ବାଣିଜ୍ୟ

ତନିସ୍କରେ ଡାଇମଣ୍ଡ ଫେଷ୍ଟିଭାଲ

ଭୁବନେଶ୍ୱର,୨୬।୭: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ଏକ ଆକର୍ଷଣୀୟ ଡାଇମଣ୍ଡ ଫେଷ୍ଟିଭାଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ କଲେକ୍ସନ ‘ଦି ଅଟମ୍‌ ଏଡିଟ୍‌’ ଓ ହୀରା ଗହଣାର ବ୍ୟାପକ ସମ୍ଭାରକୁ ଫେଷ୍ଟିଭାଲରେ ପ୍ରଦର୍ଶନୀ…

ଜେଏସ୍‌ପିକୁ ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର

ଭୁବନେଶ୍ୱର,୨୬।୭(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) କୁ ନିକଟରେ ଆଉ ଏକ ସ୍ବୀକୃତି ତଥା ଶ୍ରେଷ୍ଠ କାର୍ଯ୍ୟସ୍ଥଳୀର ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଶେଷକରି ଉନ୍ନତ କର୍ମକ୍ଷେତ୍ରର ସଂସ୍କୃତି ପାଇଁ ୨୦୨୩ ଜୁଲାଇରୁ…

୫୦୦ ଶହ ଟଙ୍କିଆ ନୋଟ ବନ୍ଦ ହେବ କି ? ସ୍ପଷ୍ଟୀକରଣ ଦେଲେ ସରକାର…

ନୂଆଦିଲ୍ଲୀ,୨୫।୭ : ନୂତନ ୨୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଲୋକଙ୍କ ମନରେ ଏକ ଭୟ ରହିଛି ସରକାର ମଧ୍ୟ ୫୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ପ୍ରତ୍ୟାହାର କରି ନେଇପାରନ୍ତି। ଏବେ ସରକାର ଏହାର ଉତ୍ତର ଦେଇଛନ୍ତି। ଏହା…

ଅଡୁଆରେ ‘ବାୟଜୁସ୍’, ଏବେ କମ୍ପାନୀର ହାତ ଛାଡିଲେ ସବୁଠୁ ବଡ ନିବେଶକ

ନୂଆଦିଲ୍ଲୀ, ୨୬। ୭: ଦେଶରେ ଆଡଟେକ୍ ଇଣ୍ଡଷ୍ଟ୍ରିରେ ବଡ ପରିବର୍ତ୍ତନ ଆଣିଥିବା କମ୍ପାନୀ ‘ବାୟଜୁସ୍’ର ଅଡୁଆ ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ସହଯୋଗୀ କମ୍ପାନୀର ହାତ ଛାଡୁଛନ୍ତି। ଏହି କ୍ରମରେ ଏବେ ବାୟଜୁ ରବିନ୍ଦ୍ରନ ନେତୃତ୍ବାଧୀନ ଏହି କମ୍ପାନୀର ସବୁଠାରୁ…

ଭାରତରେ ଏଣ୍ଟ୍ରି କରିବାକୁ ଉଦ୍ୟମ ଚଳାଇଛି ଟେସଲା, ଖୁବ୍‌ଶୀଘ୍ର ପୀୟୁଷ ଗୋୟଲଙ୍କ ସହ ମ୍ୟାନେଜ୍‌ମେଣ୍ଟ କରିବ ଆଲୋଚନା

ନୂଆଦିଲ୍ଲୀ,୨୫।୭: ଏଲନ ମସ୍କଙ୍କ ଇଲେକ୍ଟ୍ରିିକ କମ୍ପାନୀ ଟେସଲା ଦୀର୍ଘ ଦିନ ଧରି ଭାରତରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ତେବେ କେନ୍ଦ୍ର ସରକାରଙ୍କ କଠୋର ମନୋଭାବ ଏବଂ ସର୍ତ୍ତ ଯୋଗୁ କମ୍ପାନୀ ଏହାର ଯୋଜନା କାର୍ଯ୍ୟକାରୀ କରିବାରେ ସକ୍ଷମ ହୋଇ…

ବିଓବିର ୧୧୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୫।୭: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ୧୧୬ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏ ସମ୍ପର୍କରେ ବିଓବିର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି, ପ୍ରତିଷ୍ଠା ଦିବସ ବ୍ୟାଙ୍କର ଗୌରବମୟ ଇତିହାସ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।…

ବିଜିୟୁର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୫।୭: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷରେ ଆଡମିଶନ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ଯଥା ଆଇନ, ବାଣିଜ୍ୟ, ବିଜ୍ଞାନ ଏବଂ ହ୍ୟୁମାନିଟିଜ ଓ ଆପ୍ଲାଏଡ ସାଇନ୍ସର ନବାଗତ…

କଟକରେ ବିଗ୍‌ୱିଙ୍ଗ୍‌ର ନୂତନ ଆଉଟ୍‌ଲେଟ

ଭୁବନେଶ୍ୱର,୨୫।୭: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆର ଆଉ ଏକ ଏକ୍ସକ୍ଲୁସିଭ ବିଗ୍‌ଓ୍ବିଙ୍ଗ ଆଉଟଲେଟ ଓଡ଼ିଶା ବଜାରରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି କଟକ ଲିଙ୍କ୍‌ରୋଡ୍‌ସ୍ଥିତ ଓଏସ୍‌ଏଲ୍‌ ଟାୱାର ନିକଟସ୍ଥ କଟକ ସେଣ୍ଟ୍ରାଲ ନାମରେ ଏହି ନୂଆ ଶୋ’ରୁମ୍‌ର ଶୁଭାରମ୍ଭ ନିକଟରେ…

ଖୋର୍ଦ୍ଧାରେ ଟାଟା ମୋଟର୍ସର ଅତ୍ୟାଧୁନିକ ଆରଭିଏସ୍‌ଏଫ୍‌

ଭୁବନେଶ୍ୱର,୨୫।୭ (ଅଭୟ ଦାଶ): ଟାଟା ମୋଟର୍ସର ଅତ୍ୟାଧୁନିକ ରେଜିଷ୍ଟର୍ଡ ଭେଇକିଲ ସ୍କ୍ରାପିଂ ଫାସିଲିଟି (ଆର୍‌ଭିଏସ୍‌ଏଫ୍‌) ସେଣ୍ଟର ସୋମବାର ଭୁବନେଶର ନିକଟବର୍ତ୍ତୀ ଖୋର୍ଦ୍ଧାର କୁମାରବସ୍ତ କାଞ୍ଜିଆମାଠାରେ ଉଦ୍‌ଘାଟିତ ହୋଇଯାଇଛି। ବିଶେଷ କରି ନିରନ୍ତର ଗତିଶୀଳତା ପାଇଁ କମ୍ପାନୀର ପ୍ରତିବଦ୍ଧତା ଜାରି ରଖିଛି। ଏପରିକି…

ଭାରତରୁ ଚାଉଳ ରପ୍ତାନି ବନ୍ଦ ନେଇ ଅସୁବିଧାରେ ଆମେରିକା…

ନୂଆଦିଲ୍ଲୀ,୨୪।୭ : ନିକଟରେ ଚାଉଳ ରପ୍ତାନି ସମ୍ପର୍କରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ କେନ୍ଦ୍ର ସରକାର ବାସୁମତି ଚାଉଳ ବ୍ୟତୀତ ସମସ୍ତ ପ୍ରକାର ଅରୁଆ ଚାଉଳ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଆଗାମୀ ପାର୍ବଣ ଋତୁରେ…

ଟୁଇଟରର ନୂଆ ଲୋଗୋ : ନୀଳ ପକ୍ଷୀ ବଦଳରେ ଇଂରାଜୀ ଅକ୍ଷର ‘ଏକ୍ସ’ …

ଓ୍ବାଶିଂଟନ,୨୪।୭ : ନୀଳ ପକ୍ଷୀ ବଦଳରେ ଇଂରାଜୀ ‘ଏକ୍ସ’ ଟୁଇଟରର ନୂଆ ଲୋଗୋ ହେବ ବୋଲି ଏଲୋନ ମସ୍କ ସୂଚନା ଦେଇଛନ୍ତି। ଗତ ବର୍ଷ ଟୁଇଟରର ଦାୟିତ୍ୱ ଗ୍ରହଣ କରିବା ପରେ ଏଲନ ମସ୍କ କମ୍ପାନୀରେ ଅନେକ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ…

ସଫଳତାର ଗୁରୁମନ୍ତ୍ର ଦେଲେ ଗରିମା

ଭୁବନେଶ୍ୱର,୨୪।୭: ଦେଶର ପ୍ରମୁଖ ତଥା ପ୍ରିମିୟର ସଭିଲ ସର୍ଭିସ କୋଚିଂ ସେଣ୍ଟର ବାଜିରାଓ ଆଇଏଏସ୍‌ ଏକାଡେମୀର ଓଡ଼ିଶା ଶାଖା ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସଭିଲି ସର୍ଭିସ ପରୀକ୍ଷାରେ କିଭଳି କୃତକାର୍ଯ୍ୟ ହେବେ ଏବଂ ସଫଳତାର ମୂଳମନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri