ବାଣିଜ୍ୟ

ଡିସେମ୍ବରରେ ୧.୪୯ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧: ଦେଶର ଅର୍ଥନୀତିକୁ ସଶକ୍ତ କରିବା ପାଇଁ ସରକାର ଟିକସ ଆଦାୟକୁ ଗୁରୁତ୍ୱ ଦେଉଛନ୍ତି, ଯାହାର ପ୍ରତିଫଳନ ଦେଶର ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ପରିଲକ୍ଷିତ ହେଉଛି। ଏପରିକି ୨୦୨୨ ଡିସେମ୍ବରର ଜିଏସ୍‌ଟି ସଂଗ୍ରହ ସମ୍ପର୍କରେ ରବିବାର ଅର୍ଥ…

୪ରେ ବିଏସ୍‌ଇର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ରାମମୂର୍ତ୍ତି

ନୂଆଦିଲ୍ଲୀ,୧।୧: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଲିମିଟେଡ୍‌ ବା ବିଏସ୍‌ଇ ଲିଃ.ର ପରବର୍ତ୍ତୀ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବରିଷ୍ଠ ବ୍ୟାଙ୍କର୍ସ ସୁନ୍ଦରରାମନ ରାମମୂର୍ତ୍ତି କାର୍ଯ୍ୟ କରିବେ ବୋଲି ବିଏସ୍‌ଇ ଲିଃ. ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ସେ…

ପିଓର ଇଭିର ଅଲ୍‌-ନ୍ୟୁ ଇକୋଡ୍ରାଫ୍ଟି

ନୂଆଦିଲ୍ଲୀ,୧।୧: ଦେଶର ପ୍ରମୁଖ ଦୁଇଚକିଆ ଇଲେକ୍ଟ୍ରି ଭେହିକିଲ୍‌(ଇଭି) ଷ୍ଟାର୍ଟଅପ୍‌ କମ୍ପାନୀ ‘ପିଓର ଇଭି’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌-ନ୍ୟୁ କମ୍ୟୁଟ୍‌ ଇଲେକ୍‌ଟ୍ରିକ୍‌ ମୋଟରସାଇକେଲ ‘ଇକୋଡ୍ରାଫି୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହାର ସର୍ବଭାରତୀୟ ଉନ୍ମୋଚନ ମଧ୍ୟ…

‘ଓଡ଼ିଶା ଖଣିଜ ସମ୍ପଦର ହବ୍‌’

ଭୁବନେଶ୍ୱର,୧।୧: ଓଡ଼ିଶା ମାଇନିଂ ଓ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଣ୍ଟରନ୍ୟାଶନାଲ ଏକ୍ସପୋରେ କୋଣାର୍କ ଇନ୍‌ଫ୍ରାକୋର୍‌ ନିର୍ମାଣ ଓ ଖଣି ଉପକରଣ ନିର୍ମାତା ଲିୟୁଗୋଙ୍ଗ୍‌ ଇଣ୍ଡିଆ ପ୍ରତିନିଧିତ୍ୱ କରିଥିଲା। ଏ ସମ୍ପର୍କରେ କୋଣାର୍କ ଇନ୍‌ଫ୍ରାକୋର୍‌ର ପ୍ରତିଷ୍ଠାତା ଓ ଏମ୍‌ଡି କୌଶିକ୍‌ ଦାସ କହିଛନ୍ତି,୧୨ବର୍ଷରୁ ଅଧିକ ସମୟର…

ଲୋଟସ୍‌ ଚକୋଲେଟ୍‌ର ୫୧% ଅଂଶଧନ କିଣିବ ରିଲାଏନ୍ସ ଗ୍ରୁପ୍‌

ମୁମ୍ବାଇ,୧।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ସହଯୋଗୀ କମ୍ପାନୀ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍‌ (ଆର୍‌ସିପିଏଲ୍‌) ନିକଟରେ ଲୋଟସ୍‌ ଚକୋଲେଟ୍‌ କମ୍ପାନୀ ଲିମିଟେଡ୍‌ (ଏ୍‌ଲସିସିଏଲ୍‌)ର ୫୧% ଅଂଶଧନ ଅଧିଗ୍ରହଣ କରିଥିବା ଜଣାପଡ଼ିଛି। ବିଶେଷ କରି…

ନୂଆବର୍ଷରେ ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦାମ ବଢ଼ିଲା…

ନୂଆଦିଲ୍ଲୀ,୧।୧ : ୨୦୨୩ ମସିହାରେ ନୂତନ ବର୍ଷ ପାଳନ କରୁଥିବା ଲୋକମାନେ ସକାଳୁ ମୁଦ୍ରାସ୍ଫୀତିର ଝଟକା ଲାଗିଛି। ବାସ୍ତବରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ପରେ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ…

ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍‌ ପ୍ରଦାନକାରୀ କମ୍ପାନୀ…

ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖର୍ଚ୍ଚ ହ୍ରାସ କରିବାକୁ ସେ କର୍ମଚାରୀଙ୍କ ଛଟେଇ କରିବା ଆରମ୍ଭ କରିଥିଲେ। ସେହିପରି…

ସୋନାଲିକାର ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ୍‌ ତଥା ୧ ନମ୍ବର ରପ୍ତାନିକାରୀ ଭାବେ ପରିଚିତ ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏକ ଆକର୍ଷଣୀୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର କିଷାନ ଦିବସ ଅବସରରେ ଦେଶର କୃଷକଙ୍କ…

‘ବିକ୍ରି ପରବର୍ତ୍ତୀ ସେବା, ସୁବିଧାକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ଟାଟା ମୋର୍ଟସ ନିକଟରେ ତା’ର ସ୍ମଲ୍‌ କମର୍ସିଆଲ ଭେଇକିଲ୍ସ (ଏସ୍‌ସିଭି) ବର୍ଗର ନୂତନ ମଡେଲ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଥିଲା। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ଗ୍ଲୋବାଲ ହେଡ୍‌ (କଷ୍ଟମର କେୟାର,କମର୍ସିଆଲ ଭେଇକିଲ…

ଜାନୁୟାରୀ ୨ରୁ ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ୱର,୩୧ା୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂତନ ବର୍ଷର ପରିପ୍ରେକ୍ଷୀରେ ମେଗା ଓଡ଼ିଆ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ଜୀ ସାର୍ଥକର ନୂଆ ଧାରାବାହିକ ‘ତୁ ଖରା ମୁଁ…

କେନ୍ଦ୍ର କୋଇଲା ସଚିବ ଓ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜେଏସ୍‌ପି ଗସ୍ତ

ଅନୁଗୋଳ ଅଫିସ, ୩୧ା୧୨: କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ବାଲ ଗୁରୁବାର ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ। ଜେଏସ୍‌ପି ପକ୍ଷରୁ…

‘ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କର’

ଭୁବନେଶ୍ୱର, ୩୧ା୧୨: ଭୁବନେଶ୍ୱର ଗଙ୍ଗପଡ଼ାସ୍ଥିତ ଆଦ୍ୟାନ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୬ତମ ବାର୍ଷିକ ଉତ୍ସବ ‘ଗ୍ରେସ୍‌-୨୦୨୨’ ଶୁକ୍ରବାର ଶିକ୍ଷାନୁଷ୍ଠାନର ଜି.ପି. ସିଂହ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?