ବାଣିଜ୍ୟ

ଚାନ୍ଦବାଲି ସହରରେ ‘ଟ୍ରେଣ୍ଡ୍‌ସ’ର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୧୧।୮: ରିଲାଏନ୍ସ ରିଟେଲର ପୋଷାକ ଏବଂ ଆସେସୋରିଜ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସର ଏକକ୍ଲୁସିଭ ଷ୍ଟୋର ଭଦ୍ରକ ଜିଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି ଚାନ୍ଦବାଲି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର ବୋଲି କମ୍ପାନୀ ପକ୍ଷରୁ ଘୋଷଣା...

ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ ଡାଲି ଦର ଆକାଶଛୁଆଁ ରହିବା ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇ...

ଆକାଶ ବାଇଜୁସ୍‌ର ‘ସମସ୍ତଙ୍କ ପାଇଁ ଶିକ୍ଷା’

ଭୁବନେଶ୍ୱର,୧୧।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋସତ୍ବ’ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆକାଶ ବାଇଜୁସ୍‌ ଜାତୀୟସ୍ତରରେ ଏକ ସ୍ବତନ୍ତ୍ର ପ୍ରକଳ୍ପ ‘ସମସ୍ତଙ୍କ ପାଇଁ ଶିକ୍ଷା’ର ଶୁଭାରମ୍ଭ କରିଛି। ଏହା ଜରିଆରେ ବେସରକାରୀ...

ଏସ୍‌ବିଆଇର ନୂଆ ଗ୍ରାହକ ସେବା ନମ୍ବର

ମୁମ୍ବାଇ,୧୦।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ନୂଆ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ର ଜାରି କରାଯାଇଛି। ଏହାଦ୍ୱାରା ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ...

୧୪ରୁ ସୁଜି, ମଇଦା ରପ୍ତାନି ଉପରେ କଟକଣା

ନୂଆଦିଲ୍ଲୀ,୧୦।୮: ଭାରତ ସରକାର ନିକଟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ। ଉକ୍ତ ବୈଠକ ଶେଷ ପରେ କେନ୍ଦ୍ର ସରକାର ସୁଜି ଓ ମଇଦା ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।...

ପାର୍ବଣରେ ବଢିବ ଗାଡି ବିକ୍ରି

ନୂଆଦିଲ୍ଲୀ,୯।୮: ଚଳିତ ବର୍ଷର ପାର୍ବଣକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ସେମାନଙ୍କର ନୂଆ ନୂଆ ମଡେଲ୍‌ର ଉନ୍ମୋଚନ କରାଉଛନ୍ତି। ଫଳରେ ଆଗାମୀ ପାର୍ବଣ ଋତୁରେ ଉଭୟ କାର୍‌ ଓ ବାଇକ ବିକ୍ରିରେ ବଡ଼ ଧରଣର ବୃଦ୍ଧି...

ଫୋର୍ଡର ସନଦ ପ୍ଲାଣ୍ଟକୁ କିଣିବ ଟାଟା ମୋଟର୍ସ

ନୂଆଦିଲ୍ଲୀ,୯।୮: ଦଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା ଫୋର୍ଡ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏଫଆଇପିଏଲ)ର ଗୁଜରାଟସ୍ଥିତ ସନନ୍ଦ ପ୍ଲାଣ୍ଟକୁ ଟାଟା ମୋଟର୍ସର ସହାୟକ କମ୍ପାନୀ ଟାଟା ପାସେଞ୍ଜର ଇଲେକ୍ଟ୍ରିକ ମୋବିଲିଟି ଲିମିଟେଡ (ଟିପିଇଏମଏଲ) କିଣିବ ବୋଲି ଜଣାପଡିଛି। ଏ...

ସପ୍‌ସିର ରାଖୀ ପୂର୍ଣ୍ଣିମା ଅଫର

ନୂଆଦିଲ୍ଲୀ,୯।୮: ଚଳିତ ରାଖୀ ପୂର୍ଣ୍ଣିମାରେ ଫ୍ଲିପ୍‌କାର୍ଟର ସପ୍‌ସି ପକ୍ଷରୁ ରାଖୀ ଓ କମ୍ବୋ ଅଫର୍‌ ଘୋଷଣା କରାଯାଇଛି । ସୁଲଭଠାରୁ ଆରମ୍ଭ କରି ଫ୍ୟାନ୍ସି, ଦାମୀଠାରୁ ଆରମ୍ଭ କରି ସାଧାରଣ ରାଖୀ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରେ ବହୁମାତ୍ରାରେ ବିକଳ୍ପ ଉପଲବ୍ଧ...

ଇୱାଇ ଇଣ୍ଡିଆ ସହ ଜେଏସ୍‌ଏଲ୍‌ର ସହଭାଗିତା

ନୂଆଦିଲ୍ଲୀ,୯।୮: ଦେଶର ପ୍ରମୁଖ କନସଲଟାନ୍‌ସି ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ୍‌ (ଇଓ୍ବାଇ) ଇଣ୍ଡିଆ ସହ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌) ମଧ୍ୟରେ ଏକ ସହଭାଗିତା ନିକଟରେ ସ୍ଥାପିତ ହୋଇଛି। ଫଳରେ ଉଭୟ ସଂସ୍ଥାର ମିଳିତ ସହଯୋଗରେ ଜେଏସ୍‌ଏଲ୍‌ ତା’ର ବ୍ୟାପକ...

ଷ୍ଟୋର୍‌, ଇ-କମର୍ସର ସମ୍ପ୍ରସାରଣ କରିବ ଆର୍‌ଆଇଏଲ୍‌

ମୁମ୍ବାଇ,୯।୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ରିଟେଲ୍‌ କ୍ଷେତ୍ରରେ ୨୦୨୧-୨୨ ଆର୍ଥିକ ବର୍ଷରେ ୩୦,୦୦୦ କୋଟି ଟଙ୍କା ନିବେଶ କରାଯାଇଛି। ସେହିଭଳି ଗତ ଆର୍ଥିକ ବର୍ଷରେ କମ୍ପାନୀ ୨,୫୦୦ ନୂଆ ଷ୍ଟୋର୍‌ ଯୋଡ଼ିଥିବା...

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ମୁକେଶ ଅମ୍ବାନୀ ବ୍ୟବସାୟ ଏବଂ ଅର୍ଥନୀତି ଉପରେ...

ନୂଆ ପ୍ରଡକ୍ଟ ଘୋଷଣା କରିବ ଓଲା

ନୂଆଦିଲ୍ଲୀ,୮।୮: ଭାରତ ବଜାରରେ ଓଲାର ଇଭି ସେଗମେଣ୍ଟ ଦ୍ରୁତ ବୃଦ୍ଧି ପାଉଛି। କମ୍ପାନି ଅଗଷ୍ଟ ୧୫ରେ ତା’ର ଗ୍ରାହକଙ୍କୁ କିଛି ସରପ୍ରାଇଜ ଦେବ ବୋଲି ଜଣାପଡିଛି। ଏହା ପୂର୍ବରୁ କମ୍ପାନୀର ସିଇଓ ଭବେଶ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri