୧୦ ଷ୍ଟାର୍ଟଅପ୍କୁ ୧.୨୮ କୋଟିର ଅନୁଦାନ
ଭୁବନେଶ୍ୱର,୮।୯:ରାଜ୍ୟର ପ୍ରମୁଖ ୧୦ ଉଚ୍ଚ-ସମ୍ଭାବ୍ୟ ଷ୍ଟାର୍ଟଅପ୍ ସଂସ୍ଥା ପାଇଁ ଓଡ଼ିଶା ସରକାର ନିକଟରେ ୧.୨୮(୧,୨୮,୨୬,୦୦୦) କୋଟି ଟଙ୍କାର ଅନୁଦାନ ରାଶି ଅନୁମୋଦନ କରିଛନ୍ତି। ଏହି ଅନୁଦାନ ରାଜ୍ୟର ନବସୃଜନ ଏବଂ ଉଦ୍ୟୋଗକୁ ବଢାଇବା ସହିତ ଏଗ୍ରି-ଟେକ୍, ଖାଦ୍ୟ ଏବଂ ପାନୀୟ, ଏଚ୍ଆର୍-ଟେକ୍,…
ବେଦାନ୍ତର ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର,୮।୯:ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍ ଲାଞ୍ଜିଗଡ଼ ଏବଂ ଝାରସୁଗୁଡା ସମେତ ଛତିଶଗଡ଼ର ବାଲ୍କୋ ୟୁନିଟ୍ରେ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରାଯାଇଥିଲା। ଅପରପକ୍ଷରେ ଝାରସୁଗୁଡାର ସରବାହାଲ ସରକାରୀ…
ଆଭାଡା ସହ ଟିଏସ୍ଏସ୍ଇଜେଡ୍ଏଲ୍ର ବୁଝାମଣା
ଭୁବନେଶ୍ୱର, ୮।୯:ଆଭାଡା ଗ୍ରୁପ୍ର ଗ୍ରୀନ୍ ହାଇଡ୍ରୋଜେନ୍ ଶାଖା ଆଭାଡା ଗ୍ରୀନ୍ଏଚ୍୨ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ ଲିମିଟେଡ୍ (ଟିଏସ୍ଏସ୍ଇଜେଡ୍ଏଲ୍) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଗଞ୍ଜାମ ଜିଲାର ଗୋପାଳପୁର ଶିଳ୍ପ…
କ୍ରମ୍ପଟନର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର, ୮।୯: କ୍ରମ୍ପଟନ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ସିଜିସିଇଏଲ୍) ର ନୂତନ ଉତ୍ପାଦ ‘ସୋଲାରିୟନ ବଗିଚା ଲାଇଟ’କୁ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷ କରି ସୌନ୍ଦର୍ଯ୍ୟକରଣ ଏବଂ ବିଭିନ୍ନ ପ୍ରକାର ବାହ୍ୟ ଆଲୋକ ଉତ୍ପାଦକୁ ମଧ୍ୟ ବଜାର ପ୍ରବେଶ କରାଇଛି।…
ଋଣ ମଞ୍ଜୁରୀ ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୮।୯ (ଅଭୟ ଦାଶ):ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରକ୍ରିୟାରେ ସାମିଲକରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏପରିକି ସବୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସେବା ପାଇଁ ମଧ୍ୟ ଉଦ୍ୟମ ଅବ୍ୟାହତ ରହିଛି। ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ କରିବା…
ଜି -୨୦ ସମ୍ମିଳନୀରେ ୟୁପିଆଇର ଚମତ୍କାରିତା ଦେଖିବ ଦୁନିଆ, ସମସ୍ତ ପ୍ରତିନିଧୀଙ୍କୁ ମିଳିବ ୧୦୦୦ ଟଙ୍କା
ନୂଆଦିଲ୍ଲୀ,୭।୦୯: ଦୁନିଆର ୨୦ଟି ବୃହତ ଅର୍ଥନୈତିକ ଶକ୍ତି ଭାରତରେ ଏକାଠି ହେବାକୁ ଯାଉଛନ୍ତି। ପ୍ରଥମ ଥର ପାଇଁ ଭାରତ ଜି -୨୦ ଆୟୋଜନ କରୁଛି ଏବଂ ବିଶ୍ୱର ବରିଷ୍ଠ ନେତାମାନେ ଏହି ସପ୍ତାହରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି -୨୦ ଶିଖର…
ଅମ୍ବାନୀ କିଣିଲେ ଆଲିଆ ଭଟ୍ଟଙ୍କ କମ୍ପାନୀ, ପିଲାଙ୍କ ପୋଷାକ ବିକ୍ରି କମାଇଛନ୍ତି ୧୫୦ କୋଟି
ନୂଆଦିଲ୍ଲୀ,୭।୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସବ୍ସିଡାରୀ କମ୍ପାନୀ ରିଲାଏନ୍ସ ରିଟେଲ ଭେନ୍ଚରର୍ସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକ ବ୍ରାଣ୍ଡ ‘ଏଡ୍-ଏ-ମାମା’ ସହ ଏକ ସହଭାଗିତା ଲାଗି ଘୋଷଣା କରିଛି। ରିଲାଏନ୍ସ ରିଟେଲ ବ୍ରାଣ୍ଡର ୫୧% ଅଂଶ କ୍ରୟ କରିଛି। କମ୍ପାନୀ ପିଲା ଏବଂ…
ଗ୍ୟାରେଣ୍ଟି ଏବଂ ଓ୍ବାରେଣ୍ଟି ମଧ୍ୟରେ ତଫାତ କ’ଣ? ଜିନିଷ କିଣିବା ବେଳେ ୯୯% ଲୋକେ ଯାହା ଜାଣି ନ ଥାନ୍ତି…
ଘରୋଇ ସାମଗ୍ରୀ ନଚେତ କୌଣସି ଇଲେକ୍ଟ୍ରୋନିକ୍ ଜିନିଷ କିଣିବା ବେଳେ ପ୍ରାୟତଃ ଲୋକଙ୍କ ସାମ୍ନାକୁ ଦୁଇଟି ଶବ୍ଦ ଆସିଥାଏ। ତାହା ହେଲା ଓ୍ବାରେଣ୍ଟି ଏବଂ ଗ୍ୟାରେଣ୍ଟି। ଉଭୟ ମାମଲାରେ ଦୋକାନୀ ଅଥବା କମ୍ପାନୀ ପକ୍ଷରୁ ମିଳିଥିବା ରସିଦକୁ ସମ୍ଭାଳି ରଖିବାକୁ ପଡ଼ିଥାଏ।…
୨୨ ପ୍ରତିଶତ ଶସ୍ତା ହେବ ମସୁର ଡାଲି, ଆମେରିକାରୁ ଆମଦାନୀ ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ…
ନୂଆଦିଲ୍ଲୀ,୭।୯ : ଡାଲିର ମୂଲ୍ୟ ବୃଦ୍ଧି ଯୋଗୁ ଲୋକେ ହଇରାଣ ହେଉଥିବାବେଳେ ଏକ ଖୁସି ଖବର ଆସିଛି। ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏହା ଅନ୍ତର୍ଗତ ଆମେରିକାରୁ ଆମଦାନୀ ହୋଇଥିବା ମସୁର ଡାଲି ଉପରେ କଷ୍ଟମ ଡ୍ୟୁଟି ଛାଡ କରାଯାଇଛି।…
ଆର୍ଜେସିରେ ଯୋଗଦେଲା ସେନ୍କୋ
ଭୁବନେଶ୍ୱର,୭ା୯: ପୂର୍ବ ଭାରତର ସର୍ବବୃହତ୍ ଗହଣା ରିଟେଲର ସେନ୍କୋ ଗୋଲ୍ଡ ଲିମିଟେଡ୍ ରେସ୍ପନ୍ସିବଲ୍ ଜୁଏଲେରି କାଉନ୍ସିଲ୍ (ଆର୍ଜେସି)ର ଏକ ସଦସ୍ୟ ଭାବେ ଯୋଗଦେଇ ଦୂରଦୃଷ୍ଟିସମ୍ପନ୍ନ ଦୀର୍ଘସ୍ଥାୟୀ ଯାତ୍ରା ଆଡ଼କୁ ଏକ ପଦକ୍ଷେପ ଗ୍ରହଣ କରିଛି। ଆର୍ଜେସି ୨୦୦୫ରେ ସ୍ଥାପନ କରାଯାଇଥିବା ବେଳେ…
୫୦୦୦ ବିଦ୍ୟାର୍ଥଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି
ଭୁବନେଶ୍ୱର, ୭।୯: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ରିଲାଏନ୍ସ ଫାଉଣ୍ଡେଶନ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି। ବିଶେଷକରି ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରାୟ ୫୦୦୦ ଛାତ୍ରୀଛାତ୍ରଙ୍କୁ ଉପରୋକ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ଆଶାୟୀ…
ଆଜିଠାରୁ ‘ହୋମ୍ ଶପିଂ ସ୍ପ୍ରି’ ଉତ୍ସବ
ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଇ କର୍ମସ ପ୍ଲାଟଫର୍ମ ଆମାଜନ୍.ଇନର ବହୁ ପ୍ରତୀକ୍ଷିତ ‘ହୋମ୍ ଶପିଂ ସ୍ପ୍ରି’ର ଶୁଭାରମ୍ଭ ଗୁରୁବାର ଠାରୁ ହେଉଛି। ଏହି ପରିପ୍ରେକ୍ଷୀରେ ଅନେକ ପ୍ରସିଦ୍ଧ ଓ ଲୋକପ୍ରିୟ ବ୍ରାଣ୍ଡ ଉପରେ ଆକର୍ଷଣୀୟ ଡିଲ୍ ଓ ଅଫର ପ୍ରଦାନ କରାଯାଉଛି।…
Archives


