ମାରୁତି ସୁଜୁକି ଜିମ୍ନୀର ଅନାବରଣ
ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ନ୍ୟୁ ଜିମ୍ନୀର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ମାରୁତି ସୁଜୁକିର ପ୍ରିମିୟମ…
ସୋନିର ନ୍ୟୁ ଆଲ୍ଫା ୭ ଆର୍ ଭି କ୍ୟାମେରା
ଭୁବନେଶ୍ୱର,୮ା୪: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ଆଲ୍ଫା ୭ଆର୍ ଭି କ୍ୟାମେରାର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଥିଲା। ଏପରିକି ନିକଟରେ ବ୍ରାଣ୍ଡ୍ର ଆଲ୍ଫା ସିରିଜ ତଥା ନୂତନ ଇଣ୍ଟେଲିଜେନ୍ସ କ୍ୟାମେରାର ବଜାର ପ୍ରବେଶ ମଧ୍ୟ…
ହିରୋର ଭିଆର୍ଏସ୍ ଯୋଜନା
ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ପକ୍ଷରୁ ଏକ ଅଭିନବ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି କମ୍ପାନୀର କର୍ମଚାରୀଙ୍କ ଲାଗି ଭଲ୍ୟୁଣ୍ଟାରି ରିଟାୟାରମେଣ୍ଟ ସ୍କିମ୍ (ଭିଆର୍ଏସ୍)ର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀକୁ ଆଗାମୀ ପିଢ଼ି ପାଇଁ…
କଟକ କ୍ଷେତ୍ରୀୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର, ଭୂମିପୂଜନ
କଟକ,୭।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ କଟକ କ୍ଷେତ୍ରୀୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ଓ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇର ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ମଣିମେଖାଲାଇ ସମ୍ମାନିତ…
ପି ଟ୍ରନର ନୂତନ ଉତ୍ପାଦ ଉନ୍ମୋଚିତ
ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ପି ଟ୍ରନ ପକ୍ଷରୁ ଏକ ନୂତନ ଉତ୍ପାଦ ‘ବା ସ୍ପୋଡ୍ସ ଏନ୍କୋର’ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହାର ୱେୟାରଲେସ୍ ଇୟର ବଡ୍ସର ଶ୍ରେଣୀରେ ସଦ୍ୟତମ ସଂଯୋଜନା। ଏପରିକି ବାସ୍ପଡସ୍…
ବାଲୁଗାଁରେ ପିଏନ୍ବିର ନୂତନ ଶାଖା
ଭୁବନେଶ୍ୱର,୭।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ର ଆଉ ଏକ ଶାଖା ଓଡ଼ିଶା ବଜାରରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରାଯାଇଛି। ଖୋର୍ଦ୍ଧା ଜିଲାର ବାଲୁଗଁାଠାରେ ପିଏନ୍ବିର ନୂତନ ଶାଖା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପିଏନ୍ବିର ଆଞ୍ଚଳିକ ମୁଖ୍ୟ ତଥା ମହାପ୍ରବନ୍ଧକ ଏ.ଉଦୟ…
ଟିପିସିଓଡିଏଲ୍ର ଗ୍ରାହକ ସଚେତନତା ମାସ
ଭୁବନେଶ୍ୱର,୭।୪: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିକଟରେ ଏକ ମେଗା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ‘ଆପଣଙ୍କ ମିତ୍ର,ଆପଣଙ୍କ ସାଥିରେ’ର ଶୁଭାରମ୍ଭ କରାଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ବର୍ଷ ଏପ୍ରିଲ୍୧ରୁ ୩୦ ପର୍ଯ୍ୟନ୍ତ ଜାରି ରହିବ। ବିଶେଷ…
ଟାଟା ଷ୍ଟିଲ୍ର ୪ର୍ଥ ତ୍ରୈମାସିକ ଫଳାଫଳ
ନୂଆଦିଲ୍ଲୀ,୭।୪: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ତ୍ରୈ ମାସିକରେ କମ୍ପାନୀ ସର୍ବାଧିକ ୧୯.୯ ନିୟୁତ ଟନ୍ର ଅଶୋଧିତ ଇସ୍ପାତ ଉପତ୍ାଦନ ସହ ବାର୍ଷିକ ଭିତିରେ ୪% ଅଭିବୃଦ୍ଧି…
ଉତ୍ପାଦନ ଶେୟାରିଂ ରାଜିନାମାକୁ ଅନୁମୋଦନ
ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଓଏନଜିସି-ଓଆଇଏଲର ନାମାଙ୍କନ କ୍ଷେତ୍ର, ନୂଆ ଅନ୍ବେଷଣ ଲାଇସେନ୍ସିଂ ନୀତି (ଏନଇଏଲପି) ବ୍ଲକ୍ ଏବଂ ପୂର୍ବ-ଏନଇଏଲପି ବ୍ଲକରୁ ଉତ୍ପାଦିତ ଗ୍ୟାସ ପାଇଁ ସଂଶୋଧିତ ଘରୋଇ ପ୍ରାକୃତିକ…
ଗ୍ଲୋବାଲ ଏନ୍ସିଏପି ପରୀକ୍ଷଣରେ ସ୍କୋଡାର ସଫଳତା
ନୂଆଦିଲ୍ଲୀ,୭।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ନିକଟରେ ଏକ ଅନ୍ତଃରାଷ୍ଟ୍ରୀୟ ସ୍ବୀକୃତି ଓ ସଫଳତା ପ୍ରଦାନ କରାଯାଇଛି। ଏପରିକି ଭାରତ ବଜାରରେ ବ୍ରାଣ୍ଡ୍ ନିରାପତ୍ତା ଏବଂ କ୍ରାସ୍ ଯୋଗ୍ୟ ପ୍ରବୃତ୍ତି ସ୍ଥିତିରେ ବିକାଶ ଧାରା ଜାରି ରଖିଛି।…
ଗାଡ଼ି ବିକ୍ରିରେ ଅଭିବୃଦ୍ଧି
ନୂଆଦିଲ୍ଲୀ,୭।୪: କୋଭିଡ୍ ପରିବର୍ତ୍ତୀ ସମୟରେ ଦେଶର ଗାଡି ବିକ୍ରି କ୍ରମାଗତ ଭାବେ ବୃଦ୍ଧି ଘଟିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୨,୨୧,୫୦,୨୨୨ ୟୁନିଟ ଗାଡି ସର୍ବଭାରତୀୟସ୍ତରରେ ବିକ୍ରି ହୋଇଥିଲା। ଏପରିକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ…
ସବ୍ୟସାଚୀ, ଅର୍ଚ୍ଚିତା ଜିସିଏର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୭।୪: ରାଜ୍ୟର ପ୍ରମୁଖ ଘରୋଇ ଉତ୍ପାଦନ ସଂସ୍ଥା ଗ୍ଲୋବ୍ କୁକ୍ଓ୍ବେର ଆଣ୍ଡ ଆପ୍ଲିଆନ୍ସ (ଜିସିଏ) ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି।…
Archives


