ହମାସ ଆକ୍ରମଣ ପରେ ଇସ୍ରାଏଲ ଶେୟାର ବଜାର ମାନ୍ଦା…
ତେଲ ଅଭିବ,୮।୧୦ : ଗାଜାରେ ହମାସ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ ଉପରେ ଅପ୍ରତ୍ୟାଶିତ ଆକ୍ରମଣ ପରେ ତେଲ ଅଭିବ ଷ୍ଟକ ଏକ୍ସଚେଞ୍ଜରେ ବହୁତ ହ୍ରାସ ଘଟିଛି। ଆଗାମୀ ସମୟ ନିବେଶକମାନଙ୍କ ପାଇଁ ଅନିଶ୍ଚିତତା ଆଣିବ ବୋଲି କୁହାଯାଉଛି। ଇସ୍ରାଏଲ ଗଣମାଧ୍ୟମ…
ଅନିଲ ଅମ୍ବାନୀଙ୍କୁ ବଡ଼ ଝଟ୍କା; ଏବେ ୯୨୨ କୋଟିର ନୋଟିସ୍ ପଠାଇଲେ ସରକାର
ନୂଆଦିଲ୍ଲୀ,୮।୧୦: ଅନିଲ ଅମ୍ବାନୀଙ୍କୁ ୯୨୨.୫୮ କୋଟି ଟଙ୍କାର ଟିକସ ନୋଟିସ ପଠାଇଛନ୍ତି ସରକାର। ଜିଏସ୍ଟି ଚୋରୀ ଏବଂ ବକେୟା ଉପରେ ନଜର ରଖିଥିବା ଡିଜିଜିଆଇ ଅନୀଲଙ୍କୁ ୪ ପୃଥକ ନୋଟିସ ପଠାଇଛି। ତାଙ୍କୁ ରିଲାଏନ୍ସ କ୍ୟାପିଟାଲ୍ର ଏକ ୟୁନିଟ ରିଲାଏନ୍ସ ଜେନେରାଲ…
ଆଇଆଇଟି ବମ୍ବେ ସହ ଜେଏସ୍ଏଲ୍ର ସହଭାଗିତା
ଭୁବନେଶ୍ୱର ,୮। ୧୦: ଦେଶର ପ୍ରମୁଖ ଶିଳ୍ପସଂସ୍ଥା ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍(ଜେଏସ୍ଏଲ୍) ଏବଂ ଭାରତର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ବମ୍ବେ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ହୋଇଯାଇଛି। ଆଇଆଇଟି ବମ୍ବେରେ ଏକ ଚେୟାର ପ୍ରଫେସରଶିପ୍ ପ୍ରତିଷ୍ଠା ପାଇଁ ଜେଏସ୍ଏଲ୍ ଉକ୍ତ…
‘ହାତକଥା’ ପକ୍ଷରୁ ୨ଦିନିଆ ଫେଷ୍ଟିଭ୍ ଫ୍ଲି ଉଦ୍ଘାଟିତ
ଭୁବନେଶ୍ୱର,୮। ୧୦: ରାଜ୍ୟର ଅଗ୍ରଣୀ ଷ୍ଟାର୍ଟଅପ୍ ୟୁନିଟ୍ ‘ହାତକଥା’ ପକ୍ଷରୁ ୨ ଦିନିଆ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଫେଷ୍ଟିଭ୍ ଫ୍ଲି’ ଆନୁଷ୍ଠାନିକ ଭାବେ ଶନିବାର ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରର କଟକ ରୋଡ୍ସ୍ଥିତ ପ୍ରାଙ୍ଗନ ମ୍ୟାଙ୍ଗୋ ହୋଟେଲଠାରେ ଆୟୋଜିତ ୨ ଦିନିଆ ‘ଫେଷ୍ଟିଭ୍…
ବିଶ୍ୱ ଗହଣା ସଂଘ ଦ୍ୱାରା ଜୟ ଆଲୁକ୍କାସ ସମ୍ମାନିତ
ଭୁବନେଶ୍ୱର,୮। ୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଜୟ ଆଲୁକ୍କାସଙ୍କୁ ନିକଟରେ ଆଉ ଏକ ଅନ୍ତର୍ଜାତୀୟସ୍ତରୀୟ ସମ୍ମାନ ଦିଆଯାଇଛି। ବିଶେଷକରି ଭାରତ ଏବଂ ବିଶ୍ୱରେ ଗହଣା କ୍ଷେତ୍ରକୁ ଅସାଧାରଣ ଯୋଗଦାନ ପାଇଁ…
ଗ୍ରୀଡ୍କୋ ଲିମିଟେଡ୍ର ‘ଗୋ ଗ୍ରୀନ୍’ପୋର୍ଟାଲର ଲୋକାର୍ପଣ
ଭୁବନେଶ୍ୱର,୮। ୧୦: ରାଜ୍ୟର ପ୍ରମୁଖ କର୍ପୋରେଶନ ତଥା ଗ୍ରୀଡ୍କୋ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଗୋ ଗ୍ରୀନ୍’ପୋର୍ଟାଲର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଓଡ଼ିଶା ସରକାରଙ୍କ ସବୁଜ ଶକ୍ତିର ବହୁଳ ଉତ୍ପାଦନ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା…
ଆର୍ଆର୍ଭିଏଲ୍ରେ ୪୯୬୬.୮ କୋଟି ଟଙ୍କା ନିବେଶ କରିବ ଏଡିଆଇଏ
ଭୁବନେଶ୍ୱର,୮। ୧୦: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପ୍ରମୁଖ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆର୍ଆର୍ଭିଏଲ୍)ରେ ଆବୁଧାବି ଇନେ୍ଭଷ୍ଟମେଣ୍ଟ ଅଥୋରିଟି (ଏଡିଆଇଏ)ର ଏକ ପୂର୍ଣ୍ଣ ଅଧିକୃତ ସହଯୋଗୀ ସଂସ୍ଥା ପ୍ରାୟ ୫୦୦୦ (୪୯୬୬.୮୦) କୋଟି ଟଙ୍କାର ପୁଞ୍ଜିନିବେଶ କରିବା ନେଇ ଆର୍ଆର୍ଭିଏଲ୍…
ଡୁରିଆନ୍ର ଗ୍ରାଣ୍ଡ୍ ଫେଷ୍ଟିଭ ଅଫର
ଭୁବନେଶ୍ୱର,୮। ୧୦: ଦେଶର ପ୍ରମୁଖ ଫର୍ନିଚର ବ୍ରାଣ୍ଡ୍ ଡୁରିଆନ୍ର ବହୁ ପ୍ରତୀକ୍ଷିତ ‘ ଗ୍ରାଣ୍ଡ୍ ଫେଷ୍ଟିଭ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କେତେକ ସ୍ବତନ୍ତ୍ର ସାମଗ୍ରୀ ଉପରେ ଫ୍ଲାଟ୍ ୫୦%ର ରିହାତି ଅଫର ଦିଆଯାଉଛି। ଏହା ସବୁ…
ଓଡ଼ିଶାର ଦାବି ଅଗ୍ରାହ୍ୟ, କେନ୍ଦୁପତ୍ର ଉପରୁ ଜିଏସ୍ଟି ଉଚ୍ଛେଦ ହେଲାନି
ନୂଆଦିଲ୍ଲୀ,୮। ୧୦: କେନ୍ଦୁପତ୍ର ଉପରେ ଲାଗୁ ହୋଇଥିବା ୧୮% ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ଉଚ୍ଛେଦ ପାଇଁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ କରିଆସୁଥିବା ଦାବି ପୁଣି ଥରେ ଅଗ୍ରାହ୍ୟ ହୋଇଯାଇଛି। ନୂଆଦିଲ୍ଲୀରେ ଶନିବାର ଆୟୋଜିତ ଜିଏସ୍ଟି କାଉନସିଲର ୫୨ତମ…
ଜିଏସଟି କାଉନସେଲିଂ ବୈଠକ: ମିଲେଟରୁ ପ୍ରସ୍ତୁତ ଉତ୍ପାଦରେ ଲାଗିବ ୫ପ୍ରତିଶତ ଜିଏସଟି
ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂର ୫୨ତମ ବୈଠକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯରାଇଛି। ସୁଷମା ସ୍ବରାଜ ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଯୋଗ ଦେଇଥିଲେ। ସାମଗ୍ରୀ ଓ ସେବା ଟିକସ କାଉନସେଲିଂ ବାଜରାରୁ ପ୍ରସ୍ତୁତ ଅଟାରେ…
ବିଶ୍ୱକପ୍ ଲାଗି ଜିଓ-ଏୟାଟେଲର ସ୍ବତନ୍ତ୍ର ପ୍ଲାନ; ମିଳିବ ଡିଜନୀ+ହଟ୍ଷ୍ଟାର ସୁବିଧା
ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍ କ୍ରିକେଟ ୨୦୨୩ ଆରମ୍ଭ ହୋଇଛି। ଏହି ଟୁର୍ନାମେଣ୍ଟ ଭାରତରେ ଆୟୋଜିତ ହେଉଥିବାରୁ ପ୍ରଶଂସକଙ୍କ କ୍ରେଜ୍ ବଢ଼ିଛି। ତେବେ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ପକ୍ଷରୁ ନୂଆ ପ୍ଲାନ ଗ୍ରାହକଙ୍କୁ ଭେଟି ଦେଇଛି। ଏସବୁ…
ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍କୁ ବିପଦ
ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼ ଭୂମିକା…

