ବାଣିଜ୍ୟ

ସାମ୍‌କୋ ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର ଫଣ୍ଡ

ନୂଆଦିଲ୍ଲୀ,୭।୧୧: ସାମ୍‌କୋ ଇଏଲ୍‌ଏସ୍‌ଏସ୍‌ ଟ୍ୟାକ୍ସ ସେଭର ଫଣ୍ଡ ସମ୍ପତ୍ତି ସୃଷ୍ଟି ନିମନ୍ତେ ଏକ ଚମତ୍କାର ମାର୍ଗ ଭାବରେ ଇଏଲଏସଏସରେ ବାଧ୍ୟତାମୂଳକ ୩-ବର୍ଷ ଲକ୍‌-ଇନ୍‌-ପିରିଅଡ ସହ ଦକ୍ଷ ମିଡ-କ୍ୟାପ ଏବଂ ସ୍ମଲ-କ୍ୟାପ ବ୍ୟବସାୟର ଏକ ପୋର୍ଟଫୋଲିଓ ହେବ। ଆସନ୍ତାକାଲିର ସମ୍ପତ୍ତି ସୃଷ୍ଟିକାରୀ ହେବାକୁ…

ଓଡ଼ିଶା ବଜାରରେ ଇନ୍ଦିରା ଗ୍ୟାସ

ଭୁବନେଶ୍ୱର,୭।୧୧: ଦିଲ୍ଲୀଭିତ୍ତିକ ଇନ୍ଦିରା ଗ୍ୟାସ ଆଣ୍ଡ୍‌ ପେଟ୍ରୋଲିୟମ ପ୍ରାଇଭେଟ ଲିମିଟେଡ କମ୍ପାନୀ ବର୍ତ୍ତମାନ ଓଡ଼ିଶା ବଜାର ପ୍ରବେଶ ସହ ସାରା ରାଜ୍ୟରେ ତା’ର କାରବାର ଆରମ୍ଭ କରିଛି। ଏପରିକି କମ୍ପାନୀର ଉଭୟ ବର୍ଗର ଏଲପିଜି ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି। ବିଶେଷକରି…

ଆଜିଠାରୁ ଟାଟା ମୋଟର୍ସର ନୂଆ ଦର

ନୂଆଦିଲ୍ଲୀ,୭।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ପାସେଞ୍ଜର ଭେଇକିଲ (ପିଭି) ବା ଯାତ୍ରୀବାହୀ ଯାନରେ ଆଜିଠାରୁ (୭ ନଭେମ୍ବର) ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି। ବିଶେଷକରି କମ୍ପାନୀର ପିଭି ବର୍ଗର ଯାନଗୁଡ଼ିକ ଉପରେ ୦.୯% ମୂଲ୍ୟ…

୪୬% ଭାରତୀୟ ପରିବାରର ଆୟ ୧୫ ହଜାରରୁ କମ୍‌

ନୂଆଦିଲ୍ଲୀ,୭।୧୧: ଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଦେଶର ମୁଣ୍ଡ ପିଛା ଆୟଠାରୁ ନେଇ ପରିବାରର ଆୟ ମଧ୍ୟ ହ୍ରାସ ପାଇଚାଲିଛି। ଫଳରେ ଦେଶରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଆର୍ଥିକ ଅନ୍ତର୍ଭୂକ୍ତିର ଦୃଢ ଅଭିବୃଦ୍ଧି ଏବଂ ବୃଦ୍ଧି…

ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଉନ୍ନତମାନର ଫ୍ଲାଏ ଆଶ୍‌

ଭୁବନେଶ୍ୱର,୬।୧୧: ବେଦାନ୍ତ ଆଲୁମିନିୟମର ଲାଞ୍ଜିଗଡ଼ ୟୁନିଟ୍‌ ପରିସରରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁଗୁଡିକୁ ପ୍ରକ୍ରିୟାକରଣ କରାଯାଇ ନୂତନ ମାନର ଫ୍ଲାଏ ଆଶ୍‌ ଇଟା ଉତ୍ପାଦନ କରାଯାଉଛି। ଫଳରେ କମ୍ପାନୀ ନିକଟବର୍ତ୍ତୀ ଅଞ୍ଚଳର କ୍ଷୁଦ୍ରଶିଳ୍ପ ଉଦ୍ୟୋଗୀମାନେ ବେଶ୍‌ ଉପକୃତ ଓ ଲାଭବାନ ହେଉଛନ୍ତି। ବିଶେଷକରି…

୬.୫ ବିଲିୟନ ଡଲାରରୁ ଅଧିକ ବଢ଼ିଲା ରିଜର୍ଭ

ନୂଆଦିଲ୍ଲୀ,୬।୧୧: ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରେ ବିଦେଶୀ ମୁଦ୍ରାଭଣ୍ଡାରର କାରବାରରେ ଏକ ବଡ଼ ଧରଣର ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବର୍ଷକରୁ ଅଧିକ ସମୟ ପରେ ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି। ଦୀର୍ଘ ସମୟ ପରେ ଫୋରେକ୍ସ ରିଜର୍ଭ…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଯୋଗଦେବେ କେ.ଭି. କାମାଥ

ମୁମ୍ବାଇ,୫ା୧୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଶୁକ୍ରବାର ବରିଷ୍ଠ ବ୍ୟାଙ୍କର କେ.ଭି.କାମାଥଙ୍କୁ ଆସନ୍ତା ୫ବର୍ଷ ପାଇଁ ଆର୍‌ଆଇଏଲ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍‌ଆଇଏଲ୍‌ର ବୋର୍ଡ ଅଫ୍‌ ଡାଇରେକ୍ଟର୍ସମାନଙ୍କ ବୈଠକ ନିକଟରେ…

ଗେଲ୍‌ ଇଣ୍ଡିଆର ଅର୍ଦ୍ଧବାର୍ଷିକ ଫଳାଫଳ

ନୂଆଦିଲ୍ଲୀ, ୫ା୧୧: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗ୍ୟାସ୍‌ ଅଥରିଟ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌ ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୈମାସିକ ବା ଅର୍ଦ୍ଧବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର…

ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ

ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍‌ଆଇଏଲ୍‌ ଆଉ ଏକ ବ୍ୟବସାୟରେ ପ୍ରବେଶ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚେନ୍ନାଇଭିତ୍ତିକ ସେଲୁନ୍‌ ଓ ସ୍ପା ଚେନ୍‌…

ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଭୁବନେଶ୍ୱର,୫ା୧୧: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ଶାଖା ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଉକ୍ତ ପଦଯାତ୍ରାରେ ବିଏସ୍‌ଏନ୍‌ଏଲ୍‌ର…

ବିଓଆଇର ୨ୟ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୫ା୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୭୧% ଅଭିବୃଦ୍ଧି ସହ କ୍ରମାଗତ ଲାଭରେ ବ୍ୟାଙ୍କର ଆୟ ୯୬୦ କୋଟି ଟଙ୍କାରେ ପହଞ୍ଚତ୍ଛି।…

‘ଆହ୍ବାନକୁ ଗ୍ରହଣକରି ଆଗକୁ ବଢ଼ିବା ଦରକାର’

କଟକ,୫ା୧୧: ଡ୍ରିମ୍‌ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ୩ସପ୍ତାହ ବ୍ୟାପୀ ଆୟୋଜିତ ଅଭିମୁଖୀକରଣ କାର୍ଯ୍ୟକ୍ରମ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ଡ୍ରିମ୍‌ସର ଜୟଶ୍ରୀ ଅଡିଟୋରିୟମଠାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଏମ୍ସର ଅଧୀକ୍ଷକ ପ୍ରଫେସର ଡା. ସଚ୍ଚିଦାନନ୍ଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri