ବାଣିଜ୍ୟ

ଅଟୋ ରିଟେଲ ସେଲିଂରେ ଉତ୍ସାହ

ନୂଆଦିଲ୍ଲୀ,୧୦।୧୦ (ଅଭୟ ଦାଶ): ଗତ କିଛି ମାସ ହେଲା ଅଟୋ ରିଟେଲ ସେଲିଂରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟୁଛି। ଏପରିକି ପାର୍ବଣ ପୂର୍ବରୁ ଅଟୋ ରିଟେଲ ସେଲିଂରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ୨୦୨୩ ସେପ୍ଟେମ୍ବର ମାସର ରିଟେଲ ସେଲିଂ ୨୦%…

ୟୁକୋ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ପକ୍ଷ

ଭୁବନେଶ୍ୱର,୧୦।୧୦: ୟୁକୋ ବ୍ୟାଙ୍କର ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୩ ସମାରୋହ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଲେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଦେବବ୍ରତ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତ୍ୟେକ ଭାରତୀୟ ଭାଷାକୁ ସମ୍ମାନ କରିବା…

ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ

ଭୁବନେଶ୍ୱର,୧୦।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସର ନୂତନ କଲେକ୍ସନ ‘ସ୍ବର୍ଣ୍ଣ ବଙ୍ଗ’ ଜୁଏଲେରି ସମ୍ଭାରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ‘ସ୍ବର୍ଣ୍ଣ ବଙ୍ଗ’ କଲେକ୍ସନ ବଙ୍ଗଳାର କବିତା ସୌନ୍ଦର୍ଯ୍ୟ ଓ କଳାତ୍ମକ ଐତିହ୍ୟ ଦ୍ୱାରା ଅନୁପ୍ରେରିତ…

କୋଟାକ୍‌ର ‘ଶିଖୋ ପୈସା କି ଭାଷା’

ଭୁବନେଶ୍ୱର,୧୦।୧୦: କୋଟାକ୍‌ ମ୍ୟୁଚୁଆଲ ଫଣ୍ଡର ନିବେଶକ ଶିକ୍ଷା ତଥା ସଚେତନତା ପ୍ରୟାସ ‘ଶିଖୋ ପୈସା କି ଭାଷା’ କାର୍ଯ୍ୟକ୍ରମ ନିକଟରେ ରାଉଲକେଲାସ୍ଥିତ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)ର ମିଳିତ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଆର୍ଥିକ ଶିକ୍ଷାର ଅଭିବୃଦ୍ଧି…

ଜେସିବି ଇଣ୍ଡିଆ ସହ ମଫିଲ୍‌ର ଚୁକ୍ତି

ଭୁବନେଶ୍ୱର,୧୦।୧୦: ଦେଶର ଅଗ୍ରଣୀ ଘରୋଇ ଆର୍ଥିକ ସଂସ୍ଥା ମଣପୁରମ ଫାଇନାନ୍ସ ଇଣ୍ଡିଆ ଲିମିଟେଡ (ଏମ୍‌ଏଏଫ୍‌ଆଇଏଲ୍‌ ବା ମଫିଲ) ଏବଂ ନିର୍ମାଣ ଉପାଦାନ ନିର୍ମାତା ଜେସିବି ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତି ବା ବୁଝାମଣା ପତ୍ର (ଏମ୍‌ଓୟୁ) ନିକଟରେ ସ୍ବାକ୍ଷରିତ…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୧୦।୧୦: ବିଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ…

ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…

ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର ସାମ୍ନା…

ଏସ୍‌ବିଆଇର ନୂତନ ଅଭିଯାନ

ଭୁବନେଶ୍ୱର, ୯।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ମୋବାଇଲ ହାଣ୍ଡ୍‌ହେଲ୍‌ଡ ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ୟାଙ୍କର ବ୍ୟାଙ୍କିଙ୍ଗ୍‌ ସେବାକୁ ଲୋକମାନଙ୍କ ପାଖରେ ସୁବିଧାରେ ପହଞ୍ଚାଇବା ଲାଗି ଏଭଳି…

ଲୋକାଭିମୁଖୀ ହେବ ‘ମିଶନ୍‌ ଜିରୋ ହଙ୍ଗର’

ଭୁବନେଶ୍ୱର, ୯।୧୦: ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର (ଜେଏସ୍‌ପି)ର ସାମାଜିକ ସଙ୍ଗଠନ ଜେଏସ୍‌ପି ଫାଉଣ୍ଡେଶନର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ୍‌ ଜିରୋ ହଙ୍ଗର’କୁ ବ୍ୟାପକ ଓ ଲୋକାଭିମୁଖୀ କରିବାକୁ ଫାଉଣ୍ଡେଶନ ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ଜେଏସ୍‌ପିର ଅଧକ୍ଷ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ…

ଲୁଇସ ଫିଲିପ୍‌ର ଲକ୍‌ଜୁରିୟସ ସ୍ନିକର ରେଞ୍ଜ

ଭୁବନେଶ୍ୱର, ୯।୧୦: ଆଦିତ୍ୟ ବିର୍ଲା ଫ୍ୟାଶନ ଆଣ୍ଡ ରିଟେଲ ଲିମିଟେଡ୍‌ର ଅଗ୍ରଣୀ ବ୍ରାଣ୍ଡ୍‌ ଲୁଇ ଫିଲିପ୍‌ର ନୂତନ ଉତ୍ପାଦ ତଥା ଲକ୍‌ଜୁରିୟସ୍‌ ସ୍ନିକର ରେଞ୍ଜର ଶୁଭାରମ୍ଭ ସହ ଲୁଇ ଫିଲିପ୍‌ ଉତ୍ପାଦ ପୋର୍ଟଫୋଲିର ସମ୍ପ୍ରସାରଣ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି। ଏପରିକି…

ଡୁରିଆନ୍‌ର ଗ୍ରାଣ୍ଡ୍‌ ଫେଷ୍ଟିଭ ଅଫର

ଭୁବନେଶ୍ୱର,୯।୧୦: ଦେଶର ପ୍ରମୁଖ ଫର୍ନିଚର ବ୍ରାଣ୍ଡ୍‌ ଡୁରିଆନ୍‌ର ବହୁ ପ୍ରତୀକ୍ଷିତ ‘ ଗ୍ରାଣ୍ଡ୍‌ ଫେଷ୍ଟିଭ ଅଫର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କେତେକ ସ୍ବତନ୍ତ୍ର ସାମଗ୍ରୀ ଉପରେ ଫ୍ଲାଟ୍‌ ୫୦%ର ରିହାତି ଅଫର ଦିଆଯାଉଛି। ଏହା ସବୁ ବର୍ଗର…

ପାର୍ବଣ ପୂର୍ବରୁ ସୁନା ବଜାରରେ ଉତ୍ସାହ

ଭୁବନେଶ୍ୱର,୯।୧୦ (ଅଭୟ ଦାଶ): ବିଗତ କିଛି ମାସ ପରେ ପୁଣି ଥରେ କ୍ରମାଗତ ଭାବେ ସୁନା ଦରରେ ହ୍ରାସ ଘଟୁଛି। ବିଶେଷକରି ଚଳିତ ବର୍ଷର ପାର୍ବଣ ପୂର୍ବରୁ ବଜାରରେ ସୁନା ମୂଲ୍ୟ ହ୍ରାସ ଯୋଗୁ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?