ପ୍ରାୟ ୫୦% ୨ ହଜାରିଆ ନୋଟ୍ ଫେରିଲାଣି
ମୁମ୍ବାଇ,୯ା୬: ଦେଶର ବ୍ୟାଙ୍କଗୁଡ଼ିକୁ ପ୍ରାୟ ୧.୮୦ ଲକ୍ଷ କୋଟି ଟଙ୍କାର ୨ ହଜାରିଆ ନୋଟ୍ ଫେରିଲାଣି ବୋଲି ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୨୩ ମାର୍ଚ୍ଚ ୩୧ରେ ସର୍କ୍ୟୁଲେଶନରେ ୩.୬୨…
ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ
ମୁମ୍ବାଇ,୯ା୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗୁରୁବାର କ୍ରମାଗତ ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ ଆଣିନାହିଁ। ଗତ ୬ ତାରିଖରୁ ଚାଲିଥିବା ମୁଦ୍ରାନୀତି କମିଟି (ଏମ୍ପିସି) ବୈଠକରେ ୬ ସଦସ୍ୟଙ୍କ ମଧ୍ୟରୁ ୫ ଜଣ ରିପର୍ଚେଜ୍ ରେଟ୍…
୫୦ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କକୁ ଫେରିଛି, ମୋଟ ପରିମାଣ ୧.୮ ଲକ୍ଷ କୋଟି…
ନୂଆଦିଲ୍ଲୀ,୮।୬ : ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ୧.୮ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି। ସେ କହିଛନ୍ତି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ କାରବାର ହେଉଥିବା ମୋଟ ୫୦…
ଆରବିଆଇ ମୁଦ୍ରା ନୀତି ଜୁନ ୨୦୨୩: ଋଣ , ଇଏମଆଇ ବୋଝରୁ ମୁକ୍ତି, ରେପୋ ରେଟ ଅପରିବର୍ତ୍ତିତ…
ନୂଆଦିଲ୍ଲୀ,୮।୬ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗୁରୁବାର ନୂଆ ମୁଦ୍ରା ନୀତି ଘୋଷଣା କରିଛନ୍ତି। ଜୁନ ୬ ରୁ ୮ ପର୍ଯ୍ୟନ୍ତ ଚାଲିଥିବା ଆରବିଆଇର ମୁଦ୍ରା ନୀତି କମିଟି ବର୍ତ୍ତମାନ ପର୍ଯ୍ୟନ୍ତ ରେପୋ ହାରରେ କୌଣସି ପରିବର୍ତ୍ତନ ନ କରିବାକୁ…
ବିଓବି ପକ୍ଷରୁ ‘ଲଘୁ ଫିଲ୍ମ ସମୀକ୍ଷା ଲେଖନ’ ପ୍ରତିଯୋଗିତା
ଭୁବନେଶ୍ୱର,୮।୬: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ‘ଲଘୁ ଫିଲ୍ମ ସମୀକ୍ଷା ଲେଖନ’ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା କ୍ଷେତ୍ରର ବିଭିନ୍ନ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।…
ଖିମ୍ଜୀ ଜୁଏଲର୍ସର ସ୍ବତନ୍ତ୍ର ‘ୱେଡିଂ କଲେକ୍ସନ’
ଭୁବନେଶ୍ୱର,୮।୬: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍ଜୀ ଜୁଏଲର୍ସ ପକ୍ଷରୁ ଚଳିତ ଥରର ସ୍ବତନ୍ତ୍ର ’ୱେଡିଂ କଲେକ୍ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷର ୱେଡିଂ କଲେକ୍ସନରେ ସୁନା, ହୀରା ଏବଂ ରତ୍ନର ନିପୁଣ କାରିଗରି ସହ ନିର୍ମିତ…
ଦାବି ଫଇସଲା ପ୍ରକ୍ରିୟାକୁ ଗୁରୁତ୍ୱାରୋପ
ଭୁବନେଶ୍ୱର,୮।୬: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ପ୍ରଭାବିତ ପରିବାର ପାଇଁ ଦାବି ଫଇସଲା ପ୍ରକ୍ରିୟାକୁ କୋହଳ କରାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ରେଳ ଦୁର୍ଘଟଣାରେ ପ୍ରଭାବିତ ପରିବାର ସହିତ କମ୍ପାନୀ…
ହୋଣ୍ଡାର ‘ବର୍ଦ୍ଧିତ ୱାରେଣ୍ଟି’ ପ୍ଲସ୍ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର,୮।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ (ଫାସିଲିଟି) ‘ବର୍ଦ୍ଧିତ ୱାରେଣ୍ଟି ପ୍ଲସ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ହୋଣ୍ଡାର ୨୫୦ସିସି ପର୍ଯ୍ୟନ୍ତ ସବୁ ସ୍କୁଟର ଓ ମୋଟରସାଇକେଲ ପାଇଁ ଉପରୋକ୍ତ ସୁବିଧା…
ସାମ୍କୋ ଆକ୍ଟିଭ ମୋମେଣ୍ଟମ ଫଣ୍ଡ୍ର ଶୁଭାରମ୍ଭ
ଭୁବନେଶ୍ୱର,୮।୬: ସାମ୍କୋ ଆସେଟ୍ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ପରିଚାଳିତ ମୋମେଣ୍ଟମ୍ ଫଣ୍ଡ୍ ସାମ୍କୋ ଆକ୍ଟିଭ୍ ମୋମେଣ୍ଟମ୍ ଫଣ୍ଡ୍ର ଶୁଭାରମ୍ଭ କରାଯାଇଛି। ସାମ୍କୋ ଆକ୍ଟିଭ୍ ମୋମେଣ୍ଟମ୍ ଫଣ୍ଡ୍ର ନୂଆ ଫଣ୍ଡ୍ ଅଫରିଂ (ଏନ୍ଏଫ୍ଓ) ୨୦୨୩ ଜୁନ୍ ୧୫ରେ ଖୋଲି…
ମେଟା ସବ୍ସ୍କ୍ରିପ୍ଶନ ୬୯୯ ଟଙ୍କା
ନୂଆଦିଲ୍ଲୀ,୮ା୬: ସୋସିଆଲ ମିଡିଆ ଜାଏଣ୍ଟ ମେଟା ନିଜ ମାଲିକାନାରେ ଥିବା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ମୋବାଇଲ୍ ଆପ୍ଲିକଶେନ୍ ପାଇଁ ୬୯୯ ଟଙ୍କାରେ ମାସିକିଆ ସବ୍ସ୍କ୍ରିପ୍ଶନ୍ ପ୍ଲାନ୍ ଆଣିଛି। ଆସନ୍ତା ମାସରୁ ଏହାର ଓ୍ବେବ୍ ଭର୍ସନରେ ଭେରିଫାଏଡ୍ ସର୍ଭିସ୍ ପାଇଁ ୫୯୯…
ବିଏସ୍ଏନ୍ଏଲ୍ ପୁନରୁଦ୍ଧାର ପାଇଁ ୮୯,୦୪୭ କୋଟି ମଞ୍ଜୁର
ନୂଆଦିଲ୍ଲୀ,୮।୬: ଦେଶର ଏକମାତ୍ର ସରକାରୀ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ବିଏସ୍ଏନ୍ଏଲ୍କୁ ପୁନରୁଦ୍ଧାର କରିବା ସହ ଦେଶବାସୀଙ୍କୁ ଗୁଣାତ୍ମକ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ପ୍ରୟାସ କରିଛନ୍ତି। ଏପରିକି ବିଏସ୍ଏନ୍ଏଲ୍ର ପୁନରୁଦ୍ଧାର ରଣନୀତିର…
ଧାନ ଏମ୍ଏସ୍ପି ୧୪୩ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ,୮ା୬: କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବର୍ଷ ନିମନ୍ତେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କୁଇଣ୍ଟାଲ ପିଛା ୭% ଅର୍ଥାତ୍ ୧୪୩ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ କୁଇଣ୍ଟାଲ ପିଛା ସାଧାରଣ ଧାନର ଏମ୍ଏସ୍ପି ୨,୦୪୦ ଟଙ୍କାରୁ ୨୧୮୩ ଟଙ୍କା…

