ବାଣିଜ୍ୟ

୧୫ ବର୍ଷ ପୁରୁଣା ଗାଡ଼ିର ପଞ୍ଜୀକରଣ ରଦ୍ଦ: ଏପ୍ରିଲ ୧ରୁ ଲାଗୁ…

ନୂଆଦିଲ୍ଲୀ,୧୯।୧ : ଦେଶରେ ପ୍ରଦୂଷଣକୁ ରୋକିବା ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଲୁଥିବା ସମସ୍ତ ୧୫ ବର୍ଷ ପୁରୁଣା ଗାଡିର ପଞ୍ଜୀକରଣ ରଦ୍ଦ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର…

ଦେବାଳିଆ ଆଇନରେ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୯।୧ : ସରକାର ଇନସଲଭେନ୍ସି ଏବଂ ଦେବାଳିଆ କୋଡ (ଆଇବିସି) ରେ କେତେକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପରିବର୍ତ୍ତନଗୁଡିକ ପ୍ରକ୍ରିୟାକୁ ଶୀଘ୍ର ଟ୍ରାକିଂ କରିବାରେ ସାହାଯ୍ୟ କରିବ ଏବଂ ପୂର୍ବରୁ ପ୍ରସ୍ତୁତ ଢାଞ୍ଚାର ପରିସର ବୃଦ୍ଧି କରିବ। ବିଚାର…

ଗମନାଗମନ କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରିବ ସିଆଇଏମ୍‌

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍‌ ପକ୍ଷରୁ ନିକଟରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ମାଡ୍ରାସ ରିସର୍ଚ୍ଚ ପାର୍କରେ ସେଣ୍ଟର ଫର୍‌ ଇନୋଭେସନ୍‌ ଇନ୍‌ ମୋବିଲିଟି (ସିଆଇଏମ୍‌) ସ୍ଥାପନ କରାଯାଇଛି।…

‘ଉତ୍କୃଷ୍ଟ ବିନିଯୋଗ ବିକଳ୍ପକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ଆଦିତ୍ୟ ବିର୍ଲା ସନ୍‌ ଲାଇଫ ମ୍ୟୁଚୁଆଲ ଫଣ୍ଡ୍‌ର ବିବିଧ ସମ୍ପତ୍ତି ଆବଣ୍ଟନ ପାଣ୍ଠିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଦିତ୍ୟ ବିର୍ଲା ସନ୍‌ ଲାଇଫ୍‌…

ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌ ‘ନେମୋ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିନ୍ଦ୍ରାର ତିନିଚକିଆ ଯାନର ଡ୍ରାଇଭର (ଚାଳକ) ମାନଙ୍କ ପାଇଁ…

‘ମାନବ ସମ୍ବଳ ପରିଚାଳନାକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୯।୧: ଦେଶର ପ୍ରମୁଖ ଶିଳ୍ପ ସଂଘ ଦ ଆସୋସିଏଟେଡ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ (ଆସୋଚାମ) ପକ୍ଷରୁ ଏକ ଦିନିକିଆ ଏଚ୍‌ଆର୍‌ (ମାନବ ସମ୍ବଳ) ଲିଡରଶିପ୍‌ କନ୍‌କ୍ଲେଭ୍‌ ଆଣ୍ଡ ଆୱାର୍ଡ-୨୦୨୩ର ଆୟୋଜନ କରାଯାଇଥିଲା। ଏପରିକି ବୁଧବାର ସ୍ଥାନୀୟ…

ଭଡ଼ା ଦେଇ ପାରିଲେ ନାହିିଁ ଏଲନ ମସ୍କ, ଟୁଇଟର କାର୍ଯ୍ୟାଳୟର ସାମଗ୍ରୀ ବିକ୍ରୟ ପାଇଁ ଅନଲାଇନ ୨୭ ଘଣ୍ଟିଆ ନିଲାମ…

ଓ୍ବାଶିଂଟନ,୧୮।୧ : ଏଲନ ମସ୍କ ଟୁଇଟର ଅଧିଗ୍ରହଣ କରିବା ପରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅବସ୍ଥା ଭଲ ନାହିିଁ। ପ୍ରଥମେ କର୍ମଚାରୀଙ୍କ ଛଟେଇ, ତାପରେ ସୁବିଧା ହ୍ରାସ କରାଯାଇଥିଲା। ବର୍ତ୍ତମାନ ଭଡା ନଦେବା କାରଣରୁ ଅଫିସ ଖାଲି ହେବା ପରେ…

ଆମ୍ରି ହସ୍ପପିଟାଲରେ ବିରଳ ଅସ୍ତ୍ରୋପ୍ରଚାର

ଭୁବନେଶ୍ୱର,୧୮।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଆମ୍ରି ହସ୍ପିଟାଲ ଭୁବନେଶ୍ୱରରେ ଏକ ବିରଳ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଛି। ଏପରିକି ଆମ୍ରି ହସ୍ପପିଟାଲର ହୃଦରୋଗ ବିଶେଷଜ୍ଞ ଡା. ଦିବ୍ୟାରଞ୍ଜନ ବେହେରାଙ୍କ ନେତୃତ୍ୱରେ ଉକ୍ତ ରୋଗୀ ଓ ରୋଗର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା।…

ସ୍ପାଇସ୍‌ମନିର ଉଦ୍ୟମ ସେବା

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ଘରୋଇ ଆଇଟି ସଂସ୍ଥା ଡିଜିସ୍ପେସ୍‌ ଟେକ୍ନୋଲୋଜିସ୍‌ର ସହାୟକ କମ୍ପାନୀ ସ୍ପାଇସ୍‌ମନିର ଉଦ୍ୟମ ସେବାର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ଗ୍ରାମୀଣ ଭାରତରେ ବାସ କରୁଥିବା ଲୋକମାନଙ୍କ ପାଖରେ ସରକାରୀ ସେବାଗୁଡ଼ିକୁ ପହଞ୍ଚାଇବାର ଉଦ୍ୟମ ଜାରି ରଖାଯାଇଛି। ଏପରିକି…

ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ଉନ୍ମୋଚିତ

ନୂଆଦିଲ୍ଲୀ,୧୮।୧: ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ୍‌ ରୟାଲ ଏନ୍‌ଫିଲ୍ଡର ନୂଆ ସୁପର ମିଟିଅର ୬୫୦ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏ ସମ୍ପର୍କରେ ରୟାଲ ଏନ୍‌ଫିଲ୍ଡର ସିଇଓ ବି. ଗୋବିନ୍ଦରାଜନ୍‌ କହିଛନ୍ତି,ଆମ ପୋର୍ଟଫୋଲିଓରେ ଥଣ୍ଡର ବାର୍ଡକୁ ରିପ୍ଲେସ୍‌ କରିଥିବା ରୟାଲ…

୩ୟ ତ୍ରୈମାସରେ ବିଓଆଇର ୧୧୫୧ କୋଟି ଲାଭ

ନୂଆଦିଲ୍ଲୀ,୧୮।୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ବିଓଆଇ)ର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର କାରବାର ୨୦% ବୃଦ୍ଧି ଘଟି କ୍ରମାଗତ ଲାଭରେ ୧୧୫୧ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ଅପରେଟିଂ…

ତାଜମହଲ ପାଖରେ ଟର୍ମିନାଲ ପାଇଁ ମଞ୍ଜୁରୀ…

ନୂଆଦିଲ୍ଲୀ,୧୮।୧ : ବର୍ତ୍ତମାନ ଖେରିଆରେ ଅବସ୍ଥିତ ଆଗ୍ରା ବିମାନବନ୍ଦରରୁ ଅଧିକ ବିମାନ ଚଳାଚଳ କରିବାକୁ ସକ୍ଷମ ହେବ। ଏହାର ପୂର୍ବ ଆଦେଶରେ ସଂଶୋଧନ କରି ସୁପ୍ରିମକୋର୍ଟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ର ଆବେଦନ ଶୁଣିବାବେଳେ ଆଗ୍ରା ବିମାନ ବନ୍ଦରରୁ ବିମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?