ବାଣିଜ୍ୟ

ଜାନୁୟାରୀରୁ କଡ଼ାକଡ଼ି ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୨୦।୯: ଆସନ୍ତା ଜାନୁୟାରୀ ମାସରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଫାଇଲିଂକୁ କଡ଼ାକଡ଼ି କରାଯିବ। ଯେଉଁ ବାଣିଜ୍ୟ ସଂସ୍ଥାଗୁଡିକ ସମରି ରିଟର୍ନ ଏବଂ ମାସିକ ଜିଏସ୍‌ଟି ରିଟର୍ନ ଫାଇଲିଂ କରିବେନି ପରବର୍ତ୍ତୀ ମାସଗୁଡିକରେ ଜିଏସ୍‌ଟିଆର୍‌-୧ ସେଲ୍‌ସ ରିଟର୍ନ ଭରିବା...

ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୦।୯: ସରକାର ବିମାନ କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ପ୍ରଦାନ କରିବା ସହ ଯାତ୍ରୀ ପରିବହନ କ୍ଷମତା ୭୨.୫%ରୁ ୮୫%କୁ ବୃଦ୍ଧି କରିଛନ୍ତି। ଏହା ସହ ବିମାନ ଭଡ଼ା ସମ୍ପର୍କିତ ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ବିମାନ ଭଡ଼ା କ୍ଷେତ୍ରରେ ସର୍ବନିମ୍ନ...

ଛୋଟ କାର୍‌ରେ ୨ ଏୟାର ବ୍ୟାଗ୍‌ କାହିଁକି

ନୂଆଦିଲ୍ଲୀ,୨୦।୯:  ବଡ କାର୍‌ଗୁଡିକରେ ୮ ଏୟାରବ୍ୟାଗ୍‌ ରହିଛି। ମାତ୍ର ଛୋଟ କାରଗୁଡିକରେ ୨ଟି ଏୟାରବ୍ୟାଗ ଥିବାରୁ ଏହାକୁ ନେଇ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରବିବାର ଅଟୋମୋବାଇଲ କମ୍ପାନୀଗୁଡିକୁ ପ୍ରଶ୍ନ କରିଛନ୍ତି। ଗଡକରୀଙ୍କ କହିବା ମୁତାବକ, ଛୋଟ...

ରେଳପଥ ପକ୍ଷରୁ ସ୍ବଚ୍ଛତା ପକ୍ଷ ପାଳନ

ଭୁବନେଶ୍ୱର,୧୯।୯: ଭାରତୀୟ ରେଲଓ୍ବେର ପୂର୍ବତଟ ରେଳପଥ ପକ୍ଷରୁ ସେପ୍ଟେମ୍ବର ୧୬ ରୁ ୩୦ ପର୍ଯ୍ୟନ୍ତ ସ୍ବଚ୍ଛତା ପକ୍ଷ ପାଳନ କରାଯାଉଛି। ସରକାରଙ୍କ କୋଭିଡ୍‌ କଟକଣା ଓ ଗାଇଡ୍‌ଲାଇନ ଅନୁସାରେ ପୂର୍ବତଟ ରେଳପଥ ବ୍ୟାପକ ଭାବେ ସ୍ବଚ୍ଛତା ପକ୍ଷ ପାଳନ ସହ...

କ୍ରୁଜ୍‌ ଲାଇନରର ଶୁଭାରମ୍ଭ କଲା ଆଇଆର୍‌ସିଟିସି

ନୂଆଦିଲ୍ଲୀ,୧୯।୯ – ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଶନିବାର ଦେଶର ପ୍ରଥମ ସ୍ବଦେଶୀ ପର୍ଯ୍ୟଟକ ଜଳଜାହାଜ ‘ଲକଜରୀ କ୍ରୁଜ ଲାଇନର’ର ଶୁଭାରମ୍ଭ କରାଯାଇଛି। ଏହି କ୍ରୁଜ୍‌ ସେବା ସ୍ଥାନୀୟ ଗୋଆ, ଡ୍ୟୁ, କୋଚ୍ଚି, ଲାକ୍ଷାଦ୍ୱୀପ...

ଅନୁଚିତ ଉପାୟରେ କାରବାର କରୁଛି ଗୁଗଲ

ନୂଆଦିଲ୍ଲୀ,୧୯।୯ – ବିଶ୍ୱର ସର୍ବବୃହତ୍‌ ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ ଗୁଗଲ ବିରୋଧରେ ନାନା ଅଭିଯୋଗ ଆସିବା ପରେ ଏହାର ଗୁରୁତ୍ୱକୁ ନଜରରେ ରଖି କମ୍ପିଟେଶନ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ୨୦୧୯ ଏପ୍ରିଲରେ ଗୁଗଲର ବେଆଇନ କାର୍ଯ୍ୟକଳାପ ଓ ବ୍ୟବସାୟ...

ନାଲ୍‌କୋ ବକ୍ସାଇଟ ଖଣି ପୁରସ୍କୃତ

ଭୁବନେଶ୍ୱର,୧୮।୯ ନାଲ୍‌କୋର ପଞ୍ଚପଟ୍ଟମାଳି ବକ୍ସାଇଟ୍‌ ଖଣିକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସମ୍ମାନ ଜନକ ପ୍ରଦୂଷଣ ନିୟନ୍ତ୍ରଣ ଉତ୍କଷ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି। ସ୍ଥାନୀୟ ନୀଳକଣ୍ଠନଗରସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ...

ଓଡ଼ିଶାରେ ଉପସ୍ଥିତି ଦୃଢ଼ କରୁଛି ଟିଭିଏସ୍‌

ଭୁବନେଶ୍ୱର,୧୮।୯(ବ୍ୟୁରୋ) ଦୁଇ ଚକିଆ ଏବଂ ୩ ଚକିଆ ଯାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଟିଭିଏସ୍‌ ମୋଟର କମ୍ପାନୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ଦୃଢ଼ କରୁଛି। କମ୍ପାନୀ ପକ୍ଷରୁ ଭୁବନେଶ୍ୱର ଖଣ୍ଡଗିରି ଛକଠାରେ ନୂଆ ଡିଲରଶିପ ‘ରିତା ଟିଭିଏସ୍‌’ ଶୁକ୍ରବାର ଶୁଭାରମ୍ଭ...

ଏଲ୍‌ଆଇସିର ନୂଆ ପ୍ରଗତି ଆପ

ନୂଆଦିଲ୍ଲୀ,୧୮।୯ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଶୁକ୍ରବାର ନୂତନ ମୋବାଇଲ ଆପ୍‌ ‘ପ୍ରଗତି’ର ଶୁଭାରମ୍ଭ କରାଯାଇଛି। ଏହି ଆପ୍‌ ବିଶେଷ କରି ସଂସ୍ଥାର ଡେଭଲପମେଣ୍ଟ ଅଫିସରମାନଙ୍କ ପାଇଁ କରାଯାଇଛି। ଏହା ଜରିଆରେ ଅଧିକାରୀମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟ...

ତେଲ ପାଇଁ କେନ୍ଦ୍ର-ରାଜ୍ୟ ସହମତି ଲୋଡ଼ା

ପେଟ୍ରୋଲ ଏବଂ ଡିଜେଲ ଉପରେ ଜିଏସ୍‌ଟି ଲାଗୁ କରିବା ପାଇଁ କେରଳ ହାଇକୋର୍ଟ ଶୁଣାଣି କରିଥିଲେ। ଏହି ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବା ବିଶେଷ ସମ୍ଭାବନା ରହିଛି। କେନ୍ଦ୍ର, ରାଜ୍ୟ ଉକ୍ତ ପ୍ରସ୍ତାବ ଉପରେ ସହମତି ଦେଖାଇବା ପରେ...

ଜିଏସ୍‌ଟି ବୈଠକ ଉପରେ ନଜର

ନୂଆଦିଲ୍ଲୀ,୧୬।୯ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପରିଷଦର ବୈଠକ ଶୁକ୍ରବାର ଲକ୍ଷ୍ନୌଠାରେ ଅନୁଷ୍ଠିତ ହେବ। ପ୍ରାୟ ୪୮ରୁ ଊର୍ଦ୍ଧ୍ୱ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ହାର ଉପରେ ଏଠାରେ ବିଚାରବିମର୍ଶ ହେବ। ସେହିଭଳି...

ନେତୃତ୍ୱ ପରିବର୍ତ୍ତନ ଖବରକୁ ଟାଟା, ଚନ୍ଦ୍ରଶେକରନଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧୬ା୯: ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସରେ ନେତୃତ୍ୱ ପରିବର୍ତ୍ତନ ନେଇ ମଙ୍ଗଳବାର ଏକ ଖବର ମିଡ଼ିଆରେ ପ୍ରକାଶ ପାଇଥିଲା। ଏହାକୁ ନେଇ ଟାଟା ଗ୍ରୁପର ସେବା ନିବୃତ ଅଧ୍ୟକ୍ଷ ରତନ ଟାଟା ଏବଂ ଟାଟା ସନ୍ସର ଅଧ୍ୟକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri