ବାଣିଜ୍ୟ

୪ ଜୁଲାଇରେ ଖୋଲିବ ସେନ୍‌କୋ ଗୋଲ୍ଡର ଆଇପିଓ

ଭୁବନେଶ୍ୱର,୩।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ସେନ୍‌କୋ ଗୋଲ୍ଡ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ଆଇପିଓ ୨୦୨୩ ଜୁଲାଇ ୪ରେ ଖୋଲିବ ବୋଲି ସେନ୍‌କୋ ଗୋଲ୍ଡ ପକ୍ଷରୁ ସୂଚନା ଦିଆଯାଇଛି, ଯେଉଁଥିରେ ୪୦୫ କୋଟି ଟଙ୍କାର ଇକ୍ୱିଟି ଶେୟାର ସାମିଲ ରହିଛି।…

ଦେବଦତ୍ତ ବିଓବିର ନୂତନ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର,୨।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନୂତନ ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦେବଦତ୍ତ ଚାନ୍ଦ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଚାନ୍ଦ ଏହା ପୂର୍ବରୁ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ବିଓବିର…

ଲକ୍ଷାଧିକ ଭକ୍ତଙ୍କୁ ଜେଏସ୍‌ପି ଫାଉଣ୍ଡେଶନର ସହାୟତା

ଭୁବନେଶ୍ୱର,୨।୭: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର(ଜେଏସ୍‌ପି)ର ସମାଜ କଲ୍ୟାଣ ସଂସ୍ଥା ଜେଏସ୍‌ପି ଫାଉଣ୍ଡେଶନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କୁ ରନ୍ଧାଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଆଦି ଯୋଗାଇ ଦିଆଯାଇଥିଲା। ଏପରିକି ଫାଉଣ୍ଡେଶନର ଚେୟାରପର୍ସନ ଶାଲୁ…

ରିଜର୍ଭ ବ୍ୟାଙ୍କର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨।୭: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଓଡ଼ିଶା କ୍ଷେତ୍ରୀୟ କାର୍ଯ୍ୟାଳୟର ନୂତନ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଡ. ସାରଦା ପ୍ରସନ୍ନ ମହାନ୍ତି ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଡ. ମହାନ୍ତି ଆର୍‌ବିଆଇର ମୁମ୍ବାଇ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିଲେ।…

ଜୁନରେ ରେକର୍ଡ ଜିଏସଟି ସଂଗ୍ରହ: ୧୨ ପ୍ରତିଶତ ବୃଦ୍ଧି ହୋଇ ଛୁଇଁଲା ୧.୬୧ ଲକ୍ଷ କୋଟି…

ନୂଆଦିଲ୍ଲୀ,୧।୭ : ଜିଏସଟି ସଂଗ୍ରହରେ ଜୁନ ୨୦୨୩ ରେ ରେକର୍ଡ ପରିମାଣରେ ବୃଦ୍ଧି ଘଟିଛି। ଅର୍ଥ ମନ୍ତ୍ରଣାଳୟ କହିଛି ଜୁନ ୨୦୨୩ରେ ମୋଟ ୧,୬୧,୪୯୭ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି। ଏଥିରେ ଗତ ବର୍ଷ ଜୁନ ତୁଳନାରେ ୧୨ ପ୍ରତିଶତ…

ପିଏସୟୁ ବ୍ୟାଙ୍କର ଲାଭ ୯ ବର୍ଷରେ ୩ ଗୁଣା ହୋଇ ୧.୦୪ ଲକ୍ଷ କୋଟି ଛୁଇଁଲା…

ନୂଆଦିଲ୍ଲୀ,୧।୭ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ସରକାରୀ ପଦକ୍ଷେପ ଯୋଗୁଁ ଗତ ନଅ ବର୍ଷ ମଧ୍ୟରେ ସରକାରୀ କ୍ଷେତ୍ର ବ୍ୟାଙ୍କ(ପିଏସୟୂ)ଗୁଡିକର ଲାଭ ୧.୦୪ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ନିଟ ଲାଭ ୨୦୨୩…

ଏଲ୍‌ଆଇସିର ନୂତନ ଉତ୍ପାଦ

ଭୁବନେଶ୍ୱର,୧।୭(ଅଭୟ ଦାଶ): ଭାରତୀୟ ଜୀବନବୀମା ନିଗମ (ଏଲ୍‌ଆଇସି)ର ନୂତନ ଉତ୍ପାଦ ‘ଧନବୃଦ୍ଧି’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଏଲ୍‌ଆଇସିର ଉକ୍ତ ଯୋଜନା ସୀମିତ ସମୟ ପାଇଁ ବଜାରରେ ଉପଲବ୍ଧ ହେବ ବୋଲି ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ଏଲ୍‌ଆଇସିର…

ଏନ୍‌ଏମ୍‌ଡିସି-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଚୁକ୍ତିନାମା

ଭୁବନେଶ୍ୱର,୧।୭: ଦେଶର ପ୍ରମୁଖ ଖଣି ଖନନ କମ୍ପାନୀ ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ହାଇଦ୍ରାବାଦ ଏବଂ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଲୁହାପଥର ଧୂଳି ଆବଦ୍ଧ ପାଇପ୍‌ ସାହାଯ୍ୟରେ ଗୋଟିଏ ସ୍ଥାନରୁ…

୯ମିଲିୟନ ଡଲାରର ଗ୍ଲୋବାଲ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧।୭: ଟୋୟୋଟା ମୋବିଲିଟି ଫାଉଣ୍ଡେଶନ ଏବଂ ଚ୍ୟାଲେଞ୍ଜ ୱାର୍କସ୍‌ ଆଣ୍ଡ ୱାର୍ଲଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ସହଯୋଗରେ ଏକ ଅଭିନବ କାର୍ଯ୍ୟକ୍ରମ ‘୯ ମିଲିୟନ ଡଲାର ଗ୍ଲୋବାଲ ଚ୍ୟାଲେଞ୍ଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ଟୋୟୋଟା ମୋବିଲିଟି ଫାଉଣ୍ଡେଶନର…

ଖରିଆର ରୋଡ୍‌ରେ ବିଓଏମ୍‌ର ନୂତନ ଶାଖା

ଭୁବନେଶ୍ୱର,୧।୭: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ଆଉ ଏକ ନୂତନ ଶାଖା ନୂଆପଡ଼ା ଜିଲାର ଖରିଆର ରୋଡ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ନୂଆପଡ଼ାର ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ…

ଆର୍ଥିକ ବିକାଶ ପାଇଁ ଜିଏସ୍‌ଟି ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧।୭: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୧ରେ ଅର୍ଥମନ୍ତ୍ରାଳୟ ପକ୍ଷରୁ ଜିଏସ୍‌ଟି ଦିବସ ପାଳନ କରାଯାଉଛି। ଏପରିକି ଭାରତର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସରକାର ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)କୁ ସାରା ଦେଶରେ ପ୍ରଚଳନ ପାଇଁ…

ଓଡିଏମ୍‌କୁ ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌ ସମ୍ମାନ

ନୂଆଦିଲ୍ଲୀ,୩୦।୬: ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ହ୍ୟାତ୍‌ ରିଜେନ୍ସି ହୋଟେଲ ପରିସରରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri