ବାଣିଜ୍ୟ

ଗହମ ରପ୍ତାନି କରିବ ଭାରତ

ନୂଆଦିଲ୍ଲୀ,୯।୬: କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭାରତରୁ ୧୨ ଲକ୍ଷ ଟନ୍‌ ଗହମ ରପ୍ତାନି ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି। ଖବର ଏଜେନ୍ସି ରୟଟର୍ସର ସୂଚନା ଅନୁସାରେ, ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନୀ ନେଇ ଲଗାଯାଇଥିବା କଟକଣା ପରେ…

ରପ୍ତାନି, ଆମଦାନୀରେ ବୃଦ୍ଧି

ଆଦିଲ୍ଲୀ,୯।୬: ଚଳିତ ମାସର ପ୍ରଥମ ସପ୍ତାହ ମଧ୍ୟରେ ଦେଶର ବ୍ୟବସାୟିକ ରପ୍ତାନିରେ ୨୪.୧୮% ବୃଦ୍ଧି ଘଟି ୯.୩୯ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷ କରି ଇଞ୍ଜିନିୟରିଂ, ଜେମ୍‌, ଜୁଏଲେରି ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ଭଳି କ୍ଷେତ୍ରରେ ରପ୍ତାନି ବୃଦ୍ଧି ଯୋଗୁ ଏଭଳି…

ରେପୋ ରେଟ୍‌ରେ ୦.୫୦ ପ୍ରତିଶତ ବୃଦ୍ଧି…

ନୂଆଦିଲ୍ଲୀ, ୮।୬ : ଏବେ ଏଏମ୍‌ଆଇ ମହଙ୍ଗା ହେବାକୁ ଯାଉଛି । କ୍ରମାଗତ ଦ୍ୱିତୀୟ ମାସ ପାଇଁ ରେପୋ ରେଟ୍‌ ବୃଦ୍ଧି କରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି। ରେପୋ ରେଟ୍‌କୁ ୫୦ ଆଧାର ପଏଣ୍ଟ ଅର୍ଥାତ୍‌ ୦.୫୦ ପ୍ରତିଶତ ବୃଦ୍ଧି କରାଯାଇଛି।…

ଅଧ୍ୟବସାୟରୁ ବ୍ୟବସାୟିକ ସଫଳତା

ବାଣିଜ୍ୟ ଛାତ୍ର ହୋଇଥିବାରୁ ବ୍ୟବସାୟ ପ୍ରତି ମନ ବଳାଇଥିଲେ। ଉଚ୍ଚଶିକ୍ଷା ପରେ ଦେଶର କିଛି ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନରେ ଯୋଗଦେବା ସହ ସେ ୧୯୯୧-୯୨ରେ ସୁପ୍ରିମ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ସହ ଯୋଡ଼ିହୋଇଥିଲେ। ଦୀର୍ଘ ବର୍ଷର ଅଭିଜ୍ଞତା ଥିବାରୁ କମ୍ପାନୀ ତାଙ୍କୁ ଅଧିକାରୀ…

୨ଥର ବଢ଼ିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫।୬: ଆସନ୍ତା ସପ୍ତାହରେ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ)ର ମୁଦ୍ରାନୀତି (ଏମ୍‌ପିସି) ବୈଠକରେ ରେପୋ ରେଟ୍‌ରେ ୦.୪୦% ବୃଦ୍ଧି ଘଟିବା ନେଇ ଏକ ବିଦେଶୀ ବ୍ରୋକ୍‌ରେଜ୍‌ କମ୍ପାନୀ ବୋଫା ସିକ୍ୟୁରିଟିଜ୍‌ ପକ୍ଷରୁ ଶନିବାର ଆକଳନଭିତ୍ତିକ ତଥ୍ୟ ଦିଆଯାଇଛି। ଏହାଛଡ଼ା…

ଆମାଜନ୍‌ର ଉପଭୋକ୍ତା ବ୍ୟବସାୟ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ, ୫।୬: ସାରା ବିଶ୍ୱ ପାଇଁ ଆମାଜନ୍‌ର ଉପଭୋକ୍ତା ବ୍ୟବସାୟ କ୍ଷେତ୍ରର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଡେଭିଡ୍‌ କ୍ଲାର୍କ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୨୩ ବର୍ଷ ଧରି କମ୍ପାନୀରେ କାର୍ଯ୍ୟ କରୁଥିବା କ୍ଲାର୍କଙ୍କ ଇସ୍ତଫା ସମ୍ପର୍କରେ ଶନିବାର…

ଟୁଇଟରର ସର୍ଚ୍ଚ ସବସ୍କ୍ରାଇବ୍‌ ଫିଚର ଟେଷ୍ଟିଂ, ସର୍ଚ୍ଚ ଟର୍ମ ପାଇଁ ଆସିବ ନୋଟିଫିକେଶନ…

ନୂଆଦିଲ୍ଲୀ, ୪।୬ : ଟୁଇଟର ଏହାର ଉପଭୋକ୍ତାମାନଙ୍କ ପାଇଁ ସର୍ଚ୍ଚ ସବସ୍କ୍ରାଇବ ନାମକ ଏକ ନୂତନ ଫିଚର ଉପରେ କାମ କରୁଛି । ଏହି ବୈଶିଷ୍ଟ୍ୟ ଏକ ନିର୍ଦ୍ଦିଷ୍ଟ ସନ୍ଧାନ ଶବ୍ଦ ସହିତ ମେଳ ଖାଉଥିବା ନୂତନ ଟୁଇଟ ପାଇଁ ଉପଭୋକ୍ତାମାନଙ୍କୁ…

ଗହମ ପରେ ଭାରତ ଚା’ କୁ ଫେରାଇଲେ ବହୁ ଦେଶ, କୀଟନାଶକ ଥିବା ଅଭିଯୋଗ…

ନୂଆଦିଲ୍ଲୀ, ୪।୬ : ଭାରତୀୟ ଚା’ ରପ୍ତାନିକାରୀ ସଂଘ (ଆଇଟିଈଏ) ର ସଭାପତି ଅଶୂଂମାନ କାନୋରିଆ କହିଛନ୍ତି ଯେ କୀଟନାଶକ ଏବଂ ରାସାୟନିକ ପଦାର୍ଥର ଧାର୍ଯ୍ୟ ସୀମାଠାରୁ ଅଧିକ ଥିବାରୁ ଅନ୍ତର୍ଜାତୀୟ ତଥା ଘରୋଇ କ୍ରେତାମାନେ ଭାରତର ଚା’କୁ ଫେରସ୍ତ କରିଛନ୍ତି।…

ପିଏଫ୍‌ ସୁଧ ହାର ଘୋଷଣା କଲା ଇପିଏଫ୍‌ଓ

ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି ସରକାରୀ…

ପେଟ୍ରୋଲ-ଡିଜେଲ ବିକ୍ରି ପରିମାଣ ବୃଦ୍ଧି

ନୂଆଦିଲ୍ଲୀ,୨।୬ : ଭାରତ ବଜାରରେ ପେଟ୍ରୋଲ ଓ ଡିଜେଲର ବିକ୍ରି ଚଳିତ ବର୍ଷ ମେ ମାସରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ବିଶେଷକରି ଗ୍ରୀଷ୍ମର ପ୍ରକୋପ ସାଙ୍ଗକୁ ସ୍କୁଲ, କଲେଜ ଛୁଟି ଯୋଗୁ ଲୋକେ ଅନ୍ୟ ସହର ବୁଲିଯିବା ଯୋଗୁ ଏଭଳି ହୋଇଥିବା…

ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାର

ନୂଆଦିଲ୍ଲୀ,୨।୬: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ଧୀରେ ଧୀରେ ଟ୍ରାକ୍‌କୁ ଫେରୁଛି ଅଟୋମୋବାଇଲ ବଜାରର କାରବାର। ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଗାଡ଼ି ବିକ୍ରି ମାନ୍ଦା ରହିଥିଲା। ଚଳିତ…

କମିଲା ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୬: ମାସିକ ଆଧାରରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍‌ଟି) ସଂଗ୍ରହରେ ଚଳିତ ବର୍ଷ ମେ’ ମାସରେ ୧୬% ହ୍ରାସ ଘଟି ୧.୪୧ ଲକ୍ଷ କୋଟିରେ ରହିଯାଇଛି। ପୂର୍ବ ମାସ ଅର୍ଥାତ୍‌ ଏପ୍ରିଲରେ ଜିଏସ୍‌ଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?