ବାଣିଜ୍ୟ

ସ୍ପର୍ଶ ହସ୍ପିଟାଲ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର,୧।୬: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ପର୍ଶ ଗ୍ରୁପ୍‌ ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଶହୀଦନଗର ଏବଂ କଣ୍ଟାବାଡ଼ ସ୍ଥିତ ହସ୍ପିଟାଲ ପରିସରରେ ଆୟୋଜନ…

ବୀମାର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୬: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଜଟଣୀ ଶାଖା ତଥା ଖୋର୍ଦ୍ଧା କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଖୋର୍ଦ୍ଧା ଜିଲା ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତଠାରେ ଏକ ଜନ ସୁରକ୍ଷା ସମ୍ପୂତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍‌ବିଆଇର ମହାପ୍ରବନ୍ଧକ ପୋନ୍ନମବଲମ…

ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ଉନ୍ମୋଚିତ

ଭୁବନେଶ୍ୱର,୧।୬: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜୀ-ସାର୍ଥକର ନୂଆ ଟ୍ୟାଗ୍‌ଲାଇନ ‘ରଚିବା ନିତି କାଲିର ଭିତ୍ତି’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ନୂତନ ଟ୍ୟାଗ୍‌ଲାଇନ ମାଧ୍ୟମରେ ଜୀ-ସାର୍ଥକ ଓଡ଼ିଶାର ପ୍ରଗତିଶୀଳ ସଶକ୍ତ ଓଡ଼ିଆ ମହିଳା ଚିନ୍ତାଧାରାକୁ…

ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’

ଭୁବନେଶ୍ୱର,୧।୬: ରିଲାଏନ୍ସ ରିଟେଲ୍‌ର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ରଜ ରାଜକୁମାରୀ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ପାର୍ବଣଋତୁରେ ଗ୍ରାହକଙ୍କ ମନରେ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଏହି…

ସୁସ୍ଥତାକୁ ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ୱର,୧।୬: ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଋତୁସ୍ରାବ ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ଓ ଛତିଶଗଡ଼ ୟୁନିଟ୍‌ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି କମ୍ପାନୀ ୨୩୦୦ରୁ ଅଧିକ ମହିଳାଙ୍କ…

ଅମିତ୍‌ ଟିପିଏସ୍‌ଓଡିଏଲ୍‌ର ନୂଆ ସିଇଓ

ଭୁବନେଶ୍ୱର,୧।୬: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌’(ଟିପିଏସ୍‌ଓଡିଏଲ୍‌)ର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ଅମିତ୍‌ ଗର୍ଗଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ମାର୍ଚ୍ଚ ୨୫ ରେ ଅନୁଷ୍ଠିତ ଟିପିଏସ୍‌ଡିଏଲ୍‌ର ନିର୍ଦ୍ଦେଶକଙ୍କ…

ବାଲ୍‌କୋ ପକ୍ଷରୁ ମାଗଣା କର୍କଟ ସ୍କ୍ରିନିଂ କ୍ୟାମ୍ପ

ନୂଆଦିଲ୍ଲୀ,୧।୬: ଦେଶର ପ୍ରମୁଖ ଘରୋଇ କ୍ୟାନ୍‌ସର ହସ୍ପିଟାଲ ଭାବେ ପରିଚିତ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍‌ସି ପରିସରରେ ଏକ ମାଗଣା କର୍କଟ ସ୍କ୍ରିନିଂ କ୍ୟାମ୍ପର ଆୟୋଜନ କରାଯାଇଛି।…

ଫୋକସ୍‌ଡ ଇକ୍ୱିଟି ଫଣ୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୧।୬: ଆଇଟିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଫୋକସ୍‌ଡ ଇକ୍ୱିଟି ଫଣ୍ଡ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଉକ୍ତ ଫଣ୍ଡ ସବ୍‌ସ୍କ୍ରିପ୍‌ସନ ନିମନ୍ତେ ଉନ୍ମୁକ୍ତ ହୋଇସାରିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ଫଣ୍ଡ ୨୦୨୩ ଜୁନ୍‌ ୧୨ରେ ଆନୁଷ୍ଠାନିକ ଭାବେ ବନ୍ଦ ହେବ। ବିଶେଷକରି…

ଭାରତର ଜିଡିପି ଅଭିବୃଦ୍ଧି ୭.୨କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା। ୨୦୨୨-୨୩ର ଶେଷ ତ୍ରୈମାସିକ ଅର୍ଥାତ୍‌ ଜାନୁୟାରୀ-ମାର୍ଚ୍ଚରେ ଦେଶର ଅର୍ଥନୀତି ୬.୧% ହାରରେ ବୃଦ୍ଧି…

କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରଘୁରାମ ରାଜନ: ଏଥର ପିଏଲଆଇ ଯୋଜନା ଉପରେ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୫ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣି ଥରେ ଭାରତ ସରକାରଙ୍କ ଆର୍ଥିକ ନୀତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ କିଛି ପ୍ରଶ୍ନ ଉଠାଇଛନ୍ତି। ଏଥର ତାଙ୍କ ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ…

ହାୟର କିନୋଚି ‘ବେଷ୍ଟ ଇନୋଭେଟିଭି ପ୍ରଡକ୍ଟ ଅଫ୍‌ ଦି ଇୟର’

ଭୁବନେଶ୍ୱର,୩୧।୫: ଦେଶର ପ୍ରମୁଖ ହୋମ୍‌ ଆପ୍ଲିଆନ୍‌ସ ନିର୍ମାଣକାରୀ ସଂସ୍ଥା ତଥା ହାୟର ଆପ୍ଲିଆନ୍‌ସ ଇଣ୍ଡିଆର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହାୟର କିନୋଚି ୫ଷ୍ଟାର ହେଭି ଡ୍ୟୁଟି ପ୍ରୋ ଏୟାର କଣ୍ଡିସନରକୁ ନିକଟରେ‘ବେଷ୍ଟ ଇନୋଭେଟିଭି ପ୍ରଡକ୍ଟ ଅଫ୍‌ ଦି…

ମେଟ୍ରନ୍‌ ସହ ଟିଏସ୍‌ଏମ୍‌ଏଲ୍‌ର ସହଭାଗିତା

ଭୁବନେଶ୍ୱର,୩୧।୫: ଅନ୍ତଃରାଷ୍ଟ୍ରୀୟ ଘରୋଇ ସଂସ୍ଥା ମେଟ୍ରନ୍‌ ସହ ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌(ଟିଏସ୍‌ଏମ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ହୋଇଥିବା ଜଣାପଡ଼ିଛି। ବିଶେଷକରି କମ୍ପାନୀର କଟକ ଜିଲାସ୍ଥିତ ଆଠଗଡ଼ଠାରେ ଥିବା ଫେରୋ ଆଲଏଜ୍‌ କାରଖାନା ପାଇଁ ଏକ ଉନ୍ନତ ଶକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?