ଆମେଜନରେ ପୁଣି ଛଟେଇ, ଏଥର ୯ହଜର କର୍ମଚାରୀଙ୍କୁ ଦେଖାଇଲେ ବାହାରର ରାସ୍ତା
ନୂଆଦିଲ୍ଲୀ,୨୧ ।୩: ଆମେଜନ ପକ୍ଷରୁ ପୁଣିଥରେ ଛଟେଇ ଖବର ସାମ୍ନାକୁ ଆସିଛି । ଆମେଜନ ତା’ର ଭିନ୍ନ ଭିନ୍ନ ଡିପାର୍ଟମେଣ୍ଟରୁ ପ୍ରାୟ ୯୦୦୦ ଲୋକଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହୋଇଛି । ଅଧିକାଂଶ କର୍ମଚାରୀଙ୍କ ଛଟେଇ ୱେବ ସର୍ଭିସେସ, ପିପୁଲ, ଏକ୍ସପିରିୟନ୍ସ,…
୬୦ ହଜାର ଟପିଲା ସୁନା
ନୂଆଦିଲ୍ଲୀ,୨୦।୩: ପ୍ରଥମ ଥର ପାଇଁ ସୁନା ମୂଲ୍ୟ ଐତିହାସିକ ସ୍ତର ଅତିକ୍ରମ କରିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୬୦,୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି। ନିବେଶକମାନେ ସେମାନଙ୍କର ନିବେଶକୁ ସୁରକ୍ଷିତ ରଖିବା ପାଇଁ ଆଜିକାଲି ସୁନାରେ ବିନିଯୋଗ କରୁଛନ୍ତି।…
ଦିଲ୍ଲୀରେ ପ୍ରତିଦିନ ୧୬ ହଜାର ଇ-ଚାଲାଣ: ୨୦୨୨ରେ ସର୍ବାଧିକ ଜରିମାନା ଆଦାୟ…
ନୂଆଦିଲ୍ଲୀ,୨୦।୩ : ଭାରତର ୧୧୫ ଟି ସହର ମଧ୍ୟରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ମାଧ୍ୟମରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି। ସଡକ ଏବଂ ପରିବହନ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦିଲ୍ଲୀ ମଧ୍ୟ ଇ-ଚାଲାଣ…
୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ
ଭୁବନେଶ୍ୱର,୨୦।୩: ଚ୍ୟାନେଲ୍ ପାର୍ଟନର ଓ ଷ୍ଟିଲ୍ ଟ୍ରେଡର୍ସ ପାଟନା ପକ୍ଷରୁ ନିକଟରେ ଏକ ୨ ଦିନିଆ ଇଞ୍ଜିନିୟର ଓ ସ୍ଥପତି ସମ୍ମିଳନୀ ଗୋଆଠାରେ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରୁଙ୍ଗଟା ଷ୍ଟିଲ ଅଂଶଗ୍ରହଣ କରିଥିଲା। ଏପରିକି ଗୋଆର କାଲାଙ୍ଗୁଟେ ବିହାମୋ ବାଏ…
ସିବିଓଆଇର ବହୁମୁଖୀ ଶିବିର
ଭୁବନେଶ୍ୱର,୨୦।୩: ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ସିବିଓଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ବହୁମୁଖୀ ଶିବିରର ଆୟୋଜନ କରାଯାଇଥିଲା। ବିଶେଷ କରି ସିବିଓଆଇ କୋଲକାତାର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ। ତାଙ୍କର ଏହି ଗସ୍ତ…
ଆହୁରି ବଢ଼ିବ ସୁନା ଦର
ଭୁବନେଶ୍ୱର,୨୦।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଅନେକ ପ୍ରକାରର ପରିବର୍ତ୍ତନ ଘଟୁଛି। ବିଶେଷକରି ଉଭୟ ଆମେରିକା ଓ ୟୁରୋପ ମଧ୍ୟରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁ ବିଶ୍ବ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି।…
ୟୁବିଓଆଇ କଟକ ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ
କଟକ,୨୦।୩: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଓଆଇ)ର କଟକ ମିଡ୍ କର୍ପୋରେଟ୍ ଶାଖା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ…
ଏପ୍ରିଲ-ଫେବୃଆରୀରେ ବିଦ୍ୟୁତ ଚାହିଦାରେ ୧୦ ପ୍ରତିଶତ ବୃଦ୍ଧି: ଛୁଇଁଲା ୧୩୭୫ ବିଲିୟନ ୟୁନିଟ…
ନୂଆଦିଲ୍ଲୀ,୧୯।୩ : ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ବିଦ୍ୟୁତ୍ ଯୋଗାଣଠାରୁ ଏହି ସଂଖ୍ୟା ଅଧିକ । ସରକାରୀ…
ଆଜି ଜୀ ସାର୍ଥକରେ ‘ବାହାଘର ଡଟ୍ କମ୍’
ଭୁବନେଶ୍ୱର,୧୯।୩: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକର ସହଯୋଗୀ ସଂସ୍ଥା ଜୀ ସାର୍ଥକ ଫିଲ୍ମସ୍ର ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ବାହାଘର ଡଟ୍ କମ୍’ ରବିବାର ଓ୍ବାଲ୍ଡର୍ର୍ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓମ୍ ସାଇ ପ୍ରଯୋଜନା ସଂସ୍ଥା…
ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…
ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ। ଏହାଯୋଗୁ…
ଏଚ୍ଡିଏଫ୍ସି ଉପରେ ଜରିମାନା ଲଗାଇଲା ଆର୍ବିଆଇ
ନୂଆଦିଲ୍ଲୀ,୧୮।୩: ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍ଏଚ୍ବି)ର କିଛି ନିୟମ ପାଳନ ନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଲିମିଟେଡ(ଏଚ୍ଡିଏଫ୍ସି) ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଏହି…
‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍’ର ୩ୟ ସଂସ୍କରଣ: ସମ୍ମାନିତ ହେଲେ ୨୧ ଉଦ୍ୟୋଗପତି
ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍ ଏମିନେନ୍ସ ଆଓ୍ବାର୍ଡସ୍’ର ୩ୟ ସଂସ୍କରଣ ଶେଷ ହୋଇଛି। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ସମ୍ପାଦକ ତଥାଗତ ସତପଥୀ ଅତିଥିମାନଙ୍କ ପରିଚୟ ପ୍ରଦାନ…
Archives


