ପୁରୁଣା ଗାଡ଼ିକୁ ଅଦରକାରୀ କରିବା ଲାଗି ୨ ହଜାର କୋଟି ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୬।୧ : ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ। ଏହା ବ୍ୟତୀତ ସ୍କ୍ରାପ ପାଇଁ ଯାନ ପ୍ରଦାନ କରୁଥିବା ଲୋକଙ୍କୁ…
ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…
ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ ଏହି ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅକ୍ସଫାମର ରିପୋର୍ଟରେ ଏହା ପ୍ରକାଶ ପାଇଛି।…
ଧନ କୁବେରଙ୍କ ସମ୍ପତ୍ତି ଦିନ ପିଛା ବଢୁଛି ୨୨ ହଜାର କୋଟି…
ଓ୍ବାଶିଂଟନ,୧୬।୧ : ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ୧ ପ୍ରତିଶକ ଧନ କୁବେରଙ୍କ ସମ୍ପତ୍ତି ପ୍ରାୟ ଦୁଇଗୁଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଏକ ନୂତନ ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ…
ଟାଟା ପାୱାରର ହାଇ-ଟେକ୍ ଇ ଜେଡ୍ ଚାର୍ଜିଂ ସମାଧାନ
ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷ ଗ୍ରେଟର ନୋଏଡାଠାରେ ଆୟୋଜିତ ଅଟୋ ଏକ୍ସପୋ ୨୦୨୩ରେ ଟାଟା ପାୱାରର ହାଇ-ଟେକ୍ ଇ ଜେଡ୍ ଚାର୍ଜିଂ ସମାଧାନକୁ ପ୍ରଦର୍ଶିତ କରାଯାଇଛି। ବିଶେଷକରି ପରିଦର୍ଶନକାରୀମାନଙ୍କୁ କମ୍ପାନୀ ପକ୍ଷରୁ ସହଜରେ ବ୍ୟବହାର ହୋଇପାରୁଥିବା ଇ ଜେଡ୍ ଚାର୍ଜର ମଧ୍ୟ ପ୍ରଦାନ…
ଆଇସିଏଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ହେଲେ ଆଶୁତୋଷ
ଭୁବନେଶ୍ୱର,୧୬।୧: ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟ୍ସ ଅଫ୍ ଇଣ୍ଡିଆ(ଆଇସିଏଆଇ)ର ଭୁବନେଶ୍ୱର ଚାପ୍ଟରର ନୂତନ କାର୍ଯ୍ୟାଳୟ ପାଇଁ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି। ଚାପ୍ଟରର ଅଧ୍ୟକ୍ଷ ଭାବେ ସିଏମ୍ଏ ଆଶୁତୋଷ ଦେବତା ମନୋନୀତ ହୋଇଥିବା ବେଳେ ଉପାଧ୍ୟକ୍ଷ ତଥା କୋଷାଧ୍ୟକ୍ଷ ଭାବେ…
ମେଳାରୁ ୨୦ କୋଟି କାରବାରର ଲକ୍ଷ୍ୟ
ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହଯୋଗୀ ସଂସ୍ଥା ଓର୍ମାସ ପକ୍ଷରୁ ଏକ ୧୭ଦିନିଆ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଏପରିକି ଚଳିତ ବର୍ଷ ଜାନୁୟାରୀ ୧୩ରୁ ୨୯ ତାରିଖ…
‘ଏସ୍ଏମ୍ଇର ପ୍ରଗତିକୁ ବିଶେଷ ଗୁରୁତ୍ୱାରୋପ’
ଭୁବନେଶ୍ୱର,୧୬।୧: ବ୍ୟାଙ୍କ ଅଫ୍ ଇଣ୍ଡିଆ(ବିଓବି)ର ନ୍ୟାଶନାଲ ବ୍ୟାଙ୍କିଙ୍ଗ୍ ଗ୍ରୁପ୍(ଏନ୍ବିଜି) କାର୍ଯ୍ୟକାରୀ ହେବା ପରେ ଏନ୍ବିଜିର ମୁଖ୍ୟ ତଥା ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ନିକଟରେ ଏହାର ଏକ ସମୀକ୍ଷା ବୈଠକ କରିଥିଲେ। ବିଶେଷ କରି ବିଓବିର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନ…
ରୁଙ୍ଗ୍ଟା ମାଇନ୍ସ ପକ୍ଷରୁ ପାର୍ଟନର୍ସ ମିଟ୍
ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଟିଏମ୍ଟି ବାର୍ ନିର୍ମାତା ରୁଙ୍ଗ୍ଟା ମାଇନ୍ସ ଲିମିଟେଡ୍ ପକ୍ଷରୁ ନିକଟରେ ଏକ ପାର୍ଟନର୍ସ ମିଟ୍ର ଆୟୋଜନ କରାଯାଇଥିଲା। ଉକ୍ତ ମିଟ୍ରେ କଟକ, ଯାଜପୁର, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଅନୁଗୋଳ ଓ ଢେଙ୍କାନାଳର ୧୪୦ରୁ ଅଧିକ ଡିଲର ପାର୍ଟନର…
ଦେଶର ପରବର୍ତ୍ତୀ ଶିଳ୍ପ ହବ୍ ହେବ ଓଡ଼ିଶା
ଭୁବନେଶ୍ୱର,୧୬।୧: ଗତ କିଛି ବର୍ଷ ଓଡ଼ିଶା ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଛି। ଏପରିକି ଆଗାମୀ କିଛି ବର୍ଷ ମଧ୍ୟରେ ଓଡ଼ିଶା ଦେଶର ପରବର୍ତ୍ତୀ ଶିଳ୍ପ ହବ୍ ହେବ ବୋଲି ରବିବାର ଷ୍ଟାର୍ଟଅପ ମେଳା-୨୦୨୩ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ…
ରାଉରକେଲା,ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ
ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ମକର ସଂକ୍ରାନ୍ତି ଅବସରରେ ଓଡ଼ିଶାର ଆଉ ଦୁଇଟି ସହରରେ ଜିଓ ୫ଜି ସେବାର ଶୁଭାରମ୍ଭ କରାଯାଇଛିି। ଏପରିକି ଇସ୍ପାତ ନଗରୀ ରାଉରକେଲା ଓ ରେଶମ ସହର ବ୍ରହ୍ମପୁର ଠାରେ ଜିଓ…
ସାମ୍ସଙ୍ଗ୍ ପକ୍ଷରୁ ରେଫ୍ରିଜରେଟର ରେଞ୍ଜର ଶୁଭାରମ୍ଭ
ନୂଆଦିଲ୍ଲୀ,୧୫।୧: ଦେଶର ପ୍ରମୁଖ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ସାମ୍ସଙ୍ଗ୍ର ପ୍ରିମିୟମ ସାଇଡ୍-ବାଏ-ସାଇଡ୍ ରେଫ୍ରିଜରେଟ ରେଞ୍ଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂଆ ରେଞ୍ଜର ସମସ୍ତ ମଡେଲ ୱାଇଫାଇ ସକ୍ଷମ ଏବଂ ସାମ୍ସଙ୍ଗ୍ର ‘ପାୱାରିଂ ଡିଜିଟାଲ ଇଣ୍ଡିଆ’ ଲକ୍ଷ୍ୟକୁ ପୂରା…
‘ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି’
ଭୁବନେଶ୍ୱର,୧୫।୧: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସହଯୋଗୀ ପ୍ରତିଷ୍ଠାନ ଓର୍ମାସ ପକ୍ଷରୁ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଚଳିତ ବର୍ଷ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଶନିବାର ଏହାର…
Archives


