ଟାଟା ଷ୍ଟିଲ୍ର ପିଏଟି ୬,୫୦୯କୋଟି
ନୂଆଦିଲ୍ଲୀ,୯।୨: ଟାଟା ଷ୍ଟିଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ପ୍ରାୟ ୬,୫୦୯କୋଟି ଟଙ୍କାରେ ରହିଛି। ବିଶେଷକରି…
୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା
ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି…
ଏଣିକି ମେଶିନରୁ ବାହାରିବ କଏନ୍, ୧୨ ସହରରେ ହେବ ଆରମ୍ଭ; ମୋବାଇଲ ଯୋଗେ…
ନୂଆଦିଲ୍ଲୀ,୮।୨: ଖୁବ୍ଶୀଘ୍ର ମୋବାଇଲ୍ ଫୋନ୍ ଜରିଆରେ କଏନ ବାହାର କରିହେବ। ଆର୍ବିଆଇ ଏଥିପାଇଁ ସାରା ଦେଶରେ କଏନ୍ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍ କୋଡ୍ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ…
ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…
ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍ ଋଣ କରି ଏହାର କିସ୍ତି ଦେବା ମହଙ୍ଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏକ ବଡ ପଦକ୍ଷେପ ନେଇଛି। ଆରବିଆଇ…
ପୁଣି ପ୍ରେମରେ ହିମାଂଶ
ମୁମ୍ବାଇ: ବଲିଉଡ୍ ଅଭିନେତା ହିମାଂଶ କୋହଲି ପୁଣି ଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ସେ ଖ୍ୟାତନାମା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶକ୍ତି ମୋହନଙ୍କ ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।…
ରାମ୍କୋର ‘ରାମ୍କୋ ସୌଭାଗ୍ୟ’ ଆକର୍ଷଣୀୟ ଅଫର
ଭୁବନେଶ୍ୱର, ୮।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍କୋ ସିମେଣ୍ଟସ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇଯାଇଛି। ଉକ୍ତ ଯୋଜନା ଅଧୀନରେ ଗ୍ରାହକ…
‘ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆମ ଲକ୍ଷ୍ୟ’
ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଆଲୁମିନିୟମ ଶିଳ୍ପ ସଂଘ ‘ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ ଓ ବେଦାନ୍ତ ଆଲୁମିନିୟମର ମିଳିତ ସହଯୋଗରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ (ଆଇଏସି-୨୩)ର ପ୍ରଥମ ସଂସ୍କରଣ ଝାରସୁଗୁଡ଼ାଠାରେ ହେବାକୁ ଯାଉଛି। ବିଶେଷକରି ମେକିଂ ଇଣ୍ଡିଆକୁ ଆଲୁମିନିୟମ…
ବଜାରରେ ରେନୋର ଅପ୍ଗ୍ରେଡ୍ ରେଞ୍ଜ
ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଏହାର କାଇଗର, ଟ୍ରାଇବର, କ୍ୱିଡ୍ ଭଳି ରେଞ୍ଜ ଯାନକୁ ସମ୍ପୂର୍ଣ୍ଣ ଅପ୍ଗ୍ରେଡ୍ କରାଯାଇଛି। ଏପରିକି ପରିବେଶ ଉପଯୋଗୀ ଯାନ ନିର୍ମାଣ ପ୍ରତି ରହିଥିବା ପ୍ରତିବଦ୍ଧତା ଆଧାରରେ କମ୍ପାନୀ ନୂଆ ବିଏସ୍-୬…
ପିଏଫ୍ଏଲ୍ର ବ୍ୟବସାୟିକ ଅଭିବୃଦ୍ଧି ୨୬%
ନୂଆଦିଲ୍ଲୀ,୮।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ତଥା ପତଞ୍ଜଳି ଗ୍ରୁପ୍ର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ପତଞ୍ଜଳି ଫୁଡ୍ସ ଲିମିଟେଡ୍ (ପିଏଫ୍ଏଲ୍) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୩ୟ…
ଭୁବନେଶ୍ୱର ଷ୍ଟେଶନ ପରିଦର୍ଶନକଲେ ମନୋଜ ଶର୍ମା
ଭୁବନେଶ୍ୱର,୮।୨: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ମଙ୍ଗଳବାର ରେଳପଥର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଭୁବନେଶ୍ୱର ନୂଆ ରେଳ ଷ୍ଟେଶନ ପରିଦର୍ଶନକରି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏପରିକି ଯାତ୍ରୀ ସୁବିଧା ଏବଂ ଟ୍ରେନ୍ ଚଳାଚଳ ସହ ରେଳପଥର ବିଭିନ୍ନ…
ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍ ସ୍ବତନ୍ତ୍ର ‘ବି ମାଇନ’ ଉନ୍ମୋଚିତ
ନୂଆଦିଲ୍ଲୀ,୮।୨: ଅନ୍ତରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍ ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ସ୍ବତନ୍ତ୍ର କଲେକ୍ସନ ‘ବି ମାଇନ’ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍ ଡେକୁ ଅଧିକ ରଙ୍ଗିନ ଓ ସ୍ବତନ୍ତ୍ର କରିବା ପାଇଁ ପ୍ରତିଷ୍ଠାନ ଅନେକ ପ୍ରକାର ଡିଜାଇନ ସମ୍ଭାର…
କଲ୍ୟାଣ ଜୁଏଲର୍ସର ୩ୟ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ, ୮।୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର) ଶେଷ ସୁଦ୍ଧା କମ୍ପାନୀର ନେଟ୍…

