ବିଓଏମ୍ର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୯।୪: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ୪ର୍ଥ ତ୍ରୈମାସରେ ବିଓଏମ୍ ମୋଟ ୮୪୦ କୋଟି ଟଙ୍କାର ନେଟ୍ ଲାଭ ହାସଲ କରିଛି ବୋଲି ବ୍ୟାଙ୍କ…
ମାର୍ଚ୍ଚରେ କମିଲା ଶିଳ୍ପ ଅଭିବୃଦ୍ଧି
ନୂଆଦିଲ୍ଲୀ,୨୯।୪: ଗତ କିଛି ମାସ ହେବ ଦେଶରେ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏପରିକି ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଶିଳ୍ପକ୍ଷେତ୍ରରେ ଉତ୍ପାଦନ ହ୍ରାସ ପାଇଥିବା ଆକଳନ କରାଯାଇଛି। ଏ ନେଇ ଶୁକ୍ରବାର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ…
ଆକୃଷ୍ଟ କରୁଛି ଆକର୍ଷଣୀୟ ଅଫର
ଭୁବନେଶ୍ୱର,୨୯।୪: ଗ୍ରୀଷ୍ମ ଉତ୍ତାପରୁ ଆମକୁ ରକ୍ଷାକରିବା ଲାଗି ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ତଥା ଜାମା ଓ ପାଇଜାମା ବିଶେଷ ଭାବେ ସହାୟକ ହୋଇଥାଏ। ଏପରିକି ବ୍ରାଣ୍ଡେଡ୍ କପଡ଼ାକୁ ପଛରେ ପକାଇ ଲୋକେ ଏହାକୁ ଅଧିକ ପସନ୍ଦ କରିଥାଆନ୍ତି। ଓଡ଼ିଶାର ଲୋକଙ୍କ ଏହି…
ଭିଆଇଟିର ଭିଟି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ
ନୂଆଦିଲ୍ଲୀ,୨୯।୪: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଭିଆଇଟି) ଦ୍ୱାରା ପରିଚାଳିତ ଭେଲୋର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା(ଭିଟି) ର ଫଳାଫଳ ନିକଟରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଏପ୍ରିଲ ୧୭ରୁ ୨୩ ପର୍ଯ୍ୟନ୍ତ ଭାରତର…
ସିଦ୍ଧାର୍ଥ ଏଲ୍ଆଇସିର ନୂଆ ଚେୟାରମ୍ୟାନ
ନୂଆଦିଲ୍ଲୀ,୨୯।୪: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ଶୁକ୍ରବାର ଭାରତ ସରକାର ନିଯୁକ୍ତ କରିଛନ୍ତି। ସେ ୨୦୨୪ ଜୁନ୍ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି। ୨୦୨୫ ଜୁନ୍ ୭…
‘ପ୍ରାଇଡ୍ ଆଣ୍ଡ୍ ପ୍ରିଭିଲେଜ୍’ କାର୍ଡର ଶୁଭାରମ୍ଭ
ଭୁବନେଶ୍ୱର,୨୯।୪: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଏଚ୍ସିଜି ପଣ୍ଡା କ୍ୟାନ୍ସର ହସ୍ପିଟାଲ ପକ୍ଷରୁ ‘ଏଚ୍ସିଜି ପ୍ରାଇଡ୍ ଆଣ୍ଡ ପ୍ରିଭିଲେଜ୍ କାର୍ଡ’ର ଶୁଭାରମ୍ଭ କରାଯାଇଛି। ବିଶେଷକରି କିନ୍ନର ଗୋଷ୍ଠୀଙ୍କୁ ନିରବଚ୍ଛିନ୍ନ କ୍ୟାନ୍ସର କେୟାର ପ୍ରଦାନ କରିବା ଲାଗି ଏଭଳି ଏକ କାର୍ଡ ଆରମ୍ଭ…
ଆକ୍ସିସ ବ୍ୟାଙ୍କର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୨୮।୪: ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଗୁରୁବାର ମୁମ୍ବାଇଠାରେ ଅନୁଷ୍ଠିତ ବ୍ୟାଙ୍କର ନିର୍ଦେଶକ ମଣ୍ଡଳୀ ବୋର୍ଡ ବୈଠକରେ ଉକ୍ତ ଆର୍ଥିକ ଫଳାଫଳକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବିଶେଷ…
ଓଏମ୍ସି କର୍ମଚାରୀଙ୍କୁ ‘ଲଙ୍ଗ୍ ସର୍ଭିଂ ଆଓ୍ବାର୍ଡ’
ଭୁବନେଶ୍ୱର,୨୮।୪: ଓଡ଼ିଶା ଖଣି ନିଗମ (ଓଏମ୍ସି) ର ମୁଖ୍ୟାଳୟରେ କାର୍ଯ୍ୟରତ ଥିବା ୧୬୪ କର୍ମଚାରୀଙ୍କୁ ଗୁରୁବାର ଏକ ସ୍ବତନ୍ତ୍ର ସମାରୋହରେ ସମ୍ମାନିତ କରାଯାଇଛି। ଓଏମ୍ସିରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବା ସହ ସେବା ପ୍ରଦାନ କରିଥିବାରୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିଗମ…
‘କାୟମ ଚୂର୍ଣ୍ଣ ଆଡ୍ଭାନ୍ସ ଗ୍ରାନୁଲ୍ସ’
ନୂଆଦିଲ୍ଲୀ,୨୮।୪: ଦେଶର ପ୍ରମୁଖ ଘରୋଇ ଆୟୁର୍ବେଦିକ ସଂସ୍ଥା ତଥା ଦୀର୍ଘ ୫୦ ବର୍ଷ ହେବ ଶେଠ୍ ବଦ୍ରର୍ସ ଦ୍ୱାରା ନିର୍ମିତ ଅତିପ୍ରିୟ ଆୟୁର୍ବେଦ ଔଷଧ କାୟମ ଚୂର୍ଣ୍ଣର ନୂତନ ଉତ୍ପାଦ ‘କାୟମ ଚୂର୍ଣ୍ଣ ଆଡ୍ଭାନ୍ସ ଗ୍ରାନୁଲ୍ସ’ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା…
ବେଦାନ୍ତକୁ ଆଉ ଏକ ଜାତୀୟସ୍ତରୀୟ ସ୍ବୀକୃତି
ଭୁବନେଶ୍ୱର,୨୮।୪: ବେଦାନ୍ତ ଆଲୁମିନିୟମର ଓଡ଼ିଶା ୟୁନିଟ୍(ଝାରସୁଗୁଡ଼ା)କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସ୍ବୀକୃତି ପ୍ରଦାନ କରାଯାଇଛି। ବିଶେଷକରି କମ୍ପାନୀର ଝାରସୁଗୁଡ଼ାଠାରେ ଥିବା ସ୍ପେଶାଲ ଇକୋନୋମିକ୍ ଜୋନ୍ (ସେଜ୍) ମଧ୍ୟରେ ଥିବା କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରେ ଆଲୁମିନିୟମ ଷ୍ଟିୱାର୍ଡଶିପ୍ ଇନିସିଏଟିଭ୍ (ଏଏସ୍ଆଇ) ପ୍ରଦର୍ଶନ…
ଏମ୍ପିଏଲ୍ର ୧୨୯୭.୯୦ କୋଟି ହାସଲ
ନୂଆଦିଲ୍ଲୀ,୨୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମ୍ୟାନ୍କାଇଣ୍ଡ ଫାର୍ମା ଲିମିଟେଡ୍ (ଏମ୍ପିଏଲ୍) ପକ୍ଷରୁ ୪୦,୦୫୮, ୮୪୪ ଇକ୍ୱିଟି ବିଶିଷ୍ଟ ଶେୟାରର ଇନିସିଆଲ୍ ପବ୍ଲିକ୍ ଅଫର (ଆଇପିଓ) ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷକରି ଉକ୍ତ ଅଫରର ଗୋଟିଏ ଦିନ ପୂର୍ବରୁ ଏହାର…
‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ
ନୂଆଦିଲ୍ଲୀ,୨୭।୪: ଭାରତର ପ୍ରମୁଖ ଜେନେରାଲ ବୀମା ସେବା ପ୍ରଦାନକାରୀ କମ୍ପାନୀ ଏସ୍ବିଆଇ ଜେନେରାଲ ଇନ୍ସ୍ୟୁରାନ୍ସ ପକ୍ଷରୁ ଏକ ସମ୍ପୂର୍ଣ୍ଣ କଷ୍ଟମାଇଜେବଲ ଡିଜିଟାଲ ସ୍ବାସ୍ଥ୍ୟ ଉପତ୍ାଦ ‘ହେଲ୍ଥ ଏଜ୍ ଇନ୍ସ୍ୟୁରାନ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ୯ଟି ମୌଳିକ କ୍ଷତିପୂରଣ…

