ନଭେମ୍ବରରେ ୧୭ ଦିନ ବ୍ୟାଙ୍କ ଛୁଟି

ଚଳିତ ବର୍ଷ ନଭେମ୍ବର ମାସ ଆରମ୍ଭରୁ ସାରା ଦେଶରେ ପର୍ବପର୍ବାଣି ଓ ସରକାରୀ ଛୁଟିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ କରାଯାଇଛି। ନଭେମ୍ବରରେ ଧନ୍‌ତେରସ, ଦୀପାବଳି, ଭାଇ ଦୁଜ୍‌, ଛଟ୍‌ପୂଜା ଏବଂ ଗୁରୁନାନକ ଜୟନ୍ତୀ ଭଳି ଅନେକ ପର୍ବପର୍ବାଣି ପଡୁଛି। ସେହିଭଳି କେତେକ ରାଜ୍ୟରେ ସେଠାକାର ସ୍ଥାନୀୟ ପର୍ବପର୍ବାଣି ଆଧାରରେ ବ୍ୟାଙ୍କ ଛୁଟି ରହିବ। ଏପରି କି ନଭେମ୍ବରରେ ୪ଟି ରବିବାର ଓ ୨ଟି ଶନିବାର ପଡୁଥିବାରୁ ସାଧାରଣ ଭାବେ ୬ଟି ବ୍ୟାଙ୍କ ଛୁଟି ରହୁଛି। ନଭେମ୍ବର ୩୦ ଦିନରୁ ମୋଟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଆର୍‌ବିଆଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆର ଦାନବ ହେଉଛି ‘ଫେସବୁକ୍‌’ ! ପ୍ରତି ଘଣ୍ଟାରେ ୧୦୦ କୋଟି ବ୍ୟବସାୟ କରୁଛନ୍ତି ଜୁକରବର୍ଗ

ନୂଆଦିଲ୍ଲୀ,୨୮।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଫେସବୁକ୍‌’ର ଲୋକପ୍ରିୟତା ଅଧିକ। ସାରା ବିଶ୍ୱରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଣେ ଅନ୍ୟଜଣେ...

ଗାଡ଼ି ବିକ୍ରିରେ ଆସିଲା ଉନ୍ନତି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ବଜାର ପ୍ରଭାବିତ ହୋଇ ରହିଛି। ଅକ୍ଟୋବରଠାରୁ ପୁଣି ଥରେ ସ୍ଥିତିରେ ସୁଧାର ଆସୁଥିବା ନଜରକୁ ଆସିଛି। ଦେଶର ଅଟୋମୋବାଇଲ କ୍ଷେତ୍ରର...

ଏଡିବି ଘୋଷଣା କଲା ୬.୫ ବିଲିୟନ ଡଲାର ପ୍ୟାକେଜ

ନୂଆଦିଲ୍ଲୀ,୧୯-୩: ଅର୍ଥ ବ୍ୟବସ୍ଥା ତଥା ବାଣିଜ୍ୟ ଏବଂ କାରବାର ଉପରେ କରୋନା ପ୍ରଭାବକୁ କମ୍‌ କରିବା ଲାଗି ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ୬.୫ ବିଲିୟନ...

ଭାରତକୁ ଟ୍ରେଡ୍‌ ଓ୍ବାର୍‌ ଲାଭ;ରପ୍ତାନି ବୃଦ୍ଧିରେ ବିଶ୍ୱରେ ଏକମାତ୍ର ଦେଶ

ନୂଆଦିଲ୍ଲୀ,୨-୮: ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆରମ୍ଭ ହୋଇଥିବା ବେଳେ ଏସିଆରେ ଭାରତ ଏକମାତ୍ର ଦେଶ ଯିଏକି ଅଧିକ ରପ୍ତାନି କରିବାରେ ସଫଳ...

ନ୍ୟୁ ପୋକୋ ସି୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୨: ଦେଶର ପ୍ରମୁଖ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋର ସି-ସିରିଜ୍‌ ସ୍ମାର୍ଟଫୋନ୍‌ ପୋକୋ ସି୫୫ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ପୋକୋ ସି୫୫ ଏକ...

ଆଉ ୯୦ ଟ୍ରେନ୍‌ ବାତିଲ୍‌

ନୂଆଦିଲ୍ଲୀ,୨୧-୩: ଶୁକ୍ରବାର ରେଲଓ୍ବେ ଆଉ ୯୦ ଟ୍ରେନ ବାତିଲ କରିଛି। ଏଗୁଡିକ ମାର୍ଚ୍ଚ ୨୦ରୁ ୩୧ ଯାଏ ଚଳାଚଳ କରିବ ନାହିଁ। କରୋନା ପ୍ରଭାବରୁ ଯାତ୍ରୀ...

ଏଜିଆର୍‌ ମାମଲାର ଶୁଣାଣି ଜୁଲାଇରେ

ନୂଆଦିଲ୍ଲୀ,୧୮।୬: ଦେଶର ଟେଲିକମ୍‌ କମ୍ପାନୀଗୁଡ଼ିକ ସେମାନଙ୍କ ଆର୍ଥତ୍କ ଷ୍ଟେଟମେଣ୍ଟକୁ ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବେ। ଗୁରୁବାର ଏ ସମ୍ପର୍କରେ କମ୍ପାନୀଗୁଡିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଡଜଷ୍ଟେଟ...

ନିଜର ଉତ୍ତରାଧିକାରୀଙ୍କୁ ଆଦିତ୍ୟ ପୁରୀଙ୍କ ୧୫ ଦିନିଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩-୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ଉତ୍ତରାଧିକାରୀ ଖୋଜା ଆରମ୍ଭ ହୋଇଛି। ତେବେ ନୂଆ ଏମ୍‌ଡିଙ୍କୁ ୨ ସପ୍ତାହ ଭିତରେ ତାଙ୍କର ସମସ୍ତ କାମ...

Advertisement
Archives

Model This Week