ବାଣିଜ୍ୟ

ସିୟୁଇଇ-୨୦୨୪ ଆବେଦନ ଆରମ୍ଭ

ଭୁବନେଶ୍ୱର, ୨୪।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ (ଓଡ଼ିଶା ଏବଂ ଏପି) ପକ୍ଷରୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ (ସିୟୁଇଇ-୨୦୨୪) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି…

ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ

ଭୁବନେଶ୍ୱର, ୨୪।୯ : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍‌ ଯୋଗାଣ ପାଇଁ ଟିପିସିଓଡିଏଲ୍‌ ପ୍ରତିବଦ୍ଧ ରହିଛି।…

ପାରାଦୀପ ପୋର୍ଟରେ କରାଯାଉ କଣ୍ଟେନର ଟର୍ମିନାଲ

ଭୁବନେଶ୍ୱର,୨୪।୯: ଓଡ଼ିଶାର ପ୍ରମୁଖ ବନ୍ଦର ‘ପାରାଦୀପ ପୋର୍ଟ’ରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ କରାଯାଉ ବୋଲି ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଲଜିଷ୍ଟିକ୍ସ ମୁଖ୍ୟ ଭେଙ୍କଟେଶ୍ୱର ରାଓ ଭୁବନେଶ୍ୱରଠାରେ ଆୟୋଜିତ ଦିନିକିଆ ଲଜିଷ୍ଟିକ୍‌ ସମ୍ମିଳନୀକୁ ସମ୍ବୋଧିତକରି ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ କଣ୍ଟେନର…

ବିଓଏମ୍‌କୁ ରାଜଭାଷା ‘କୀର୍ତ୍ତି ପୁରସ୍କାର’

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) କୁ ନିକଟରେ ରାଜଭାଷା ‘କୀର୍ତ୍ତି ପୁରସ୍କାର’ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜଭାଷା ହିନ୍ଦୀର ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ବିଓଏମ୍‌କୁ ସର୍ବୋଚ୍ଚ ସମ୍ମାନ ‘ରାଜଭାଷା କୀର୍ତ୍ତି’ପୁରସ୍କାର ପ୍ରଦାନ କରାଯାଇଛି।…

ଜିଓର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର, ୨୪।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି…

ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା

ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା ଅର୍ଥନୀତିରେ…

ଭାରତ-କାନାଡା ବିବାଦ: ବାଜିରେ କାନାଡାରେ ଶିକ୍ଷା ବ୍ୟବସ୍ଥା

ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଦିନକୁ ଦିନ ତିକ୍ତ ହେବାରେ ଲାଗିଛି। ଭାରତ ସରକାରଙ୍କ ଦ୍ୱାରା ଭିଜା ସେବା ବନ୍ଦ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନରମିଛନ୍ତି। ହେଲେ ଏହି କିଛିଦିନ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଦେଶର ଅର୍ଥନୀତିରେ…

ଏହି ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ଆରବିଆଇ 

ନୂଆଦିଲ୍ଲୀ, ୨୩। ୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ ଅନନ୍ତଶୟନମ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯଦ୍ବାରା ଏହି ବ୍ୟାଙ୍କକୁ ଏହାର ସମସ୍ତ ବ୍ଯାଙ୍କିଂ କାରୋବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ନନ୍-ବ୍ୟାଙ୍କିଂ ସଂସ୍ଥା ଭାବେ କାମ…

ଇସ୍ତଫା ଦେଲେ ‘ଏକ୍ସ’ର ଭାରତ-ଦକ୍ଷିଣ ଏସିଆ ପଲିସି ମୁଖ୍ୟ

ନୂଆଦିଲ୍ଲୀ, ୨୩। ୯: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ'(ପୂର୍ବରୁ ଟୁଇଟର) ର ଭାରତ ଏବଂ ଦକ୍ଷିଣ ଏସିଆର ପଲିସି ମୁଖ୍ୟ ସମୀରନ୍ ଗୁପ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ ଦେଶରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କମ୍ପାନୀର ବଡ ଅଧିକାରୀଙ୍କ…

କେନ୍ଦ୍ର ସରକାରଙ୍କ ଏକକୋଟି କର୍ମଚାରୀ-ପେନସନଭୋଗୀଙ୍କର ବଢ଼ିବ ୪ ପ୍ରତିଶତ ଡିଏ-ଡିଆର…

ନୂଆଦିଲ୍ଲୀ,୨୩।୯ : କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଜୁଲାଇ ୧ ରୁ ୪ ପ୍ରତିଶତ ଡିଏ-ଡିଆର ବୃଦ୍ଧି ଉପହାର ପାଇବେ। ନ୍ୟାଶନାଲ କାଉନସିଲ (ଜେସିଏମ) କର୍ମକର୍ତ୍ତା ବୈଠକରେ ଓପିଏସ ପ୍ରସଙ୍ଗ ଉଠାଇଥିବା ଅଲ ଇଣ୍ଡିଆ ପ୍ରତିରକ୍ଷା…

ପାକିସ୍ତାନରେ ବଢ଼ିବ ବିଦ୍ୟୁତ ଶୁଳ୍କ, ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟିର ଅତିରିକ୍ତ ବୋଝ…

ଇସଲାମାବାଦ,୨୩।୯ : ତ୍ରୟମାସିକ ସମନ୍ବୟ ପାଇଁ ପାକିସ୍ତାନର ଜାତୀୟ ବିଦ୍ୟୁତ ଶକ୍ତି ନିୟାମକ ପ୍ରାଧିକରଣ (ଏନଇପିଆରଏ) ୟୁନିଟ ପିଛା ୩.୨୮ ପାକିସ୍ତାନୀ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ପ୍ରାପ୍ତ ସୂଚନା…

ଏଜିଇଏଲ୍‌ ସହ ଟୋଟାଲ ଏନର୍ଜିସ୍‌ର ସମ୍ପ୍ରସାରଣ ସହଭାଗିତା

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ (ଏଜିଇଏଲ୍‌) ଏବଂ ଟୋଟାଲ ଏନର୍ଜିସ୍‌ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ନେଇ ବୁଝାମଣା ହୋଇଛି। ଉକ୍ତ ବୁଝାମଣା ଅନୁଯାୟୀ ଉଭୟ କମ୍ପାନୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?