୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…
ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ…
ସାମାଜିକ ନବସୃଜନକୁ ଗୁରୁତ୍ୱାରୋପ
ନୂଆଦିଲ୍ଲୀ,୯।୨: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଇନ୍ଫୋସିସ୍ ଫାଉଣ୍ଡେଶନ ପକ୍ଷରୁ ଚଳିତ ବର୍ଷ ପାଇଁ ‘ଆରୋହଣ ସାମାଜିକ ଅଭିନବ ପୁରସ୍କାରର ୩ୟ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ସାମାଜିକ ନବସୃଜନକୁ ଆଗକୁ ନେବା ପାଇଁ ଫାଉଣ୍ଡେଶନ ଉକ୍ତ…
ରାମ୍କୋ ସିମେଣ୍ଟ ପକ୍ଷରୁ ‘ରାମ୍କୋ ସୌଭାଗ୍ୟ’
ଭୁବନେଶ୍ୱର, ୯।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍କୋ ସିମେଣ୍ଟସ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଏହି ସ୍କିମ ଚଳିତ ବର୍ଷ ପ୍ରାରମ୍ଭରୁ ଆରମ୍ଭ ହୋଇଯାଇଛି।…
ଜେଇଇ ମେନ୍ରେ ଭୁବନେଶ୍ୱର ଆକାଶ ବାଇଜୁସ୍ର ବାଜିମାତ୍
ଭୁବନେଶ୍ୱର, ୯।୨: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ପକ୍ଷରୁ ନିକଟରେ ଚଳିତ ବର୍ଷର ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେଶନ(ଜେଇଇ) ମେନ୍ର ପ୍ରଥମ ସେସନ ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଆକାଶ-ବାଇଜୁସ୍ର ଭୁବନେଶ୍ୱର ସେଣ୍ଟରର ୧୭ ଜଣ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି।…
ରିଲାଏନ୍ସ ଡିଜିଟାଲରେ ସାମ୍ସଙ୍ଗ୍ ଗାଲାକ୍ସି ଏସ୍ ୨୩
ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଗ୍ରୁପ୍ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲରେ ପ୍ରିମିୟର ବର୍ଗର ସ୍ମାର୍ଟଫୋନ ସାମ୍ସଙ୍ଗ୍ ଗାଲାକ୍ସି ଏସ୍୨୩ ସିରିଜ୍ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍୨୩ ଅଲଟ୍ରା, ଗାଲାକ୍ସି ଏସ୍୨୩ପ୍ଲସ୍ ଏବଂ ଗାଲାକ୍ସି ଏସ୍୨୩ ଭଳି ମଡେଲ ସାମିଲ ରହିଛି। ଏପରିକି…
ଟାଟା ଷ୍ଟିଲ୍ର ପିଏଟି ୬,୫୦୯କୋଟି
ନୂଆଦିଲ୍ଲୀ,୯।୨: ଟାଟା ଷ୍ଟିଲ୍ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସର ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ମାସରେ ଟିକସ ପରବର୍ତ୍ତୀ ଲାଭ (ପିଏଟି) ପ୍ରାୟ ୬,୫୦୯କୋଟି ଟଙ୍କାରେ ରହିଛି। ବିଶେଷକରି…
୨୦୨୪ ପୂର୍ବରୁ ସାରା ରାଜ୍ୟରେ ୪ଜି ସେବା
ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି…
ଏଣିକି ମେଶିନରୁ ବାହାରିବ କଏନ୍, ୧୨ ସହରରେ ହେବ ଆରମ୍ଭ; ମୋବାଇଲ ଯୋଗେ…
ନୂଆଦିଲ୍ଲୀ,୮।୨: ଖୁବ୍ଶୀଘ୍ର ମୋବାଇଲ୍ ଫୋନ୍ ଜରିଆରେ କଏନ ବାହାର କରିହେବ। ଆର୍ବିଆଇ ଏଥିପାଇଁ ସାରା ଦେଶରେ କଏନ୍ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍ କୋଡ୍ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ…
ମହଙ୍ଗା ହେଲା ଇଏମଆଇ: ରେପୋ ରେଟ ୦.୨୫ ପ୍ରତିଶତ ବୃଦ୍ଧି କଲା ରିଜର୍ଭବ୍ୟାଙ୍କ…
ନୂଆଦିଲ୍ଲୀ,୮।୨ : ସାଧାରଣ ଲୋକ ପୁଣି ଥରେ ମହଙ୍ଗା ମାଡ଼ର ସମ୍ମୁଖୀନ ହେଉଛନ୍ତି। ଏବେ ଘର କିମ୍ବା କାର୍ ଋଣ କରି ଏହାର କିସ୍ତି ଦେବା ମହଙ୍ଗା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ଏକ ବଡ ପଦକ୍ଷେପ ନେଇଛି। ଆରବିଆଇ…
ପୁଣି ପ୍ରେମରେ ହିମାଂଶ
ମୁମ୍ବାଇ: ବଲିଉଡ୍ ଅଭିନେତା ହିମାଂଶ କୋହଲି ପୁଣି ଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ସେ ଖ୍ୟାତନାମା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶକ୍ତି ମୋହନଙ୍କ ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।…
ରାମ୍କୋର ‘ରାମ୍କୋ ସୌଭାଗ୍ୟ’ ଆକର୍ଷଣୀୟ ଅଫର
ଭୁବନେଶ୍ୱର, ୮।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍କୋ ସିମେଣ୍ଟସ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇଯାଇଛି। ଉକ୍ତ ଯୋଜନା ଅଧୀନରେ ଗ୍ରାହକ…
‘ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆମ ଲକ୍ଷ୍ୟ’
ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଆଲୁମିନିୟମ ଶିଳ୍ପ ସଂଘ ‘ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ ଓ ବେଦାନ୍ତ ଆଲୁମିନିୟମର ମିଳିତ ସହଯୋଗରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ (ଆଇଏସି-୨୩)ର ପ୍ରଥମ ସଂସ୍କରଣ ଝାରସୁଗୁଡ଼ାଠାରେ ହେବାକୁ ଯାଉଛି। ବିଶେଷକରି ମେକିଂ ଇଣ୍ଡିଆକୁ ଆଲୁମିନିୟମ…
Archives


