ବାଣିଜ୍ୟ

ୟୁପିରେ ୭୫,୦୦୦ କୋଟି ନିବେଶ କରିବ ରିଲାଏନ୍ସ

ନୂଆଦିଲ୍ଲୀ,୧୧।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଶୁକ୍ରବାର ଉତ୍ତର ପ୍ରଦେଶରେ ୭୫,୦୦୦ କୋଟି ଟଙ୍କା ନିବେଶ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାଦ୍ୱାରା ପ୍ରାୟ ୧ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବା…

ଭାରତର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କଲା ‘ଟିକ୍‌ଟକ୍‌’

ନୂଆଦିଲ୍ଲୀ,୧୦।୧: ଚାଇନାର କମ୍ପାନୀ ବାଇଟ୍‌ଡାନ୍ସ ଭାରତରେ ଏହାର ଆପ ‘ଟିକଟକ୍‌’ର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛି। କର୍ମଚାରୀମାନଙ୍କୁ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଇ-ମେଲ ପଠାଯାଇଛି। ଏଥିରେ କମ୍ପାନୀ କହିଛି ଯେ ଫେବୃଆରୀ ୨୮ ଏହି କମ୍ପାନୀରେ କର୍ମଚାରୀଙ୍କର ଶେଷ କାର୍ଯ୍ୟ…

ଏସ୍‌ବିଆଇ ଜେନେରାଲର ‘ଆଇଡବ୍ଲ୍ୟୁଏସ୍‌ଇପି’

ନୂଆଦିଲ୍ଲୀ,୧୦।୨:ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ (ଏସ୍‌ବିଆଇଜି) ଓ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ ମଧ୍ୟରେ ଏକ ସହଭାଗିତା ସୃଷ୍ଟି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏସ୍‌ବିଆଇଜିର ଇନ୍ସପାୟାର ୱିଣ୍ଟର ସ୍ପୋର୍ଟସ ଏକ୍ସଲେନ୍ସ ପ୍ରୋଗ୍ରାମ (ଆଇଡବ୍ଲ୍ୟୁଏସ୍‌ଇପି)କୁ ବଢାଇବ ଦିଗରେ ଏଭଳି ଏକ…

ପିଏନ୍‌ବି ପକ୍ଷରୁ ଋଣ ମଞ୍ଜୁରିପତ୍ର ବଣ୍ଟନ

ଭୁବନେଶ୍ୱର,୧୦।୨:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ସମ୍ବଲପୁର କ୍ଷେତ୍ର ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ବ୍ୟାଙ୍କର ପରମାଣପୁର ଶାଖା ପରିସରରେ କୃଷି ଋଣ ତଥା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଚେତନତା ଶିବିର ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏସ୍‌ଏଚ୍‌ଜିଙ୍କୁ…

ରିଲାଏନ୍ସ ଜୁଏଲ୍ସର ଭାଲେଣ୍ଟାଇନ୍ସ କଲେକ୍‌ସନ

ନୂଆଦିଲ୍ଲୀ,୧୦।୨:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲର୍ସର ‘ଭାଲେଣ୍ଟାଇନ୍ସ ଡେ କଲେକ୍ସନ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ଭାଲେଣ୍ଟାଇନ୍ସ୍‌ ଡେ ଅବସରରେ ‘ଖୁଦ୍‌ ସେ ଭି ପ୍ୟାର୍‌ କରୋ’ ବା ଆପଣଙ୍କର ଚମକ ସହ ସାରା ବିଶ୍ୱକୁ ଚମକାଇ…

ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୦।୨:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମର ନୂତନ ଉତ୍ପାଦ ‘୧୨ମିମି ଆଲୁମିନିୟମ ତାର’ର ଉନ୍ମୋଚନ କରାଯାଇଛି। ଏପରିକି ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ରୁ ଉତ୍ପାଦିତ ଉକ୍ତ ଉତ୍ପାଦକୁ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ ପରିସରରେ…

ଭାରତରେ ଆରମ୍ଭ ହେଲା ଟୁଇଟର ବ୍ଲୁ. ମାସକୁ ଦେବାକୁ ପଡ଼ିବ ୯୦୦ ଟଙ୍କା…

ନୂଆଦିଲ୍ଲୀ,୯।୨ : ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟୁଇଟର ଶେଷରେ ଭାରତରେ ଏହାର ପ୍ରିମିୟମ ସବସ୍କ୍ରିପଶନ ସେବା ଟୁଇଟର ବ୍ଲୁ ଲଞ୍ଚ କରିଛି। ବ୍ଲୁ ଟିକ ପାଇବାକୁ ଏବଂ ପ୍ରିମିୟମ ସବସ୍କ୍ରିପଶନ ସେବାର ବୈଶିଷ୍ଟ୍ୟ ବ୍ୟବହାର କରିବାକୁ ଭାରତରେ ମୋବାଇଲ ବ୍ୟବହାରକାରୀଙ୍କୁ ମାସକୁ…

୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…

ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ…

ସାମାଜିକ ନବସୃଜନକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୯।୨: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଇନ୍‌ଫୋସିସ୍‌ ଫାଉଣ୍ଡେଶନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଆରୋହଣ ସାମାଜିକ ଅଭିନବ ପୁରସ୍କାରର ୩ୟ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ସାମାଜିକ ନବସୃଜନକୁ ଆଗକୁ ନେବା ପାଇଁ ଫାଉଣ୍ଡେଶନ ଉକ୍ତ…

ରାମ୍‌କୋ ସିମେଣ୍ଟ ପକ୍ଷରୁ ‘ରାମ୍‌କୋ ସୌଭାଗ୍ୟ’

ଭୁବନେଶ୍ୱର, ୯।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍‌କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସ୍କିମ ଚଳିତ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି।…

ଜେଇଇ ମେନ୍‌ରେ ଭୁବନେଶ୍ୱର ଆକାଶ ବାଇଜୁସ୍‌ର ବାଜିମାତ୍‌

ଭୁବନେଶ୍ୱର, ୯।୨: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ନିକଟରେ ଚଳିତ ବର୍ଷର ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେଶନ(ଜେଇଇ) ମେନ୍‌ର ପ୍ରଥମ ସେସନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଆକାଶ-ବାଇଜୁସ୍‌ର ଭୁବନେଶ୍ୱର ସେଣ୍ଟରର ୧୭ ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି।…

ରିଲାଏନ୍ସ ଡିଜିଟାଲରେ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌ ୨୩

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?