ବାଣିଜ୍ୟ

ଭିକେସି ଗ୍ରୁପ୍‌କୁ ଆଇପିୟୁଏ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଫୁଟ୍‌ଓ୍ବେର ବ୍ରାଣ୍ଡ୍‌ ତଥା ପପୁଲାରାଇଜିଂ ପଲୁରେଥିନେ(ପିୟୁ) ଫିଟ୍‌ଓ୍ବେର ନିର୍ମାତ ଭିକେସି ଗ୍ରୁପ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ନୋଏଡାଠାରେ ଆୟୋଜିତ ପିୟୁ ଟେକ୍‌ ୨୦୨୩ ଉତ୍ସବ ଅବସରରେ ଭିକେସି ଗ୍ରୁପ୍‌କୁ ସମ୍ମାନଜନକ ଆଇପିୟୁଏ…

ଟାଟା ଷ୍ଟିଲ୍‌କୁ ଷ୍ଟିଲ୍‌ ସଷ୍ଟେନବିଲିଟି ଚାମ୍ପିୟନ ମାନ୍ୟତା

ଭୁବନେଶ୍ୱର,୨୦।୪: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍‌କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଲଗାତର ଷଷ୍ଠ ବର୍ଷ ପାଇଁ ୱାର୍ଲଡ୍‌ ଷ୍ଟିଲ୍‌ ଆସୋସିଏସନ ପକ୍ଷରୁ ଟାଟା ଷ୍ଟିଲ୍‌କୁ ୨୦୨୩ ଷ୍ଟିଲ୍‌ ସଷ୍ଟେନବିଲିଟି ଚାମ୍ପିୟନ…

ଡ୍ୟୁକ୍‌ର ସ୍ପ୍ରିଙ୍ଗ୍‌-ସମର କଲେକ୍ସନ

ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଲାଇଫ୍‌ ଷ୍ଟାଇଲ ବ୍ରାଣ୍ଡ୍‌ ଡ୍ୟୁକ୍‌ର ସ୍ପ୍ରିଙ୍ଗ୍‌-ସମର କଲେକ୍ସନ-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ସର୍ବଶ୍ରେଷ୍ଠ କଲେକ୍ସନ ଓ ଗ୍ରାହକଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ କରାଇଛି। ଏପରିକି ସବୁ ବର୍ଗର ଗ୍ରାହକଙ୍କ ପସନ୍ଦ…

ୟୁବିଆଇ କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ

ଭୁବନେଶ୍ୱର,୨୦।୪: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସରୋଜ କୁମାର ରାଉତ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାଉତ ମୁମ୍ବାଇସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟର ରିଟେଲ ଆସେଟ୍‌ ବିଭାଗରେ ସହାୟକ ମହାପ୍ରବନ୍ଧକ…

ଆଜିଠାରୁ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୨୦।୪: ରାଜ୍ୟର ବିକାଶ ଓ ନୂଆ ବିଶ୍ୱ ପାଇଁ ଦକ୍ଷତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ଏକ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…

ମାଲାବାରରେ ନେକ୍‌ଲେସ୍‌ ମେଳା

ଭୁବନେଶ୍ୱର,୨୦।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୮ ଦିନିଆ ନେକ୍‌ଲେସ ମେଳାର ଶୁଭାରମ୍ଭ କରାଯାଇଛି। ମାଲାବାର ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ତଥା ଷ୍ଟୋର କର୍ମଚାରୀ ଓ ଗ୍ରାହକଙ୍କ ଉପସ୍ଥିତିରେ…

୬୬ବର୍ଷରେ ପାଦ ଦେଲେ ମୁକେଶ ଅମ୍ବାନି

ମୁମ୍ବାଇ,୧୯।୪: ମୁକେଶ ଅମ୍ବାନି। ବାସ ନାମ ହିଁ ଯଥେଷ୍ଟ। ଏହି ନାମର କୌଣସି ପରିଚୟର ଆବଶ୍ୟକତା ନାହିଁ। ଧିରୁଭାଇ ଅମ୍ବାନିଙ୍କ ପୁଅ ଭାବେ ମୁକେଶ ଏବେ ଦେଶର ଜଣେ ଆଗଧାଡିର ଉଦ୍ଦ୍ୟୋଗପତି। କେବଳ ଦେଶ କାହିଁକି ସାରା ବିଶ୍ୱରେ ସେ ଏବେ…

ଆଲିଆ ମାଲାବାରର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୯।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ନ୍ୟୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଯୁକ୍ତ୍‌ ହୋଇଛନ୍ତି। ୨୦୧୨ରେ ବଲିଉଡ୍‌ରେ ପାଦ ଦେଇଥିବା ଆଲିଆ ଖୁବ୍‌ କମ୍‌ ଦିନ ମଧ୍ୟରେ ବେଶ୍‌ ଲୋକପ୍ରିୟ ଓ…

ଏଏସ୍‌ବିଏମ୍‌ରେ ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ଶିକ୍ଷାବର୍ଷ (୨୦୨୩-୨୪ ବର୍ଷ) ଠାରୁ ନୂତନ ଶିକ୍ଷା ତଥା ଗବେଷଣାତ୍ମକ ସ୍ନାତକ ପାଠ୍ୟକ୍ରମର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରାଜ୍ୟର ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟ ଭାବେ ଜାତୀୟ…

ମୁମ୍ବାଇରେ ଆପଲ୍‌ର ପ୍ରଥମ ରିଟେଲ ଷ୍ଟୋର

ମୁମ୍ବାଇ,୧୯।୪: ପ୍ରିମିୟମ ସ୍ମାର୍ଟଫୋନ ତଥା ଆଇ ଫୋନ ନିର୍ମାତା ଆପଲ’ର ପ୍ରଥମ ରିଟେଲ ଷ୍ଟୋର ମଙ୍ଗଳବାର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ଜିଓ ଓ୍ବାଲର୍ଡ ସେଣ୍ଟରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆପଲର ସିଇଓ ଟିମ୍‌…

ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ରୂପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାର ପକ୍ଷରୁ ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ଆକର୍ଷଣୀୟ ଅକ୍ଷୟ ତୃତୀୟା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ରୁପା ଅଳଙ୍କାରର ଗଢ଼ା ମଜୁରି ଉପରରେ ଫ୍ଲାଟ ୫୦%…

ନିସ୍‌କୁ ଶ୍ରେଷ୍ଠ ଘରୋଇ ଶିକ୍ଷାନୁଷ୍ଠାନର ସମ୍ମାନ

ଭୁବନେଶ୍ୱର,୧୯।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ନିସ୍‌କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷ କରି ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିସ୍‌କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ସମ୍ମାନ ଦିଆଯାଇଛି। ଉଲ୍ଲେଖଯୋଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?