ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁହାଁ…
ନୂଆଦିଲ୍ଲୀ,୯।୮ : ଗତ ଏକ ମାସ ଧରି ଟମାଟୋର ମୂଲ୍ୟ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି। ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ସ୍ଥିର ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ ହୋଇଛି।…
ସର୍ବୋଚ୍ଚ ସ୍ତରରେ ଗହମ ଦର
ଭୁବନେଶ୍ୱର,୯।୮(ଅଭୟ ଦାଶ): ଗତ କିଛି ମାସ ହେବ ଘରୋଇ ବଜାରରେ ଗହମ ଦର ବୃଦ୍ଧି ପାଇଚାଲିଛି। ଫଳରେ ଗହମରୁ ଉତ୍ପାଦିତ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ସେହି ପରିମାଣରେ ବଢ଼ି ଚାଲିଛି। ଏପରିକି ଗହମ ଦର ଗତ ୬ ମାସର ଉଚ୍ଚତମ…
ବିଓବିର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୯।୮: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ୨୦୨୩-୨୪ ପ୍ରଥମ ତ୍ରୈ ମାସିକ (ଏପ୍ରିଲରୁ ଜୁନ୍) ଶେଷ ସୁଦ୍ଧା…
ହୋଣ୍ଡାର ନ୍ୟୁ ଏସ୍ପି ୧୬୦ ଉନ୍ମୋଚିତ
ଭୁବନେଶ୍ୱର,୯।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ଏସ୍ପି୧୬୦କୁ ମଙ୍ଗଳବାର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଏସ୍ପି ବ୍ରାଣ୍ଡ୍କୁ ଆଉ ଏକ ସୋପାନରେ ପହଞ୍ଚତ୍ାଇବା ପାଇଁ ଉକ୍ତ…
କ୍ୟୁସିଆଇ ର଼୍ୟାଙ୍କିଙ୍ଗ୍ରେ ଡ୍ରିମ୍ସ ପଲିଟେକ୍ନିକ
ଭୁବନେଶ୍ୱର,୯।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ସମୂହର ପ୍ରମୁଖ ଶିକ୍ଷାନୁଷ୍ଠାନ ‘ଡ୍ରିମ୍ସ ପଲିଟେକ୍ନିକ୍’କୁ ନିକଟରେ ଆଉ ଏକ ସଫଳତା ସହ ମାନ୍ୟତା ମଧ୍ୟ ମିଳିଛି। ବିଶେଷକରି ଅନୁଷ୍ଠାନର ଶିକ୍ଷାଦାନ, ଭିତ୍ତିଭୂମି, ଗବେଷଣା, ପରୀକ୍ଷା ନିୟନ୍ତ୍ରଣ, ଆର୍ଥିକ ପରିଚାଳନା, ଉତ୍ତୀର୍ଣ୍ଣ…
ବଜାଜ ଫାଇନାନ୍ସ ସହ ହୋଣ୍ଡାର ସହଭାଗିତା
ଭୁବନେଶ୍ୱର,୯।୮: ହୋଣ୍ଡା କାରସ୍ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍) ଏବଂ ବଜାଜ୍ ଫାଇନାନ୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉଭୟ ସଂସ୍ଥାର କାରବାର ବୃଦ୍ଧି ଏବଂ ଗ୍ରାହକଙ୍କ ଆବଶ୍ୟକତା ପୂରଣକୁ ଆଖି ଆଗରେ ରଖି ଏଭଳି ଏକ…
ଅନଲାଇନ ଗେମିଂରେ ୨୮ ପ୍ରତିଶତ ଜିଏସଟିର ପ୍ରଭାବ: ଏମପିଏଲ ୩୫୦ କର୍ମଚାରୀଙ୍କୁ କରିବ ଛଟେଇ…
ନୂଆଦିଲ୍ଲୀ,୮।୮ : ଅନଲାଇଇନ ଗେମିଂରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେବା ନିଷ୍ପତ୍ତିିର ପ୍ରଭାବ ଅନୁଭୁତ ହୋଇଛି। ଅନଲାଇନ୍ ଗେମିଂ କମ୍ପାନୀ ଏମପିଏଲ(ମୋବାଇଲ ପ୍ରିମିୟର ଲିଗ) ଏହାର ୩୫୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଅନଲାଇନ ଗେମିଂରେ ଜିଏସଟି ହାରରେ ବୃଦ୍ଧି…
ଲାପଟପ-ଟାବଲେଟ ବିକ୍ରିରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି…
ନୂଆଦିଲ୍ଲୀ,୮।୮ : ଦେଶରେ ଲାପଟପ ଏବଂ ଟାବଲେଟ ବିକ୍ରିରେ ବୃଦ୍ଧି ଘଟିଛି। ଗତ ସପ୍ତାହରେ ଅପ୍ରତ୍ୟାଶିତ ଭାବରେ ଲାପଟପ ଏବଂ ଟାବଲେଟ ଆମଦାନୀ ଉପରେ ଭାରତ ସରକାର ନିଷେଧାଦେଶ ଘୋଷଣା କରିବା ପରେ ଏହା ଘଟିଛି। ସରକାର ଆହୁରି ସ୍ପଷ୍ଟ କରିଥିଲେ…
ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଅଡିଟର ପଦରୁ ଇସ୍ତଫା ଦେଲା ପିଡବ୍ଲୁସି
ନୂଆଦିଲ୍ଲୀ,୮।୮: ପେଟିଏମ୍ ପେମେଣ୍ଟ ସର୍ଭିସର ଅଡିଟର ପଦରୁ ଇସ୍ତଫା ଦେଇଛି ଖ୍ୟାତନାମା ଆକାଉଣ୍ଟିଂ ଫାର୍ମ ପ୍ରାଇସ୍ ଓ୍ବାଟରହାଉସ୍ କପର୍ସ(ପିଡବ୍ଲୁସି)। ତେବେ ପିଡବ୍ଲୁସି ସ୍ଥାନରେ ଏବେ କୋଲକାତା ସ୍ଥିତ ଏସ୍ଆର୍ ବାଟଲିବୋଇ ଆଣ୍ଡ ଆସୋସିଏଟ୍ସ ଏଲ୍ଏଲ୍ପିକୁ ନୂଆ ଆଧିକାରିକ ଅଡିଟର ଭାବେ ନିଯୁକ୍ତି…
ଋଣ ମହଙ୍ଗା କଲା ଏଚ୍ଡିଏଫ୍ସି ବ୍ୟାଙ୍କ, ଜାଣନ୍ତୁ…
ନୂଆଦିଲ୍ଲୀ,୮।୮: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ଏହାର ଗ୍ରାହକମାନଙ୍କ ପାଇଁ ଋଣକୁ ମହଙ୍ଗା କରିଛି। ବ୍ୟାଙ୍କ ଏହାର ଏମ୍ସିଏଲ୍ଆର୍କୁ ୧୫ ଆଧାର ପଏଣ୍ଟ(ବିପିଏସ୍) ବୃଦ୍ଧି କରିଛି। ତେବେ ୧ ବର୍ଷରୁ ଅଧିକ କାର୍ଯ୍ୟକାଳ ପାଇଁ ଏମସିଏଲ୍ଆର୍ ଅପରିବର୍ତ୍ତିତ ରହିଥାଏ। ବ୍ୟାଙ୍କ…
ପେପରଫ୍ରାଇ ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କ ହୃଦଘାତରେ ଦେହାନ୍ତ
ନୂଆଦିଲ୍ଲୀ,୮।୮: ପେପରଫ୍ରାଇ ସିଇଓ ତଥା ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତିଙ୍କର ସୋମବାର ହୃଦଘାତରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଏନେଇ ଅନ୍ୟତମ ସହପ୍ରତିଷ୍ଠାତା ଆଶିଷ ଶାହା ‘ଏକ୍ସ’ରେ ହୃଦୟସ୍ପର୍ଶୀ ପୋଷ୍ଟ କରି ଜଣାଇଛନ୍ତି। ଆଶିଷ ଲେଖିଛନ୍ତି, ‘ମୋର…
ଥଣ୍ଡା ପାନୀୟ ଜଳ ଯାନର ଶୁଭାରମ୍ଭ
ଭୁବନେଶ୍ୱର,୮।୮: ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସ୍ପି)ର ସାମାଜିକ ଅନୁଷ୍ଠାନ ଜେଏସ୍ପି ଫାଉଣ୍ଡେଶନ ପକ୍ଷରୁ ସୋମବାର ଏକ ଥଣ୍ଡା ପାନୀୟ ଜଳ ସେବା ଯାନର ଶୁଭାରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର…
Archives


