୨୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ…
ନୂଆଦିଲ୍ଲୀ,୮।୧୨ : ଟୁଇଟର, ଗୁଗଲ, ଫେସବୁକ, ପେପସିକୋ ପରେ ବର୍ତ୍ତମାନ ଆମାଜନ ମଧ୍ୟ ବହୁ ପରିମାଣରେ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାଲର୍ଡର ଏକ ରିପୋର୍ଟ ଅନୁଯାୟୀ, ଆମାଜନ ଆସନ୍ତା ମାସରେ ପ୍ରାୟ ୨୦,୦୦୦କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା...
‘ସବୁ ବର୍ଗଙ୍କୁ ଗୁଣାତ୍ମକ ଶିକ୍ଷା ଦେବ ଏସ୍ବିଏଲ୍ସି’
ଭୁବନେଶ୍ୱର,୮।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍ ୟୁନିର୍ଭସିଟି (ସିୟୁ) ଏବଂ ସିନ୍ଧୁ ବ୍ରାଉନ୍ସ ଲର୍ନିଂ ସେଣ୍ଟର (ଏସ୍ବିଏଲ୍ସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଥିବା ଉଭୟ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ସବୁ ବର୍ଗର ଲୋକଙ୍କୁ ଗୁଣାତ୍ମକ ମାନର...
‘ଉତ୍ପାଦନ,ବଜାର ଉପଯୋଗିତାକୁ ଗୁରୁତ୍ୱ’
ଭୁବନେଶ୍ୱର,୮।୧୨: ବର୍ତ୍ତମାନ ସମୟରେ ଗୋପାଳନ ସଂଖ୍ୟା ହ୍ରାସ ପାଉଥିବାରୁ ଅନେକ ପ୍ରକାର ସମସ୍ୟା ଦେଖାଦେଉଛି। ବିଶେଷ କରି ଗୋସମ୍ପଦ ଓ ଉତ୍ପାଦର ପରିମାଣର ହ୍ରାସ ପାଇବାରେ ଲାଗିଛି। ଏପରିକି ଗୋପାଳନ ସହ ଦୁଗ୍ଧ ଉତ୍ପାଦନ ଓ ବଜାର ଉପଯୋଗିତାକୁ ଗୁରୁତ୍ୱ...
‘ନୂଆ ପ୍ଲାଟ୍ଫର୍ମ ସହ ଦର୍ଶକଙ୍କ ଆଦୃତି ପାଇଛି’
ଭୁବନେଶ୍ୱର ,୮।୧୨: ଚଳିତ ବର୍ଷ ଦୀପାବଳି ଅବସରରେ ‘ଜୀ-ସାର୍ଥକ’ ପକ୍ଷରୁ ଆୟୋଜିତ ‘ଦୀପାବଳିରେ ସୁନାର ବର୍ଷା’ ପ୍ରତିଯୋଗିତାର ବିଜେତାମାନଙ୍କୁ ନିକଟରେ ପୁରସ୍କୃତ କରାଯାଇଛି। ଏପରିକି ସ୍ଥାନୀୟ ପାହାଳଠାରେ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ...
‘ଆଇଏଲ୍ବିଏସ୍ ସହ ଜିଓ ଟ୍ରୁ-୫ଜିର ସହଯୋଗିତା’
ମୁମ୍ବାଇ,୮।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ଜିଓ ଟ୍ରୁ-୫ଜି ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନ୍ସେସ୍ (ଆଇବିଏଲ୍ଏସ୍) ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଯାଇଛି। ବିଶେଷକରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ସାଙ୍ଗକୁ ଟେକ୍ନୋଲୋଜି...
‘ଆଇଫୋନ୍ ନିର୍ମାଣର ହବ୍ ହେବ ଭାରତ’
ନୂଆଦିଲ୍ଲୀ,୮।୧୨: ବିଶ୍ୱର ପ୍ରମୁଖ ତଥା ପ୍ରିମିୟମ ବର୍ଗର ସ୍ମାର୍ଟଫୋନ୍ ନିର୍ମାତା ‘ଆଇଫୋନ୍’ ଖୁବ୍ଶୀଘ୍ର ତା’ର ରଣନୀତି ପରିବର୍ତ୍ତନକରି ଭାରତକୁ ଅଗ୍ରାଧିକାର ଦେବ ବୋଲି ଜଣାପଡ଼ିଛି। କାରଣ ବିଗତ ୨ ବର୍ଷ ହେବ କୋଭିଡ୍ କଟକଣା ଓ ଅନ୍ୟନ୍ୟା ସମସ୍ୟା ଯୋଗୁ...
ମିଶନ ଶକ୍ତି ସହ ଫ୍ଲିପ୍କାର୍ଟର ରାଜିନାମା
ଭୁବନେଶ୍ୱର, ୮।୧୨: ଦେଶର ପ୍ରମୁଖ ଇ-କମର୍ସ ସଂସ୍ଥା ଫ୍ଲିପ୍କାର୍ଟ ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ରାଜ୍ୟରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି),କାରିଗର ଏବଂ ବୁଣାକାରମାନଙ୍କୁ...
ସାଧାରଣ ଲୋକଙ୍କୁ ଝଟ୍କା: ରେପୋ ରେଟ ୦.୩୫ ପ୍ରତିଶତ ବଢ଼ିଲା…
ନୂଆଦିଲ୍ଲୀ,୭।୧୨ : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାରୀ ଏହାର ମୁଦ୍ରା ନୀତି ଘୋଷଣା କରିଛନ୍ତି। ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ,ରେପୋ ରେଟ ୦.୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ରେପୋ ରେଟ ଏବେ ୬.୨୫ ପ୍ରତିଶତକୁ ବୃଦ୍ଧି...
‘ଏସ୍ଏଚ୍ଜିଙ୍କୁ ଆର୍ଥିକ ସହାୟତା ପ୍ରଦାନ’
ଭୁବନେଶ୍ୱର,୭।୧୨: ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମଠାରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି) ଆଉଟ୍ରିଚ୍ ଶିବିରର ଆୟୋଜନ କରାଯାଇଥିଲା। ଉକ୍ତ ଶିବିରରେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତିଲାଲ ଜୈନ,...
‘ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ନୂଆ ଆହ୍ବାନକୁ ଗୁରୁତ୍ୱ’
ଭୁବନେଶ୍ୱର,୭।୧୨: ସୀମାଶୁଳ୍କ ଆୟୋଗ ଭୁବନେଶ୍ୱର ପକ୍ଷରୁ କଷ୍ଟମ୍ସ ଆକ୍ଟ ବା ସୀମାଶୁଳ୍କ ଅଧିନିୟମ-୧୯୬୨ର ୬୦ତମ ବାର୍ଷିକ ଉତ୍ସବ ସୋମବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଅଡିଟୋରିୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳପଥର ଜିଏମ ରୂପ୍...
‘ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆମର ପାରଦର୍ଶିତାକୁ ସ୍ବୀକୃତି’
ଭୁବନେଶ୍ୱର,୭।୧୨: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ କେୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ୱରକୁ ନିକଟରେ ଆଉ ୨ଟି ଜାତୀୟସ୍ତରର ସମ୍ମାନ ଓ ସଫଳତା ମିଳିଛି। ଏପରିକି ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେଇ ଆସୁଛି। ସେହିଭଳି...
ଇସିଆର୍ ପକ୍ଷରୁ ମହାପରିନିର୍ବାଣ ଦିବସ
ଭୁବନେଶ୍ୱର,୭।୧୨: ପୂର୍ବତଟ ରେଳପଥ ପକ୍ଷରୁ ସମ୍ବିଧାନର ପ୍ରଣେତା ଭାରତରତ୍ନ ଡ. ବି.ଆର୍. ଆମ୍ବେଦକରଙ୍କ ମହାପରିନିର୍ବାଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପନାରାୟଣ ସୁନକରଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହ ଅନ୍ୟ...
Archives


