ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ: ୪୮ ଘଣ୍ଟାରେ ଡ୍ର କରାଗଲା ୪୨ ବିଲିୟନ ଡଲାର…
ସାନ୍ତାକ୍ଲାରା,୧୧।୩ : ପୁରୁଣା ଆମେରିକୀୟ ଋଣଦାତା ଏବଂ ଟେକ ଷ୍ଟାର୍ଟଅପର ମୂଳଦୁଆ ଭାବରେ ବିବେଚିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ପତନ ମାତ୍ର ୪୮ ଘଣ୍ଟା ମଧ୍ୟରେ ହୋଇଛି। ୨୦୦୮ର ମହାମାନ୍ଦାବସ୍ଥା ପରେ, ଏହା ଆମେରିକୀୟ ଋଣଦାତାଙ୍କର ସବୁଠାରୁ ବଡ ବିଫଳତା…
କେବଳ ଏହି ଆକାଉଣ୍ଟକୁ ଇନ୍ଷ୍ଟାଗ୍ରାମରେ ଫଲୋ କରନ୍ତି ରତନ ଟାଟା
ନୂଆଦିଲ୍ଲୀ,୧୧।୩: ଭାରତୀୟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ଲୋକପ୍ରିୟତା କାହିଁରେ କେତେ। ତାଙ୍କଠାରୁ ସମସ୍ତେ କିଛି ନା କିଛି ଶିଖିବାକୁ ଚାହାନ୍ତି। ସାଧାରଣତଃ ସେ ସୋସିଆଲ ମିଡିଆରେ ସେତେଟୋ ସକ୍ରିୟ ନ ହେଲେ ବି ମଝିରେ…
ଆଇଟିସି ସହ ଆକ୍ସିସ୍ ବ୍ୟାଙ୍କର ସହବନ୍ଧନ
ନୂଆଦିଲ୍ଲୀ,୧୧ା୩: ଆକ୍ସିସ୍ ବ୍ୟାଙ୍କ ଏବଂ ଆଇଟିସି ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଯୋଗିତା ସ୍ଥାପନ ହୋଇଥିବା ଜଣାପଡ଼ିଛି। ଏପରିକି ଦେଶର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଚାଷୀଙ୍କ ପାଖରେ ଠିକ୍ ଭାବେ ବ୍ୟାଙ୍କ ସେବା ପହଞ୍ଚି ପାରୁନାହିଁ କିମ୍ବା ଆଦୌ…
ବେଦାନ୍ତ ପକ୍ଷରୁ ‘ସର୍ଟିଂ ହାର୍ଡ ହାଟ୍’ ଅଭିଯାନ
ଭୁବନେଶ୍ୱର,୧୧ା୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଇନ୍ଷ୍ଟାଗ୍ରାମ ଜରିଆରେ ଏକ ଅଭିନବ ଅଭିଯାନ ‘ସର୍ଟିଂ ହାର୍ଡ ହାଟ୍’ ନାମକ ଏକ ଅଗ୍ମେଣ୍ଟ ରିୟଲିଟି ଲିଡ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ବିଶେଷକରି…
ରାଉରକେଲାରେ ଟ୍ରେଣ୍ଡ୍ସର ନୂଆ ଷ୍ଟୋର
ଭୁବନେଶ୍ୱର,୧୧ା୩: ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରି ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଇଛି। ଏପରିକି ରାଉରକେଲା ସହର ନିକଟସ୍ଥ ପ୍ଲୁଟୋନ ମଲ୍ଠାରେ ଉକ୍ତ ଷ୍ଟୋର ନିକଟରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ୭୦୦୦…
ଟିପିସିଓଡିଏଲ୍ ପକ୍ଷରୁ ଲାଇନମ୍ୟାନ୍ ଦିବସ
ଭୁବନେଶ୍ୱର,୧୧ା୩: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିକଟରେ ଲାଇନମ୍ୟାନ୍ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଲାଇନମ୍ୟାନ୍ମାନଙ୍କ ଗୁରୁତ୍ୱ ଏବଂ ସେମାନଙ୍କ କଠିନ ପରିଶ୍ରମକୁ ସ୍ବୀକୃତି ପ୍ରଦାନ କରିବା ଏବଂ ପ୍ରଶଂସା କରିବା ଲାଗି ଟିପିସିଓଡିଏଲ୍ର ସମସ୍ତ କାର୍ଯ୍ୟାଳୟରେ…
ଧାର୍ଯ୍ୟଲକ୍ଷ୍ୟ ପୂରଣରେ ବ୍ୟାଙ୍କଗୁଡ଼ିକର ଉତ୍ତମ ପ୍ରଦର୍ଶନ
ଭୁବନେଶ୍ୱର,୧୧ା୩: ରାଜ୍ୟର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବ୍ୟାଙ୍କଗୁଡ଼ିକ ସବୁ କ୍ଷେତ୍ରକୁ ଋଣ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱାରୋପ କରିଛନ୍ତି। ଶୁକ୍ରବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ…
୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।…
ସିଡବ୍ଲ୍ୟୁସି ସହ ପିଏନ୍ବିର ବୁଝାମଣାପତ୍ର ସ୍ବାକ୍ଷର
ନୂଆଦିଲ୍ଲୀ,୧୦।୩:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ଏବଂ ସେଣ୍ଟ୍ରାଲ ଓ୍ବେରହାଉସ କର୍ପୋରେଶନ (ସିଡବ୍ଲ୍ୟୁସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଉଭୟ ସଂସ୍ଥାର ବ୍ୟବସାୟିକ ଅଭିବୃଦ୍ଧି ସହ ଇ-ଏନ୍ଡବ୍ଲ୍ୟୁଆର୍ ଜରିଆରେ ନେଣଦେଣ କରିବା ପାଇଁ ଏମ୍ଓୟୁ…
ବେଦାନ୍ତ ପକ୍ଷରୁ ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ
ନୂଆଦିଲ୍ଲୀ,୧୦।୩:ଦେଶର ସର୍ବବୃହତ୍ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍ ଲାଞିଗଡ଼ ଆଲୁମିନା ରିଫାଇନେରିରେ ଏକ ଅଭିନବ ଯୋଜନା ‘ପ୍ରୋଜେକ୍ଟ ପଞ୍ଛି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ପ୍ରକଳ୍ପ…
ଶିକ୍ଷକରୁ ଶିକ୍ଷା ଉଦ୍ୟୋଗୀ
ପିଲାଟି ଦିନରୁ ମାତାପିତାଙ୍କୁ ହରାଇଥିବା ଜଣେ ମେଧାବୀ ଛାତ୍ର ଯେ କେବେ ଶହ ଶହ ପିଲାଙ୍କର ଦାୟିତ୍ୱ ବହନ ସହ ଅଭିଭାବକ ଓ ଗୁରୁଙ୍କ ଭୂମିକା ନିର୍ବାହ କରିବେ ଆଜି ମଧ୍ୟ ସେ ବିଶ୍ୱାସ କରିପାରୁନାହାନ୍ତି। ବହୁ ଘାତ ପ୍ରତିଘାତ ମଧ୍ୟରେ…
ଏୟାର ଇଣ୍ଡିଆରେ ଅଛନ୍ତି ସର୍ବାଧିକ ମହିଳା ପାଇଲଟ
ନୂଆଦିଲ୍ଲୀ,୯।୩: ଏୟାର ଇଣ୍ଡିଆରେ କାର୍ଯ୍ୟ କରୁଥିବା ୧,୮୨୫ ପାଇଲଟଙ୍କ ମଧ୍ୟରୁ ୧୫ ପ୍ରତିଶତ ମହିଳା। ଫଳରେ ଏହା ବିଶ୍ୱର ସର୍ବାଧିକ ସଂଖ୍ୟକ ମହିଳା ପାଇଲଟ ଥିବା ଏୟାରଲାଇନ୍ସ ହୋଇପାରିଥିବା କମ୍ପାନୀ ଦାବି କରିଛି। ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟାଟା ଗ୍ରୁପ…
Archives


