୪ ଦିନରେ ୧୩.୩ ଟ୍ରିଲିୟନ ହରାଇଲେ ନିବେଶକ
ନୂଆଦିଲ୍ଲୀ,୨୭।୯: ଇକ୍ୱିଟି ନିବେଶକଙ୍କ ସମ୍ପତ୍ତି ଗତ ୪ଦିନର ବଜାର କାରବାର ମଧ୍ୟରେ ୧୩.୩ ଟ୍ରିଲିୟନରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ତୀବ୍ର ବିକ୍ରୟ ମଧ୍ୟରେ କ୍ରମାଗତ ଚତୁର୍ଥ ସିଧାସଳଖ ଦିନ ପାଇଁ ନିବେଶକମାନେ ନିରାଶ ହୋଇଛନ୍ତି। ବିଶେଷ କରି ୩୦-ସେୟାର…
ଟଙ୍କା ମୂଲ୍ୟ ହ୍ରାସ ଅଣାୟତ୍ତ
ମୁମ୍ବାଇ, ୨୭ା୯(ପି.ଟି.):ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ସ୍ତରର ରେକର୍ଡ ଭାଙ୍ଗିଛି। ସୋମବାର ଟଙ୍କାର ମୂଲ୍ୟ ୫୪ ପଇସା ହ୍ରାସ ହୋଇଛି। ଫଳରେ ଡଲାରର ମୂଲ୍ୟ ୮୧.୬୩ ଟଙ୍କାକୁ ବୃଦ୍ଧି ପାଇଛି। ଗତ ଶୁକ୍ରବାର ୩୦ ପଇସା ହ୍ରାସ ପାଇ…
ଅନିଲ ଅମ୍ବାନୀଙ୍କୁ ମିଳିଲା ଆଶ୍ୱସ୍ତି
ମୁମ୍ବାଇ,୨୬।୯: ୪୨୦ କୋଟି ଟଙ୍କା ଟିକସ ଛାଡ ମାମଲାରେ ବ୍ୟବସାୟୀ ଅନିଲ ଅମ୍ବାନୀଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ନଭେମ୍ବର ୧୭ ପର୍ଯ୍ୟନ୍ତ ଅନିଲ ଅମ୍ବାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆୟକର ବିଭାଗକୁ ନିର୍ଦ୍ଦେଶ…
ଅସଲି ଔଷଧ କେବଳ ଫାର୍ମାସିଷ୍ଟ କହିପାରିବେ
ଭୁବନେଶ୍ୱର,୨୬।୯: ବାଳକାଟୀସ୍ଥିତ ସାଇ ସବୁରି ହେଲ୍ଥ ସାଇନ୍ସ କଲେଜ ପରିସରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡା. ସାରଦା ମିଶ୍ର ଓ ଅଧ୍ୟାପକମାନେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ରୋଗୀ ସେବା କ୍ଷେତ୍ରରେ ଫାର୍ମାସିଷ୍ଟଙ୍କ ଭୂମିକା ବାବଦରେ ବିସ୍ତୃତ ଆଲୋକପାତ…
ଦିଭିସା ପରିବାର ସହ ଭାବବିନିମୟ କଲେ ଗୁଲସନ
ନୂଆଦିଲ୍ଲୀ,୨୬।୯: ଦେଶର ପ୍ରମୁଖ ଘରୋଇ ଔଷଧୀୟ କମ୍ପାନୀ (ଉଦ୍ୟୋଗ) ଦିଭିସା ହର୍ବାଲ କେୟାର ପ୍ରାଇଭେଟ ଲିମିଟେଡର ବ୍ରାଣ୍ଡ ଆମ୍ବାସାଡର ବଲିଉଡ ଅଭିନେତା ତଥା ବ୍ୟାଡମ୍ୟାନ ଭାବେ ଜଣାଶୁଣା ଗୁଲସନ ଗ୍ରୋଭର ନିକଟରେ କମ୍ପାନୀର ଚଣ୍ଡିଗଡ କ୍ୟାମ୍ପସ ପରିଦର୍ଶନରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ…
ଭାରତ ମସଲାକୁ ଜାଗରଣ ଆଚିଭର ଆଓ୍ବାର୍ଡ
କଟକ,୨୬।୯: ମସଲା ଜଗତରେ ମାନ ଏବଂ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କ୍ଷୁଦ୍ର ମସଲା ଉତ୍ପାଦନକାରୀ ସଂସ୍ଥା ଭାବେ ବିଶ୍ବରେ ପହଞ୍ଚତ୍ପାରିଥିବା ‘ଭାରତ ମସଲା’କୁ ଦୁବାଇରେ ସମ୍ମାନିତ କରାଯାଇଛି। ପୂର୍ବ ଭାରତରେ କ୍ରାଓଜେନିକ ପଦ୍ଧତିରେ ମସଲା ଉତ୍ପାଦନ କରି ଏକ ସ୍ବତନ୍ତ୍ର ସ୍ଥାନ…
ଆସିପାରେ ୧୦୦ ବିଲିୟନ ଡଲାରର ଏଫ୍ଡିଆଇ
ନୂଆଦିଲ୍ଲୀ,୨୬।୯: ଆସନ୍ତା ୨୦୪୭ ସୁଦ୍ଧା ଭାରତକୁ ବିକାଶଶୀଳ ନୁହେଁ, ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ କେନ୍ଦ୍ର ସରକାର ଦୃଢ଼ତାର ସହ ଲାଗିପଡ଼ିଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାକୁ ସରକାର ବିଭିନ୍ନ ବାଣିଜି୍ୟକ ନୀତିନିୟମରେ କୋହଳ ମନୋଭାବ ସହ ଅଧିକ ବିଦେଶୀ ପୁଞ୍ଜି…
ଲମ୍ୟାନ ପିଜି୩ର ସ୍ବତନ୍ତ୍ର ଗାର୍ମେଣ୍ଟ ଷ୍ଟୋର ଉଦ୍ଘାଟିତ
କଟକ,୨୬।୯: କେୱାଲ କିରନ କ୍ଲଥିଂ ଲିମିଟେଡ (କେକେସିଏଲ)ର ସ୍ବତନ୍ତ୍ର ବ୍ରାଣ୍ଡ ‘ଲମ୍ୟାନ ପିଜି୩ ଏବଂ ଇଣ୍ଟିଗ୍ରିଟି’ର ୫ମ ଏକ୍ସକ୍ଳୁସିଭ ଷ୍ଟୋର ସ୍ଥାନୀୟ ବଜ୍ରକବାଟୀ ରୋଡ୍ସ୍ଥିତ କ୍ରିଷ୍ଣା ଆକ୍ରେଡଠାରେ ଉଦ୍ଘାଟିତ ହୋଇଯାଇଛି। କେକେସିଏଲ୍ର ନ୍ୟାଶନାଲ ସେଲ୍ସ ମ୍ୟାନେଜର ହିମାଂଶୁ ପନ୍ଥ ମୁଖ୍ୟ ଅତିଥି…
ପାର୍ବଣରେ ୨.୫ ଲକ୍ଷ କୋଟି ଖର୍ଚ୍ଚ କରିବେ ଭାରତୀୟ
ନୂଆଦିଲ୍ଲୀ,୨୫।୯: ଗତ ୨ ବର୍ଷ ହେବ କୋଭିଡ୍ ମହାମାରୀ ପାଇଁ ପାର୍ବଣ ବଜାର ମାନ୍ଦା ପଡ଼ିଯାଇଥିଲା। ବିଶେଷକରି ୨୦୨୦ ଏବଂ ୨୦୨୧ରେ ପାର୍ବଣର ମଜା ଉଠାଇପାରି ନ ଥିଲେ। ଫଳରେ ଚଳିତ ବର୍ଷ ପାର୍ବଣରେ ଲୋକମାନେ କିଣାକିଣି ସାଙ୍ଗକୁ ପୂଜା ପାଳନର…
ଭାରତରେ ୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ନେସ୍ଲେ
ନୂଆଦିଲ୍ଲୀ,୨୫।୯: ଦେଶର ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ତଥା ବିଶ୍ୱର ଜଣାଶୁଣା ଖାଦ୍ୟ ତଥା ପାନୀୟ କମ୍ପାନୀ ନେସ୍ଲେ ଏସ୍ଏ ଆସନ୍ତା ସାଢେ ୩ ବର୍ଷ ମଧ୍ୟରେ ବା ୨୦୨୫ ସୁଦ୍ଧା ଭାରତରେ ୫୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା…
ଅପେକ୍ଷାର ଅନ୍ତ! ଅକ୍ଟୋବର ପହିଲାରୁ ଆରମ୍ଭ ହେବ ୫ଜି ସେବା
ନୂଆଦିଲ୍ଲୀ,୨୪।୯: ୫ଜିକୁ ନେଇ ଅପେକ୍ଷାର ହେବାକୁ ଯାଉଛି ଅନ୍ତ। ଆସନ୍ତା ମାସ ଅର୍ଥାତ ଅକ୍ଟୋବରରେ ଭାରତରେ ୫ଜି ସେବା ରୋଲ୍ଆଉଟ୍ ହେବ। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ଏହାର ତାରିଖ ମଧ୍ୟ ସ୍ଥିର…
ରିଟେଲ ବ୍ୟବସାୟରେ ଓଲାମ୍ ଏଗ୍ରିର ପ୍ରବେଶ
ଭୁବନେଶ୍ୱର,୨୪ା୯: ଦେଶର ପ୍ରମୁଖ ଚାଉଳ ଉତ୍ପାଦନକାରୀ କମ୍ପାନୀ ଓଲାମ୍ ଏଗ୍ରି ପକ୍ଷରୁ ଓଡ଼ିଶା ବଜାରରେ ଦୀର୍ଘଦିନରୁ ସ୍ଥାପନ କରାଯାଇଥିବା ଉପସ୍ଥିତି ଅନୁସାରେ କମ୍ପାନୀ ଖୁଚୁରା ବଜାରରେ ମଧ୍ୟ ପ୍ରବେଶ କରଛି। ଏହାର ଦୀର୍ଘସ୍ଥାୟୀ ହିଭେନ୍ସ ହାର୍ଭେଷ୍ଟ ଓ ଟ୍ରୁ ଆର୍ଥ ବ୍ରାଣ୍ଡ୍କୁ…

