଶୀ ପୁଞ୍ଜି ବହିର୍ଗମନ…
ଭୁଲ୍ରେ ବି ‘ଗୁଗଲ୍’ରେ ସର୍ଚ୍ଚ କରନ୍ତୁ ନାହିଁ ଏସବୁ; ଜେଲ ଯିବାକୁ ପଡ଼ିପାରେ!
ନୂଆଦିଲ୍ଲୀ,୨୮।୬: ଆଜିର ଇଣ୍ଟରନେଟ୍ ଯୁଗରେ ଗୁଗଲ୍ରେ କିଏ ବା ସର୍ଚ୍ଚ ନ କରେ। ଗୁଗଲ ସର୍ଚ୍ଚ ଜରିଆରେ ଅନେକ କିଛି ତଥ୍ୟ ମିଳିଥାଏ। ଦେଶବିଦେଶର ଖବର ସାଙ୍ଗକୁ ଖାଦ୍ୟପେୟ ସମ୍ପର୍କିତ ଟିପ୍ସ ସହଜରେ ମିଳିଥାଏ। ହେଲେ ଏଭଳି କିଛି କଥା ଅଛି…
ଆକାଶ ଅମ୍ବାନୀ ସମ୍ଭାଳିବେ ରିଲାଏନ୍ସ ଜିଓର ଦାୟିତ୍ୱ
ନୂଆଦିଲ୍ଲୀ,୨୮।୬: ଦେଶର ବୃହତ୍ତମ କର୍ପୋରେଟ ହାଉସ ମଧ୍ୟରୁ ରିଲାଏନ୍ସ ଗ୍ରୁପରେ ପରବର୍ତ୍ତୀ ପିଢ଼ିକୁ ଦାୟିତ୍ୱ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଟେଲିକମ୍ ୟୁନିଟ ରିଲାଏନ୍ସ ଜିଓ ବୋର୍ଡର ଚେୟାରମ୍ୟାନ ପଦରୁ ଇସ୍ତଫା…
ବେଆଇନ ସିଲିଣ୍ଡର ଦୁର୍ଘଟଣାରେ କ୍ଷତିପୂରଣ ମିଳିବନି…
ନୂଆଦିଲ୍ଲୀ, ୨୮।୬ : ବେଆଇନ ଏଲପିଜି ସିଲିଣ୍ଡର ବ୍ୟବହାର କରୁଥିବା ସମୟରେ ଦୁର୍ଘଟଣା ଘଟିଲେ ଏନେଇ ଗ୍ୟାସ ଏଜେନ୍ସି ଦାୟୀ ରହିବ ନାହିଁ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦିଲ୍ଲୀ ରାଜ୍ୟ ଗ୍ରାହକ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗ୍ୟାସ…
ଆମେରିକାର ଅଭିବୃଦ୍ଧି ଆକଳନ ହ୍ରାସ
ନୂଆଦିଲ୍ଲୀ,୨୬।୬: ଇଣ୍ଟରନ୍ୟାଶନାଲ ମନିଟାରି ଫଣ୍ଡ୍ (ଆଇଏମ୍ଏଫ୍) ପକ୍ଷରୁ ଆମେରିକାର ଆର୍ଥିକ ଅଭିବୃଦ୍ଧି ଆକଳନ ହ୍ରାସ କରିଦିଆଯାଇଛି। ଫେଡେରାଲ୍ ରିଜର୍ଭର ସୁଧ ହାର ବୃଦ୍ଧି କାରଣରୁ ଏଭଳି ଘଟିଛି। ଆମେରିକାର ଆର୍ଥିକ ନୀତିିର ବାର୍ଷିକ ମୂଲ୍ୟାଙ୍କନରେ ଆଇଏମ୍ଏଫ୍ କହିଛି, ଆମେରିକାର ସମଗ୍ର ଘରୋଇ…
୨ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦକଲା ଡିଜିସିଏ
ନୂଆଦିଲ୍ଲୀ,୨୬।୬: ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ ଆଭିଏଶନ (ଡିଜିସିଏ) ପକ୍ଷରୁ ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଥିବା ଦୁଇଟି ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ କରିଦିଆଯାଇଛି। ଶନିବାର ଏନେଇ ସୂଚନା ଦିଆଯାଇଛି। ଡିଜିସିଏ ବୟାନ ଅନୁସାରେ, ଗୋଟିଏ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ରରେ ଉଡ଼ାଣ…

