ସିବିଓଆଇ ପକ୍ଷରୁ ଋଣ ଶିବିର
ଭୁବନେଶ୍ୱର,୨୪ା୯: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସିବିଓଆଇର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ…
ଆଇସିଆଇସିଆଇ ବ୍ୟାଙ୍କ୍ର ‘ଫେଷ୍ଟିଭ୍ ବୋନାଞ୍ଜା’
ନୂଆଦିଲ୍ଲୀ,୨୪ା୯: ଚଳିତ ବର୍ଷର ପାର୍ବଣଋତୁକୁ ନଜରରେ ରଖି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଫେଷ୍ଟିଭ୍ ବୋନାଞ୍ଜା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ଗ୍ରାହକମାନଙ୍କ ପାଇଁ ବ୍ୟାପକ ପ୍ରକାର ଅଫର ସହ ରିହାତି ଓ ୨୫ହଜାର ଟଙ୍କାର କ୍ୟାଶବ୍ୟାକ୍ ସୁବିଧାକୁ ମଧ୍ୟ…
ଷ୍ଟାର୍ କିରଣରେ ପ୍ରସାରଣ ହେବ ମହାବାହୁ ଚଳଚ୍ଚିତ୍ର
ଭୁବନେଶ୍ୱର,୨୪ା୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର କିରଣରେ ଆସନ୍ତା ରବିବାର ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ମହାବାହୁ’ର ପ୍ରସାରଣ ହେବ। ଉକ୍ତ ଚ୍ୟାନେଲ୍ ପ୍ରତି ସପ୍ତାହ ଶେଷ(ରବିବାର)ରେ ଦର୍ଶକମାନଙ୍କୁ ନୂଆ ଚଳଚ୍ଚିତ୍ର ଭେଟି ଦେଉଛି। ଫଳରେ ସାରା ପରିବାର ରବିବାର…
ନୂଆ ଟିଭିଏସ୍ ଜୁପିଟର କ୍ଲାସିକ୍ ଉନ୍ମୋଚିତ
ନୂଆଦିଲ୍ଲୀ,୨୪ା୯: ଦେଶର ପ୍ରମୁଖ ୨ ଓ ୩ ଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କମ୍ପାନୀ ପକ୍ଷରୁ ନୂଆ ଟିଭିଏସ୍ ଜୁପିଟର କ୍ଲାସିକ୍ର ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଟିଭିଏସ୍ ମୋଟର କମ୍ପାନୀର ବରିଷ୍ଠ ଉପସଭାପତି (ମାର୍କେଟିଂ) ଅନିରୁଦ୍ଧ ହାଲ୍ଦାର କହିଛନ୍ତି,…
ଆଦାନୀ ଧନୀ ଏନ୍ଆର୍ଆଇ
ନୂଆଦିଲ୍ଲୀ,୨୪ା୯: ବିଶ୍ୱର ତୃତୀୟ ସର୍ବାଧିକ ଧନୀ ଶିଳ୍ପପତି ଗୌତମ ଆଦାନୀଙ୍କ ବଡ଼ଭାଇ ବିନୋଦ ଶାନ୍ତିଲାଲ୍ ଆଦାନୀ ସବୁଠୁ ଧନୀ ପ୍ରବାସୀ ଭାରତୀୟ (ଏନ୍ଆର୍ଆଇ) ପରିଚୟ ହାସଲ କରିଛନ୍ତି। ଦୁବାଇରେ ରହୁଥିବା ବିନୋଦଙ୍କର ସିଙ୍ଗାପୁର, ଦୁବାଇ ଓ ଜାକର୍ତ୍ତାରେ ବ୍ୟବସାୟ ରହିଛି। ଗତ…
ଫ୍ୟାଶନିଷ୍ଟାର ୨ଦିନିଆ ପ୍ରଦର୍ଶନୀର ଶୁଭାରମ୍ଭ
ଭୁବନେଶ୍ୱର, ୨୪ା୯: ଦେଶର ପ୍ରମୁଖ ଘରୋଇ ପ୍ରଦର୍ଶନୀକାରୀ ସଂସ୍ଥା ‘ଫ୍ୟାଶନିଷ୍ଟା’ ପକ୍ଷରୁ ୨ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ଉତ୍ସବର ଆୟୋଜନ କରାଯାଇଛି। ଶୁକ୍ରବାରଠାରୁ ସ୍ଥାନୀୟ ଜୟଦେବ ବିହାରସ୍ଥିତ ହୋଟେଲ ପାଲ୍ ହାଇଟ୍ସଠାରେ ଏହାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସଭା ସଦସ୍ୟା…
ହ୍ରାସ ପାଉଛି ବିଦେଶୀ ମୁଦ୍ରା ଭଣ୍ଡାର
ନୂଆଦିଲ୍ଲୀ,୨୪ା୯: ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଲଗାତର ୭ମ ସପ୍ତାହରେ ହ୍ରାସ ଘଟିଛି। ଆର୍ବିଆଇର ସଦ୍ୟ ତଥ୍ୟ ଅନୁସାରେ ସେପ୍ଟେମ୍ବର ୧୬ ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ ଘଟି ୫୪୫.୬୫୨ ବିଲିୟନ ଡାଲରରେ ପହଞ୍ଚିଛି। ଗତ…
୫ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ
ନୂଆଦିଲ୍ଲୀ,୨୪ା୯: ବର୍ତ୍ତମାନ ବିଶ୍ୱ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିକି କିଛି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଯୋଗୁ ଅର୍ଥନୈତିକ ବଜାରରେ ମଧ୍ୟ ଅସ୍ଥିରତା ଦେଖାଦେଇଛି। ଫଳରେ ଭାରତୀୟ ଶେୟାର ବଜାରରେ ମଧ୍ୟ ତା’ର ପ୍ରଭାବ ଗତ କିଛିଦିନ ହେବ ଦେଖିବାକୁ ମିଳୁଛି। ବିଶେଷକରି…
ସୁନା-ରୂପା କିଣିବା ହେବ ଅଧିକ ମହଙ୍ଗା; ବଢ଼ିଲା ହଲମାର୍କିଂ ଚାର୍ଜ
ନୂଆଦିଲ୍ଲୀ,୨୩।୯: ସୁନା ଓ ରୂପା ହଲ୍ମାର୍କିଂ ଉପରେ ଫି’ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ବ୍ୟୁରେ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଏସ୍)ର ବିଜ୍ଞପ୍ତି ଅନୁଯାୟୀ ସୁନା ଅଳଙ୍କାର ଲାଗି ହଲମାର୍କିଂ ଫି’ ୩୫ରୁ ୪୫ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ରୂପା ଅଳଙ୍କାର ଏବଂ…
ଏମ୍ଆଣ୍ଡଏମ୍ ଫାଇନାନ୍ସିଆଲକୁ ଆର୍ବିଆଇର ତାଗିଦ
ନୂଆଦିଲ୍ଲୀ,୨୩।୯:ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ଗୁରୁବାର ମହିନ୍ଦ୍ରା ଏବଂ ମହିନ୍ଦ୍ରା ଫାଇନାନ୍ସିଆଲ ଲିମିଟେଡ (ଏମ୍ଏମ୍ଏଫ୍ଏସ୍ଏଲ୍)ର ଆର୍ଥିକ ସେବା ଋଣ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୩ୟ ପକ୍ଷ ବ୍ୟବସ୍ଥାର ବ୍ୟବହାରକୁ ବନ୍ଦ କରିବାକୁ ଆରବିଆଇ ତାଗିଦ କରିବା ସହ କଡା…
‘ପିଏନ୍ବି ରକ୍ଷକ ପ୍ଲସ ସ୍କିମ୍’ର ନବୀକରଣ
ନୂଆଦିଲ୍ଲୀ,୨୩।୯:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ପକ୍ଷରୁ ଭାରତୀୟ ସେନା ସହ ହୋଇଥିବା ସ୍ବତନ୍ତ୍ର ବୀମା ସ୍କିମ୍ ‘ପିଏନ୍ବି ରକ୍ଷକ ପ୍ଲସ ସ୍କିମ୍’ର ବୁଝାମଣା ପତ୍ର (ଏମ୍ଓୟୁ)ର ନବୀକରଣ କରାଯାଇଛି। ଗୁରୁବାର ଦିଲ୍ଲୀର ଭାରତୀୟ ସେନା ମୁଖ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ…
ପାର୍ବଣ ପୂର୍ବରୁ ମୂଲ୍ୟ ବଢ଼ାଇଲା ହିରୋ
ନୂଆଦିଲ୍ଲୀ,୨୩।୯: ଚଳିତ ବର୍ଷଣ ପାର୍ବଣ ପୂର୍ବରୁ ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପର ବିଭିନ୍ନ ବର୍ଗର ବାଇକ ମୂଲ୍ୟ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଜଣାପଡ଼ିଛି। ଏପରିକି ଏହି ବର୍ଦ୍ଧିତ ମୂଲ୍ୟ ଗୁରୁବାରଠାରୁ ସାରା ଦେଶରେ…

