ବାଣିଜ୍ୟ

ବ୍ୟବସାୟ ସମ୍ପ୍ରସାରଣକୁ ଗୁରୁତ୍ୱାରୋପ

ନୂଆଦିଲ୍ଲୀ,୧୦।୪: ଅନ୍ତଃରାଷ୍ଟ୍ରୀୟ ଉତ୍ପାଦନକାରୀ ସଂସ୍ଥା ଏନ୍‌ଜିକେ ସ୍ପାର୍କ ପ୍ଲଗ୍‌ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ବର୍ତ୍ତମାନ ନିଟେରା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଭାବେ ପରିଚିତ ହେବ। ଏପରି କି କମ୍ପାନୀର ନାମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ…

ଆଇଟିଏଲ୍‌ର ବାର୍ଷିକ ବିକ୍ରି ଫଳାଫଳ

ନୂଆଦିଲ୍ଲୀ,୧୦।୪: ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡ(ଆଇଟିଏଲ୍‌)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନୀ ଉଲ୍ଲେଖନୀୟ ପ୍ରଦର୍ଶନ ସହ ବାର୍ଷିକ କାରବାର ଶେଷ କରିଛି। ଏପରିକି ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ଆଇଟିଏଲ୍‌…

ୟୁପିଡିଏର ବାର୍ଷିକ ସାଧାରଣ ଅଧିବେଶନ

ଭୁବନେଶ୍ୱର,୧୦।୪: ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ (ୟୁପିଡିଏ)ର ବାର୍ଷିକ ସାଧାରଣ ଅଧିବେଶନ (ଏଜିଏମ୍‌) ରବିବାର ସ୍ଥାନୀୟ ଚନ୍ଦ୍ରଶେଖରପୁରସ୍ଥିତ ଏକ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁପିଡିଏର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଆସୋସିଏଶନର ସମସ୍ତ କାର୍ଯ୍ୟକଳାପ ଓ ଏଜିଏମର ଆଭିମୁଖ୍ୟ…

ଏଚ୍‌ସିଏଲ୍‌ ଜିଗସର ୪ର୍ଥ ସଂସ୍କରଣ

ନୂଆଦିଲ୍ଲୀ,୧୦।୪: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏଚ୍‌ସିଏଲ୍‌ ଜିଗସର ଆୟୋଜନ କରାଯାଉଛି। ଏଚ୍‌ସିଏଲ୍‌ ପ୍ରିମିୟର କ୍ରିଟିକାଲ ରିଜଏନିଂ ପ୍ଲାଟ୍‌ଫର୍ମ ‘ଏଚ୍‌ସିଏଲ୍‌ ଜିଗସ’ର ୪ର୍ଥ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଉକ୍ତ ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ…

ବୃଦ୍ଧି ପାଇଛି କୋଇଲା ଆମଦାନୀ

ନୂଆଦିଲ୍ଲୀ,୧୦।୪: କ୍ରମାଗତ ଭାବେ ଦେଶରେ କୋଇଲା ଆମଦାନୀ ବଢ଼ି ଚାଲିଛି। ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ ପ୍ରାୟ ୩୨% କୋଇଲା ଆମଦାନୀ ହୋଇଥିବା ଜଣାପଡିଛି। ବିଶେଷ କରି ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲରୁ ଫେବୃୟାରୀ ଶେଷ ମଧ୍ୟରେ…

ଲୁହାପଥର ଉତ୍ପାଦନରେ ଓଏମ୍‌ସିର ସଫଳତା

ଭୁବନେଶ୍ୱର,୯।୪: ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୨-୨୩ ଆର୍ଥିକ ବର୍ଷରେ ଓଏମ୍‌ସି ୨୯.୭ ନିୟୁତ ଟନ୍‌ ଲୁହାପଥର ଉତ୍ପାଦନ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍‌ସି ୨୫.୩୧ ନିୟୁତ ଟନ୍‌ ଉତ୍ପାଦନ କରିଥିଲା। ଉଲ୍ଲେଖଯୋଗ୍ୟ,…

ଢେଙ୍କାନାଳରେ ନ୍ୟୁ ଟିଏମ୍‌ଟି ଷ୍ଟିଲ୍‌ ବାର୍‌ କାରଖାନା

ଭୁବନେଶ୍ୱର,୯।୪: ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌ର ପ୍ରମୁଖ ଟିଏମ୍‌ଟି ବାର୍‌ ଓ ସମନ୍ବିତ ଇସ୍ପାତ ଉପତ୍ାଦ ନିର୍ମାତା ରୁଙ୍ଗ୍‌ଟା ଷ୍ଟିଲ୍‌ର ନ୍ୟୁ ଟିଏମ୍‌ଟି ଷ୍ଟିଲ୍‌ ବାର୍‌ କାରଖାନା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଓଡ଼ିଶାର ଢେଙ୍କାନାଳସ୍ଥିତ କମ୍ପାନୀର ନୂତନ କାରଖାନା କାର୍ଯ୍ୟକ୍ଷମ…

ପିଏମ୍‌ଏମ୍‌ଓ୍ବାଇରେ ୨୩.୨ ଲକ୍ଷ କୋଟି ମଞ୍ଜୁର

ନୂଆଦିଲ୍ଲୀ,୯।୪: ଗତ ୮ ବର୍ଷ ମଧ୍ୟରେ ଦେଶର ଲକ୍ଷାଧିକ କ୍ଷୁଦ୍ର ଓ ମଧ୍ୟମ ବର୍ଗର ଉଦ୍ୟୋଗୀମାନେ ଉନ୍ନତି କରିଥିବା ବେଳେ ଦେଶର ଅର୍ଥନୀତିରେ ମଧ୍ୟ ପ୍ରମୁଖ ଯୋଗଦାନ ହାସଲ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମତପ୍ରକାଶ କରିଛନ୍ତି। ବିଶେଷକରି ଉକ୍ତ ଯୋଜନାର ୮ମ…

କୋଚ୍ଚର ଦମ୍ପତିଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ, ୯।୪: ଆଇସିଆଇସିଆଇ ବ୍ୟାଙ୍କ ଋଣ ଠକେଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋଚ୍ଚର ଦମ୍ପତି ଓ ବେଣୁଗୋପାଳ ଧୁତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଛି। ମୁମ୍ବାଇର ସିଟି ସିଭିଲ୍‌ ଓ ସେସନ୍‌ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜଶିଟ୍‌ରେ ୯ଟି…

ଜି-୨୦ ପର୍ଯ୍ୟଟନ ବୈଠକରେ ଯୋଗଦେବେ ଜେ.କେ. ମହାନ୍ତି

ଭୁବନେଶ୍ୱର,୮ା୪: ଚଳିତ ବର୍ଷ ସମ୍ମାନଜନକ ଜି-୨୦ ସମ୍ମିଳନୀ ଭାରତରେ ହେବାକୁ ଯାଉଛି। ଏପରିକି ଉକ୍ତ ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ବେଳେ କେନ୍ଦ୍ର ସରକାର ଅନେକ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଫେଡେରେଶନ…

ବିଶ୍ୱଶ୍ରେଣୀୟ ଷ୍ଟିଲ୍‌ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର,୮ା୪: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ବାଣିଜି୍ୟକ କାର୍ଯ୍ୟକଳାପକୁ ନେଇ କ୍ରିସିଲ ଏଏ ରେଟିଂ ପଜିଟିଭକୁ ବୃଦ୍ଧି କରାଇଛି। ଏହି ସମୟରେ ସ୍ବଳ୍ପକାଳୀନ ବ୍ୟାଙ୍କ ସୁବିଧା ଉପରେ ମୂଲ୍ୟାୟନ କ୍ରିସିଲ ଏ୧+ରେ ପୁନଃ ପ୍ରମାଣିତ ହୋଇଛି। ଏପରିକି କମ୍ପାନୀର ଉନ୍ନତ ବ୍ୟବସାୟ…

ରିଲାଏନ୍ସ ଜୁଏଲ୍ସର ସ୍ବତନ୍ତ୍ର କଲେକ୍ସନ ‘ଥାଞ୍ଜାଭୁର’

ଭୁବନେଶ୍ୱର,୮ା୪: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମାଜେଷ୍ଟିକ ଥାଞ୍ଜାଭୁର’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ବିଶେଷକରି ଚଳିତ ବର୍ଷର ଅକ୍ଷୟ ତୃତୀୟା ପାଇଁ ଏଭଳି ଏକ ଆକର୍ଷଣୀୟ କଲେକ୍ସନ ‘ଥାଞ୍ଜାଭୁର’ର ବଜାର ପ୍ରବେଶ କରାଯାଇଛି। ଏ ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri