ବାଣିଜ୍ୟ

ମ୍ୟାଙ୍ଗୋ ମାର୍କେଟରେ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର,୫।୭: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ମଣ୍ଡି ବ୍ରାଣ୍ଡିଂ କାର୍ଯ୍ୟକ୍ରମ ମ୍ୟାଙ୍ଗୋ ମାର୍କେଟରେ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ କ୍ୟୁଆର୍‌ କୋଡ୍‌ ପ୍ରଦାନ ସହ ନୂତନ ଗ୍ରାହକମାନଙ୍କୁ ବ୍ୟାଙ୍କର ଉପତ୍ାଦଗୁଡିକ ବିଷୟରେ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୫।୭ (ଅଭୟ ଦାଶ): କ୍ରମାଗତ ୪ର୍ଥ ଦିନ ଲାଗି ଭାରତୀୟ ଶେୟାର ବଜାରରେ ଉତ୍ସାହ ଜାରି ରହିଛି। ଏପରିକି ଘରୋଇ ପୁଞ୍ଜିବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୭୪ ପଏଣ୍ଟ ବଢ଼ି…

ବିଓଆଇର ନୂତନ ଏମ୍‌ଏସ୍‌ଏସ୍‌ସି ଯୋଜନା

ଭୁବନେଶ୍ୱର,୪।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏମ୍‌ଏସ୍‌ଏସ୍‌ସି)-୨୦୨୩’ର ଆନୁଷ୍ଠାନିକ ଶୁଭାରମ୍ଭ ସୋମବାରଠାରୁ ସର୍ବଭାରତୀୟସ୍ତରରେ ହୋଇଯାଇଛି। ବିଶେଷ କରି ଭାରତର ପ୍ରଥମ ବ୍ୟାଙ୍କ ଭାବେ ବିଓଆଇ ଚଳିତ ମାସ ୩ ତାରିଖରେ ଭାରତ ସରକାରଙ୍କ…

‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂ

ଭୁବନେଶ୍ୱର,୪।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ପ୍ରିମିୟମ୍‌ କାର୍‌ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ମଧ୍ୟମ-ଆକାରର ଏସ୍‌ୟୁଭି ‘ହୋଣ୍ଡା ଏଲିଭେଟ୍‌’ର ପ୍ରାକ୍‌-ଉନ୍ମୋଚନ ବୁକିଂର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତରେ ଥିବା…

ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ୪ଜି ଫୋନ୍‌

ଭୁବନେଶ୍ୱର,୪।୭: ରିଲାଏନ୍ସ ଜିଓର ୯୯୯ ଟଙ୍କିଆ ଆକର୍ଷଣୀୟ ୪ଜି ଫୋନ୍‌ ‘ଜିଓ ଭାରତ ଭି୨’ କୁ ସୋମବାର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଦେଶ ଭିତରେ ଉତ୍ପାଦନ କରାଯାଉଥିବା ଏବଂ ମାତ୍ର ୭୧ ଗ୍ରାମ ଓଜନର ଜିଓ ଭାରତ ଭି୨…

ଏସବିଆଇ ପକ୍ଷରୁ ଆଇସିସିଡବ୍ଲ୍ୟୁ ସୁବିଧା

ଭୁବନେଶ୍ୱର,୪।୭: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ (ଏସବିଆଇ)ର ୬୮ ତମ ବ୍ୟାଙ୍କ୍‌ ଦିବସ ନିକଟରେ ପାଳିତ ହୋଇଯାଇଛି। ଏସବିଆଇର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍‌ ଆପ୍‌ ‘ୟୋନୋ’ରେ କେତେକ ନୂତନ ସୁବିଧାର ଶୁଭାରମ୍ଭ କରାଯାଇଥିବାବେଳେ ଇଣ୍ଟରଅପରେବଲ୍‌ କାର୍ଡଲେସ୍‌ ନଗଦ ଉଠାଣ (ଆଇସିସିଡବ୍ଲ୍ୟୁ) ସୁବିଧା ମଧ୍ୟ ଏସବିଆଇ…

ବଜାରରେ ସୋନି ବିଜେଡ୍‌୫୦ଏଲ୍‌ ସିରିଜ

ଭୁବନେଶ୍ୱର,୪।୭: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିିତ ବ୍ରାଭିଆ ୪କେ ଏଚ୍‌ଡିଆର୍‌ ଡିସ୍‌ପ୍ଲେର ନୂଆ ବିଜେଡ୍‌୫୦ଏଲ୍‌ ସିରିଜିର ଶୁଭାରମ୍ଭ ସହ ବଜାର ପ୍ରବେଶ ହୋଇଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ…

ମୋଟୋରୋଲାର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୪।୭: ମୋଟୋରୋଲାର ନୂତନ ଉତ୍ପାଦ ରେଜର୍‌ ୪୦ ଅଲଟ୍ରା ଏବଂ ରେଜର୍‌ ୪୦’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ମୋଟୋରୋଲା ଏସିଆ ପ୍ୟାସିଫିକର ଏକଜିକ୍ୟୁଟିଭ ଡାଇରେକ୍ଟର ପ୍ରଶାନ୍ତ ମଣି କହିଛନ୍ତି, ପ୍ରଯୁକ୍ତି ଓ ନବସୃଜନ କ୍ଷେତ୍ରରେ ମୋଟୋରୋଲା ଅଗ୍ରଭାଗରେ…

୭୬% ୨ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲା

ନୂଆଦିଲ୍ଲୀ,୩ା୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୨ ହଜାର ଟଙ୍କିଆ ନୋଟ୍‌ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରିଛି। ଏନେଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମୟ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜୁନ୍‌ ୩୦…

ଓଡ଼ିଶାରେ ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ସିସିସି

ଭୁବନେଶ୍ୱର,୩।୭: ଟାଟା ଷ୍ଟିଲ୍‌ର ଅତ୍ୟାଧୁନିକ ତଥା ସର୍ବପ୍ରଥମ ସମ୍ପୂର୍ଣ୍ଣ ସ୍ବୟଂକ୍ରୀୟ ନିର୍ମାଣ ସର୍ଭିସ୍‌ ସେଣ୍ଟର୍‌ (ସିସିସି) ଓଡ଼ିଶାର କଟକ ଜିଲା ଅନ୍ତର୍ଗତ ଟାଙ୍ଗିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଟାଟା ଷ୍ଟିଲ୍‌ର ଚେୟାରପର୍ସନ (ମାର୍କେଟିଂ ଏବଂ ସେଲ୍‌ସ ଓ ଲଙ୍ଗ ପ୍ରଡକ୍ଟସ୍‌…

୨୧ ମୋ ସ୍କୁଲର ବିକାଶ କରିବ ବେଦାନ୍ତ ଲାଞ୍ଜିଗଡ଼

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲାଞ୍ଜିଗଡ଼ ଏବଂ କଳାହାଣ୍ଡି ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଜଣାପଡିଛି। ଏପରିକି ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ମୋ…

ଜୁନ୍‌ରେ ହୋଣ୍ଡାର ଘରୋଇ ବିକ୍ରି ୫୦୮୦ ୟୁନିଟ୍‌

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ଭାରତର ଅଗ୍ରଣୀ ପ୍ରିମିୟମ କାର ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌) ପକ୍ଷରୁ ୨୦୨୩ ଜୁନ୍‌ର କାରବାର ସମ୍ପର୍କରେ ବିସ୍ତୃତ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ ଚଳିତ ବର୍ଷ ଜୁନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?