ସୋନିର ନ୍ୟୁ ଫୁଲ୍ ଫ୍ରେମ୍ ଭ୍ଲଗ୍ କ୍ୟାମେରା
ଭୁବନେଶ୍ୱର,୫।୮: ସୋନିର ନ୍ୟୁ ଫୁଲ୍ ଫ୍ରେମ୍ ଭ୍ଲଗ୍ କ୍ୟାମେରା ‘ଜେଡ୍ଭି-ଇ୧’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହା କନ୍ଟେଂଟ୍ କ୍ରିଏଟରମାନଙ୍କୁ ଉଚ୍ଚ ମାନର ଅନୁଭୂତି ପ୍ରଦାନ କରିବ। ସେହିଭଳି ଲେନ୍ସକୁ ବଦଳାଇ ହେଉଥିବା ଏହି କ୍ୟାମେରାରେ ୩୫ ଏମ୍ଏମ୍…
ଶେୟାର ବଜାରରେ ଉତ୍ସାହ
ଭୁବନେଶ୍ୱର,୫।୮: ଗତ କିଛିଦିନ ହେବ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ଫଳରେ ଶେୟାର ବଜାର ନିବେଶକଙ୍କ…
୩୦୦ କର୍ମଚାରୀଙ୍କ ଛଟେଇ କଲା ସ୍ପିନି
ନୂଆଦିଲ୍ଲୀ,୪।୮: ଛଟେଇ କରିଛି ଗୁରୁଗାଓଁ ସ୍ଥିତ ବ୍ୟବହାର ହୋଇଥିବା କାର୍ ଷ୍ଟାଟ୍ଅପ୍ ସ୍ପିନି। ପ୍ରାୟ ୩୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିସାରିଛି। ଏହା ତାର ମୋଟ କର୍ମଚାରୀଙ୍କ ପ୍ରାୟ ୫% ଅଂଶ ବୋଲି କୁହାଯାଉଛି। ଆଗାମୀ ଦିନରେ କମ୍ପାନୀ ଏହାର ଷ୍ଟ୍ରକ୍ଚରରେ…
ପିଏନ୍ବିରେ ଖାତା ଥିଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ ଅଗଷ୍ଟ ୩୧ ପରେ ଚାଲିବ ନାହିଁ ଆକାଉଣ୍ଟ
ନୂଆଦିଲ୍ଲୀ,୪।୮: ସରକାରୀ ବ୍ୟାଙ୍କ ପିଏନ୍ବି(ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ) ନିଜର ଗ୍ରାହକଙ୍କୁ ଆରବିଆଇ ନିୟମାନୁଯାୟୀ ଅଗଷ୍ଟ ୩୧ ପୂର୍ବରୁ ନିଜର କଓ୍ବୋଇସି ଡିଟେଲ ଅପଡେଟ୍ କରିବାକୁ କୁହାଯାଇଛି। ଅଗଷ୍ଟ ୨ରେ ଜାରି ପ୍ରେସ ରିଲିଜରେ ପିଏନ୍ବି କହିଛି ଯେ ଯେଉଁ ଗ୍ରାହକଙ୍କ ଆକାଉଣ୍ଟରେ…
ବିଜିୟୁର ନବାଗତ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୪।୮:ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ପକ୍ଷରୁ ଆୟୋଜିତ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନୂତନ ଭାବେ ବିଜିୟୁର ବିଏ ଜେଏମ୍ସି ଏବଂ ଏମ୍ଏ ଜେଏମ୍ସି ବିଭାଗରେ ନାମ ଲେଖାଇଥିବା ନୂତନ…
ଓଡ଼ିଆ ସାମ୍ବାଦିକତା ଦିବସ
ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ଭାବେ ‘ଉକତ୍ଳ ଦୀପିକା’ ୧୮୬୬ ମସିହା ଅଗଷ୍ଟ ୪ରେ ଆମତ୍ପ୍ରକାଶ କରିଥିଲା। ଏହାର ପ୍ରଥମ ସମ୍ପାଦକ ଥିଲେ ଗୌରୀଶଙ୍କର ରାୟ। ପ୍ରଥମେ ଏହା ସାପ୍ତାହିକ ଏବଂ ପରବର୍ତ୍ତୀ ସମୟରେ ଦୈନିକ ଭାବେ ପ୍ରକାଶିତ ହୋଇଥିଲା। ଗୌରୀଶଙ୍କର…
କେଏଚ୍ଏଲ୍ର ଗୋଲ୍ଡେନ ଜେନେରଶନ ହେଲ୍ପଲାଇନ
ଭୁବନେଶ୍ୱର,୪।୮:ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘କଳିଙ୍ଗ ହସ୍ପିଟାଲ ଲିମିଟେଡ୍’ (କେଏଚ୍ଏଲ୍) ଭୁବନେଶ୍ୱର ପକ୍ଷରୁ ଗୋଲ୍ଡେନ ଜେନେରଶନ (ବରିଷ୍ଠ ନାଗରିକ) ହେଲ୍ପଲାଇନ ‘୧୮୦୦୫୭୨୫୦୦୦’ ସେବା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ପୋଲିସ ପ୍ରଶାସକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ…
ସମିତି ଜରିଆରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ
ଭୁବନେଶ୍ୱର,୪।୮:ବେଦାନ୍ତ ଆଲୁମିନିୟମର ଶୁଭଲକ୍ଷ୍ମୀ ସମବାୟ ସମିତି ଅଧୀନ ଶୁଭଲକ୍ଷ୍ମୀ ଉଦ୍ୟୋଗିନୀ କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ନିକଟରେ ଆରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଜରିଆରେ ଝାଡୁ ନିର୍ମାଣ ଶିକ୍ଷା ସ୍ଥାନୀୟ ମହିଳାମାନଙ୍କୁ ଦିଆଯିବ। କିର୍ମିରା ବ୍ଲକର ବ୍ଲକ ଚେୟାରମ୍ୟାନ୍ ତଥା ଶୁଭଲକ୍ଷ୍ମୀ ସମବାୟ…
ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ୍ ଗେନ୍
ଭୁବନେଶ୍ୱର,୪।୮:ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଉପତ୍ାଦ ‘ଆଇସିଆଇସିଆଇ ପ୍ରୁ ପ୍ରୋଟେକ୍ଟ ଏନ ଗେନ୍’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଯାହା ଏକ ବିସ୍ତୃତ ଲାଇଫ୍ ଇନ୍ସ୍ୟୁରାନ୍ସ କଭର, ଦୁର୍ଘଟଣା କାରଣରୁ ହେଉଥିବା ମୃତ୍ୟୁ ଓ ସ୍ଥାୟୀ ଅକ୍ଷମତା ବିରୋଧରେ ସୁରକ୍ଷା ଏବଂ…
ବଜାରରେ ଏଚ୍ପିର ନୂଆ ପ୍ରିଣ୍ଟର
ଭୁବନେଶ୍ୱର,୪।୮:ଏଚ୍ପି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ନୂତନ ଲେଜର ଜେଟ୍ ପ୍ରୋ ଏମ୍ଏଫ୍ପି ୪୧୦୪ ପ୍ରିଣ୍ଟରର ଶୁଭାରମ୍ଭ କରାଯାଇଛି। ଏହି ବହୁମୁଖୀ ପ୍ରିଣ୍ଟରଗୁଡିକ ସୁଲଭ ଓ ଉନ୍ନତ ପ୍ରିଣ୍ଟିଂ, ସ୍କାନିଂ ଓ କପିଙ୍ଗ୍ କ୍ଷମତା ସହିତ ୩ ବର୍ଷର ଏକ ଇନ୍-ବିଲ୍ଟ…
ମାରୁତି ସୁଜୁକିର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୪।୮ (ଅଭୟ ଦାଶ):ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ (ଏମ୍ଏସ୍ଆଇଏଲ୍)ର ଲୋକପ୍ରିୟ ମଡେଲ ‘ଅଲ୍ଟୋ’ ଅଟୋମୋବାଇଲ ଇଣ୍ଡଷ୍ଟ୍ରିରେ ଏକ ଐତିହାସିକ ରେକର୍ଡ ସହ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି, ଏପରିକି ଭାରତର ସର୍ବାଧିକ ବିକ୍ରି ହେଉଥିବା ଯାନ (କାର୍)ର ଗୌରବ ଲାଭ କରିଛି।…
ଭାରତର ଅଂଶଧନକୁ ଗୁରୁତ୍ୱ ପ୍ରଦାନ କଲା ମୋର୍ଗାନ ଷ୍ଟାନଲି…
ଓ୍ବାଶିଂଟନ,୩।୮ : ଆମେରିକାର ବହୁରାଷ୍ଟ୍ରୀୟ ନିବେଶକ ବ୍ୟାଙ୍କ ମୋର୍ଗାନ ଷ୍ଟାନଲି ଚାଇନାର ଷ୍ଟକ ଉପରେ ଏହାର ରେଟିଂକୁ ହ୍ରାସ କରି କହିଛି ନିବେଶକମାନେ ଲାଭ ନେବାକୁ ସରକାରୀ ଉତ୍ସାହର ପ୍ରତିଶ୍ରୁତି ଦେଇ ପୁଞ୍ଜି ଲଗାଇବା ଉଚିତ। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ଭାରତର…
Archives


