ଆଜିଠାରୁ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା
ନୂଆଦିଲ୍ଲୀ,୧।୪: ଦେଶର ବିକାଶ ପାଇଁ ସରକାର ଲଘୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାର ଅୟମାରମ୍ଭ କରିଥିଲେ। ଏପରିକି ଚଳିତ ଥରର କେନ୍ଦ୍ର ବଜେଟ୍ ୨୦୨୩-୨୪ ଉପସ୍ଥାପନ କରିବା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲଘୁ ଓ…
ସିଏମ୍ଆର୍ଏଫ୍କୁ ୧୦୦କୋଟି ଦେଲା ଓଏମ୍ସି
ଭୁବନେଶ୍ୱର,୧।୪: ଓଡ଼ିଶା ସରକାରଙ୍କ ଖଣି ବିଭାଗ ଅଧୀନରେ ଥିବା ଓଡ଼ିଶା ଖଣି ନିଗମ (ଓଏମ୍ସି) ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (ସିଏମ୍ଆର୍ଏଫ୍)କୁ ୧୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏପରିକି ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶୁକ୍ରବାର ମୁଖ୍ୟମନ୍ତ୍ରୀ…
ୟୁବିଆଇର ସିଏସ୍ଆର୍ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ମାନସିକ ବିକାରଗ୍ରସ୍ତ ଏବଂ ମୂକ,ବଧିର ଛାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ନିମନ୍ତେ ଏକ ୱାଟର ପ୍ୟୁରିଫାୟାର ପ୍ରଦାନ କରାଯାଇଛି। ବିଶେଷକରି ବ୍ୟାଙ୍କର କର୍ପୋରେଟ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧।୪: କ୍ରମାଗତ ୨ୟ ଦିନ ଲାଗି ଶେୟାର ବଜାରରେ ଉତ୍ସାହ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ଫଳରେ ଶୁକ୍ରବାର ଷ୍ଟକ୍ ମାର୍କେଟର କାରବାର ଶେଷ…
ଟାଟା ଷ୍ଟିଲ୍ ମାଇନିଂକୁ କଳିଙ୍ଗ ସିଏସ୍ଆର୍ ପୁରସ୍କାର
ଭୁବନେଶ୍ୱର,୧।୪: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଏଣ୍ଟରପ୍ରାଇଜ୍ ହାଇଦ୍ରାବାଦର ଏକ ପ୍ରମୁଖ ସହଯୋଗୀ ସଂସ୍ଥା ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନ୍ଭାଇରନମେଣ୍ଟ ମ୍ୟାନେଜ୍ମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମ୍ଏସ୍) ଓ ଓଡ଼ିଶା ରାଜ୍ୟ ଉତ୍ପାଦିକତା ପରିଷଦର ମିଳିତ ସହଯୋଗରେ ଶୁକ୍ରବାର ଏକ ଦିନିକିଆ କର୍ମଶାଳା ‘ସାମାଜିକ…
ଦିନକରେ ୩.୪୫ ଲକ୍ଷ କୋଟିର ନିବେଶ ବୃଦ୍ଧି
ନୂଆଦିଲ୍ଲୀ,୧।୪: ଦୀର୍ଘଦିନ ପରେ ଭାରତୀୟ ଶେୟାର ବଜାର କାରବାର ଏକ ବୃହତ୍ ନିବେଶ ବୃଦ୍ଧିରେ ଶେଷ ହୋଇଛି। ଏପରିକି ଭାରତୀୟ ଶେୟାର ବଜାରର କାରବାର ବୃଦ୍ଧି ଫଳରେ ଦିନକ ମଧ୍ୟରେ ଭାରତୀୟ ପୁଞ୍ଜି ବଜାରରେ ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା…
ଓକାୟା ଇଭିକୁ ପର୍ଯ୍ୟାୟ ୨ପ୍ରମାଣପତ୍ର
ନୂଆଦିଲ୍ଲୀ,୩୧।୩:ଦେଶର ପ୍ରମୁଖ ୨ଚକିଆ ବୈଦ୍ୟୁତିକ ଯାନ ନିର୍ମାତା ‘ଓକାୟା ଇଲେକ୍ଟ୍ରିକ ଭେଇକିଲ(ଇଭି)ର ଏଆଇଏସ୍ ୧୫୬ ସଂଶୋଧନ ୩ୟ ପର୍ଯ୍ୟାୟର ୨ୟ ପ୍ରମାଣପତ୍ର ହାସଲ କରିଛି, ଯାହା ବୈଦ୍ୟୁତିକ ଯାନଗୁଡ଼ିକର ସୁରକ୍ଷା ତଥା ଡିଜାଇନ, ନିର୍ମାଣ ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିଥାଏ। ବିଶେଷକରି ଏଆଇଏସ୍…
ସ୍ମାଇଲ ଗୋଲ୍ଡର ୨ୟ ପୂର୍ତ୍ତି ଉତ୍ସବ
ଭୁବନେଶ୍ୱର,୩୧।୩:ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ଦ୍ୱିତୀୟ ପୂର୍ତ୍ତି ଉତ୍ସବ ଗୁରୁବାର ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ମାଇଲ ଗୋଲ୍ଡର ପରିଚାଳନା ନିର୍ଦ୍ଦେଶକ ଇଂ. ବାବୁରାମ ସ୍ବାଇଁ ଏବଂ ସ୍ମାଇଲ ଗୋଲ୍ଡର ବହୁ ବରିଷ୍ଠ ଅଧିକାରୀ ଓ…
ଶାଓମି ଇଣ୍ଡିଆ ସହ ୱିର ସହଭାଗିତା
ନୂଆଦିଲ୍ଲୀ,୩୧।୩:ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଶାଓମି ଇଣ୍ଡିଆ ସହ ଭୋଡାଫୋନ୍-ଆଇଡିଆ (ୱି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସ୍ଥାପନ କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ୫ଜି ଅନୁଭୂିତି ପ୍ରଦାନ କରିବା ଲାଗି ଉକ୍ତ ବୁଝାମଣା ହୋଇଥିବା ଜଣାପଡ଼ିଛି। ଏପରିକି ୱି ପକ୍ଷରୁ ୫ଜି…
ଲିଙ୍ଗଗତ ସମାନତା ପ୍ରତି ଗୁରୁତ୍ୱାରୋପ
ଭୁବନେଶ୍ୱର,୩୧।୩:ଦେଶର ସର୍ବବୃହତ୍ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ମାସେବ୍ୟାପୀ ଏକ ଅଭିନବ ଉତ୍ସବ ପାଳନ କରାଯାଇଥିଲା। ଏପରିକି ସମାନତା କର୍ମକ୍ଷେତ୍ର ପ୍ରଥା ମୂଳଦୁଆ ଉପରେ ଆଧାରିତ ଅଭିବୃଦ୍ଧି ରୋଡ୍ମ୍ୟାପ୍ ଦ୍ୱାରା କମ୍ପାନୀ ଭିତରେ ଲିଙ୍ଗଗତ ବିବିଧତାରେ ଉନ୍ନତି ଆଣିବା ଲାଗି…
ଏମ୍ଏଏଚ୍ଏସ୍ଆର୍ ପ୍ରକଳ୍ପକୁ ୧୮,୭୫୦ କୋଟି ଦେବ ଜିକା
ନୂଆଦିଲ୍ଲୀ,୩୧।୩:ଦେଶର ବୁଲେଟ୍ ଟ୍ରେନ ପ୍ରକଳ୍ପର ଅଗ୍ରଗତି ପାଇଁ ଜାପାନ ଇଣ୍ଟରନ୍ୟାଶନାଲ କୋଅପରେଶନ ଏଜେନ୍ସି (ଜେଆଇସିଏ) ଅଫିସିଆଲ୍ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ (ଓଡିଏ) ଜରିଆରେ ଭାରତକୁ ୩୦୦ ବିଲିୟନ ୟେନ୍ (ଭାରତୀୟ ମୁଦ୍ରାରେ ପ୍ରାୟ ୧୮,୭୫୦ କୋଟି ଟଙ୍କା ) ଋଣ ଆକାରରେ ଯୋଗାଇଦେବ…
ଫେସବୁକ୍, ଇନ୍ଷ୍ଟାଗ୍ରାମ ବ୍ଲୁ ଟିକ୍ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା
କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍ସ୍କ୍ରିପ୍ଶନ ମଡେଲ ଲଞ୍ଚ୍ କରିଛି। ଆମେରିକାର ଫେସ୍ବୁକ ଏବଂ ଇନ୍ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍ ସଂସ୍କରଣ ପାଇଁ…

