ସାରା ଦେଶରେ ୧୫ ଟନ୍ ସୁନା ବିକ୍ରି
ନୂଆଦିଲ୍ଲୀ, ୪।୧୧: ଚଳିତ ବର୍ଷର ଧନ୍ତେରସ ପୂର୍ବ ରେକର୍ଡ ଭାଙ୍ଗିଛି। ଧନ୍ତେରସରେ ପ୍ରଥମ ଥର ଲାଗି ସାରା ଦେଶରେ ୧୫ ଟନ ସୁନା ବିକ୍ରି ହୋଇଛି। ଏହାର ମୂଲ୍ୟ ପ୍ରାୟ ୭୫୦୦କୋଟି ଟଙ୍କା ହେବ। କରୋନା ଯୋଗୁ ଦେଶର ଜୁଏଲେରି ଶିଳ୍ପ...
ବିମାନରେ ମିଳିବ ଷ୍ଟାର୍ଲିଙ୍କ୍ ବ୍ରଡ୍ବ୍ୟାଣ୍ଡ
ନୂଆଦିଲ୍ଲୀ,୨।୧୧: ଆଗାମୀ ଦିନରେ ବିମାନଗୁଡ଼ିକରେ ଷ୍ଟାର୍ଲିଙ୍କ୍ ବ୍ରଡ୍ବ୍ୟାଣ୍ଡ୍ ସୁବିଧା ଉପଲବ୍ଧ ହେବ। ଏ ନେଇ ବିମାନ କମ୍ପାନୀଗୁଡ଼ିକ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି ବିଲିୟନେୟାର ଉଦ୍ୟୋଗୀ ଏଲନ ମସ୍କ। ରକେଟ କମ୍ପାନୀ ସ୍ପେସ୍ ଏକ୍ସ ପକ୍ଷରୁ ଷ୍ଟାର୍ଲିଙ୍କ୍ ହେଉଛି...
ଉନ୍ନତ ବିକ୍ରି ଆଶାରେ ଜୁଏଲର୍ସ
ଭୁବନେଶ୍ୱର,୨।୧୧: ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ସ୍ଥିତି ବଜାର ଉପରେ ଏତେଟା ନାହିଁ। ଏବେ କଟକଣା ମଧ୍ୟ କୋହଳ ହୋଇଛି। ସୁନା ଦର ମଧ୍ୟ ପୂର୍ବାପେକ୍ଷା ଶସ୍ତା ରହିଛି। ମଙ୍ଗଳବାର ଧନ୍ତେରସ ପଡ଼ୁଛି। ଏହିଦିନ ସୁନା କିଣିଲେ...
ପ୍ରିମିୟମ୍ ପୈଠ କରି ନ ଥିଲେ ବୀମା ଦାବି କରି ହେବ ନାହିଁ…
ନୂଆଦିଲ୍ଲୀ,୧।୧୧: ନିର୍ଦ୍ଦିଷ୍ଟ ତାରିଖରେ ଇନସ୍ୟୁରାନ୍ସ୍ ପ୍ରିମିୟମ୍ ପୈଠ କରି ନ ଥିଲେ ବୀମା ଦାବି କରିହେବ ନାହିଁ। ଏଭଳି ଦାବୀକୁ ସ୍ବୀକାର କରାଯିବ ନାହିଁ ବୋଲି ସୁପ୍ରିମ୍କୋର୍ଟ ଏକ ମାମଲାର ବିଚାର ସମୟରେ କହିଛନ୍ତି। ଇନସ୍ୟୁରାନ୍ସ୍ ପଲିସି ଅନ୍ତର୍ଗତ ଏହା...
ପେଟ୍ରୋଲିୟମ ଟିକସ ଆଦାୟ ୭୯% ବୃଦ୍ଧି
ନୂଆଦିଲ୍ଲୀ,୧।୧୧: ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ୬ ମାସରେ ପେଟ୍ରୋଲିୟମ ସାମଗ୍ରୀ ଉପରେ ଲାଗୁ ହେଉଥିବା ଟିକସ ବାବଦ ସଂଗ୍ରହ ୩୩% ବଢ଼ିଛି। ସେହିଭଳି କୋଭିଡ ପୂର୍ବ ସ୍ଥିତି କଥା ବିଚାରକୁ ନେଲେ ଏହି ବାବଦକୁ ଟିକସ ଆଦାୟ ୭୯% ବଢ଼ିଥିବା...
ଦୀପାବଳି ପୂର୍ବରୁ ମହଙ୍ଗାମାଡ଼, ଗ୍ୟାସ ସିଲିଣ୍ଡର ଦାମ୍ ବଢ଼ିଲା ୨୬୮ ଟଙ୍କା…
ନୂଆଦିଲ୍ଲୀ,୧।୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କ ଉପରେ ସରକାର ପୁଣି ମହଙ୍ଗା ମାଡ଼ କରିଛନ୍ତିି। ଗ୍ୟାସସିଲିଣ୍ଡର ଦାମ୍ ୨୬୮ ଟଙ୍କା ବଢ଼ିଛି। ଏହାଯୋଗୁ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସମ୍ପ୍ରତି ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହନ୍ତସନ୍ତ...
ପେଟ୍ରୋଲ ୩୬, ଡିଜେଲ ୩୯ ପଇସା ବୃଦ୍ଧି
ଭୁବନେଶ୍ୱର/ନୂଆଦିଲ୍ଲୀ, ୧।୧୧: କ୍ରମାଗତ ୫ମ ଦିନ ଲାଗି ସାରା ଦେଶରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମ (ଆଇଓସିଏଲ୍)ର ସୂଚନା ଅନୁସାରେ ରବିବାର ଭୁବନେଶ୍ୱରରେ ପେଟ୍ରୋଲ ୩୬ ପଇସା ଏବଂ...
ଚାଇନାକୁ ୫୦ ହଜାର କୋଟିର ଝଟ୍କା…
ନୂଆଦିଲ୍ଲୀ,୩୧।୧୦: ଦୀପାବଳି ପୂର୍ବରୁ ଭାରତରେ ଚାଇନାର ସାମଗ୍ରୀର କାରବାରରେ ବ୍ୟାପକ କ୍ଷତି ହେବାର ଆଶଙ୍କା ଦେଖାଦେଇଛି। କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଘରୋଇ ବଜାରରେ ଭାରତୀୟମାନେ ଚାଇନା ସାମଗ୍ରୀ ବର୍ଜନ କରୁଥିବାରୁ ଚଳିତ...
ନଭେମ୍ବରରେ ୧୭ ଦିନ ବ୍ୟାଙ୍କ ଛୁଟି
ଚଳିତ ବର୍ଷ ନଭେମ୍ବର ମାସ ଆରମ୍ଭରୁ ସାରା ଦେଶରେ ପର୍ବପର୍ବାଣି ଓ ସରକାରୀ ଛୁଟିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରାଯାଇଛି। ନଭେମ୍ବରରେ ଧନ୍ତେରସ, ଦୀପାବଳି, ଭାଇ ଦୁଜ୍,...
‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଫେସ୍ବୁକ୍’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍ବୁକ୍ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଫେସ୍ବୁକ୍ର ନାମ ବଦଳି ମେଟା ଏକ ନୂଆ ଭର୍ସନରେ ଉପଲବ୍ଧ ହେବ ବୋଲି...
ଆଜି ପୁଣି ବଢ଼ିଲା ତୈଳ ଦର, ଚିନ୍ତାରେ ଗ୍ରାହକ
ନୂଆଦିଲ୍ଲୀ,୨୯।୧୦: ସାରା ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଶୁକ୍ରବାର ପୁଣି ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ। ପେଟ୍ରୋଲ-ଡିଜେଲ ଲିଟର ପିଛା ୩୫ ପଇସା ଲେଖାଏ ବଢିଛି। ଏହି ବୃଦ୍ଧି ସହ ଦେଶରେ ତୈଳ...
ଆର୍ବିଆଇ ଗଭର୍ନରଙ୍କ କାର୍ଯ୍ୟକାଳ ବଢିଲା
ନୂଆଦିଲ୍ଲୀ,୨୯।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ତିନି ବର୍ଷ ବୃଦ୍ଧି କରାଯାଇଛି। ତାଙ୍କର କାର୍ଯ୍ୟକାଳ ଡିସେମ୍ବର ୧୦, ୨୦୨୧ରେ ଶେଷ ହେବାର ଥିଲା କିନ୍ତୁ କ୍ୟାବିନେଟ ନିଯୁକ୍ତି କମିଟି ଶକ୍ତିକାନ୍ତଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଆରବିଆଇର...
Archives


