ବ୍ୟବସାୟରେ ବିଶ୍ୱାସ-ନୈତିକତା ରହିବା ଆବଶ୍ୟକ
ଭୁବନେଶ୍ୱର,୮।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଂଘ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଏକ ଦିନିକିଆ ତଥା ୫ମ କର୍ପୋରେଟ୍ ସୋସିଆଲ୍ ରେସ୍ସ୍ପନ୍ସିବିଲିଟି (ସିଏସ୍ଆର୍) ସମ୍ମିଳନୀ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ମେନ୍ଷ୍ଟ୍ରିମିଂ ସିଏସ୍ଆର୍ ଫର୍ ଇନ୍କ୍ଲୁସିଭ୍ନେସ୍’…
୨୦ସୁଦ୍ଧା ହୋଇପାରେ ରେସ୍ଲିଂ ଟ୍ରାଏଲ୍ସ
ନୂଆଦିଲ୍ଲୀ, ୭ା୭ (ପି.ଟି.):ଏସିଆନ ଗେମ୍ସ ପାଇଁ କୁସ୍ତିଯୋଦ୍ଧାମାନଙ୍କ ଶର୍ଟଲିଷ୍ଟ ତାଲିକା ପାଇଁ ଟ୍ରାଏଲ୍ସ ଯଥାସମ୍ଭବ ଜୁଲାଇ ୨୦ ପାଖାପାଖି ହୋଇପାରେ। ଅଲିମ୍ପିକ କାଉନ୍ସିଲ ଅଫ୍ ଏସିଆ(ଓସିଏ) ତରଫରୁ ଏ ନେଇ ଅଣାନୁଷ୍ଠାନିକ ପ୍ରତିଶ୍ରୁତି ମିଳିଛି। ଏସିଆନ ଗେମ୍ସ ଲାଗି ଖେଳାଳିମାନଙ୍କର ନାମ…
ସୋନିର ନୂତନ ଉତ୍ପାଦ
ଭୁବନେଶ୍ୱର,୭।୭:ସୋନି ଇଣ୍ଡିଆର ନୂତନ ଉତ୍ପାଦ ‘ଡଲ୍ବି ଆଟ୍ମସ୍ ସାଉଣ୍ଡ୍ବାର୍ ଏଚ୍ଟି- ଏସ୍୨୦୦୦ ୫.୧ଇଞ୍ଚର ଡଲ୍ବି ଆଟ୍ମସ ସାଉଣ୍ଡ୍ ବାର୍କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏଥିରେ ସିନେମା ଭଳି ସାଉଣ୍ଡ୍, ଭର୍ଟିକାଲ୍ ସରାଉଣ୍ଡ୍ ଇଞ୍ଜିନ ଓ ଏସ୍-ଫୋର୍ସ ପ୍ରୋ…
ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା
ଭୁବନେଶ୍ୱର,୭।୭:ଆଇସିଆଇସିଆଇ ବ୍ୟାଙ୍କର ନୂତନ ଶାଖା ଭୁବନେଶ୍ୱରର କେଶୁରାଠାରେ ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଶାଖାର ସମସ୍ତ କର୍ମଚାରୀ…
ଫୋନ୍ପେର ଓ୍ବାନ୍ ଷ୍ଟପ୍ ପିଓଏସ୍
ଭୁବନେଶ୍ୱର,୭।୭:ଫୋନ୍ପେ ପକ୍ଷରୁ ଏକ ଅତ୍ୟାଧୁନିକ ଓ୍ବାନ୍ ଷ୍ଟପ ପଏଣ୍ଟ-ଅଫ-ସେଲ (ପିଓଏସ୍) ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ବ୍ୟବସାୟୀଙ୍କୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସକ୍ଷମ ସହ ଏକ…
ବଜାରରେ ଜିଓ ଭାରତ ୪ଜି ଫୋନ୍
ଭୁବନେଶ୍ୱର,୭।୭:ଦେଶର ପ୍ରମୁଖ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓର ନୂଆ ୪ଜି ଫିଚର ଫୋନ୍ ଜିଓ ଭାରତ ଭି୨କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ବିଶେଷ କରି ଦେଶର କୋଟି କୋଟି ୨ଜି ଫୋନ୍ ବ୍ୟବହାରକାରୀଙ୍କୁ…
ମାରୁତି ସୁଜୁକିର ନ୍ୟୁ ଇନ୍ଭିକ୍ଟୋ ଉନ୍ମୋଚିତ
ଭୁବନେଶ୍ୱର,୭୭:ମାରୁତି ସୁଜୁକି ଇଣ୍ଡିଆର ଲିମିଟେଡ (ଏମ୍ଏସ୍ଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଦି ନ୍ୟୁ ମାରୁତି ସୁଜୁକି ’ଇନ୍ଭିକ୍ଟୋ ଏମପିଭି’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏମଏସଆଇଏଲର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ହିସାଶି ତାକେଉଚି…
ବେଦାନ୍ତରେ ୧୦ ଟନ୍ ଇଲେକ୍ଟ୍ରିକ୍ ଫର୍କଲିଫ୍ଟର ଶୁଭାରମ୍ଭ
ଭୁବନେଶ୍ୱର,୭।୭(ଅଭୟ ଦାଶ):ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏକ ୧୦ ଟନ୍ ଇଲେକ୍ଟ୍ରିକ୍ ଲିଥିୟମ୍-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ କରାଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ (ଝାରସୁଗୁଡ଼ା) ମେଗା ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ ଝାରସୁଗୁଡାରେ ନିୟୋଜିତ ହୋଇଛି।…
ଟିସିଏସ ପରେ ଟାଟା ଷ୍ଟିଲର ବଡ଼ କାର୍ଯ୍ୟାନୁଷ୍ଠାନ, କମ୍ପାନୀରୁ ବିଦା ହେଲେ ୩୮ କର୍ମଚାରୀ
ନୂଆଦିଲ୍ଲୀ,୬।୭: ଟିସିଏସ ପରେ ଟାଟା ଷ୍ଟିଲ ମଧ୍ୟ କମ୍ପାନୀର ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ୩୮ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଟାଟା ଷ୍ଟିଲ ଚେୟାରମ୍ୟାନ ଏନ୍. ଚନ୍ଦ୍ରଶେଖରନ କମ୍ପାନୀର ଏଜିଏମ୍ରେ ଏହି ସୂଚନା ଦେଇଛନ୍ତି। ପଦବୀର ଅପବ୍ୟବହାର, ବ୍ୟକ୍ତିଗତ ଲାଭ…
ଭାରତୀୟ ସୌର ପ୍ରକଳ୍ପ ଆମେରିକା ପାଇଁ ପାଲଟିଲା ଉଦାହରଣ…
ଓ୍ବାଶିଂଟନ,୬।୭ : ଭାରତୀୟ ସୌର ଶକ୍ତି ଶିଳ୍ପ ଆମେରିକା ପାଇଁ ଏକ ଉଦାହରଣ ପାଲଟିଛି। ଭାରତର ସଫଳତାକୁ ଦର୍ଶାଇ ଆମେରିକାର ବରିଷ୍ଠ ସାଂସଦମାନେ ବିଶ୍ୱ ବ୍ୟାଙ୍କ ସଭାପତି ଅଜୟ ବଙ୍ଗାଙ୍କୁ ଜଳବାୟୁ ପ୍ରକଳ୍ପରେ ପୁଞ୍ଜି ବିନିଯୋଗ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି।…
ଟୁଇଟର୍କୁ ଟକ୍କର ଦେବାକୁ ଆସିଲା ଥ୍ରେଡ୍ସ ଆପ୍
କାଲିଫର୍ନିଆ,୬।୭: ମେଟା ସିଇଓ ମାର୍କ ଜୁକରବର୍ଗ ଥ୍ରେଡ୍ସ ଆପ ଲଞ୍ଚ କରିଛନ୍ତି। ଏହି ଆପ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଲଞ୍ଚ କରାଯାଇଛି। ଦୀର୍ଘ ସମୟ ଧରି ମେଟା ଏହି ଆପ୍ ଉପରେ କାମ କରୁଥିଲା ଯାହା ଶେଷରେ ଲଞ୍ଚ…
ତାତି ଲହରର ପ୍ରଭାବ: ୨୦୫୦ ବେଳକୁ ଗହମ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ ପାଇବା ଆଶଙ୍କା…
ନୂଆଦିଲ୍ଲୀ,୬।୭ : ତାପମାତ୍ରା ବୃଦ୍ଧି ଯୋଗୁ ୨୦୪୦ ସୁଦ୍ଧା ଭାରତରେ ଗହମ ଅମଳ ୫ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୧୦ ପ୍ରତିଶତ ହ୍ରାସ ହୋଇପାରେ। ଏକ ଅଧ୍ୟୟନରେ ଏହି ଆଶଙ୍କା ପ୍ରକାଶ ପାଇଛି। ଗହମ ଏବଂ ସୋରିଷ ଉତ୍ପାଦନରେ ଜଳବାୟୁ…

