ଅଶ୍ୱିନୀ ହସ୍ପିଟାଲ ପକ୍ଷରୁ ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
କଟକ,୧୨।୧୦ (ଅଭୟ ଦାଶ): ଅଶ୍ୱିନୀ ଗ୍ରୁପ୍ ଅଫ୍ ହସ୍ପିଟାଲ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅଶ୍ୱିନୀ ହସ୍ପିଟାଲ କଟକଠାରେ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଶ୍ୱିନୀ ଗ୍ରୁପ୍ ଅଫ୍ ହସ୍ପିଟାଲର ଚେୟାରମ୍ୟାନ (ଅଧ୍ୟକ୍ଷ) ଡା. ସୁବ୍ରତ ଜେନା,…
ଜଗଦୀଶ ନାଲ୍କୋର ନୂତନ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୨।୧୦: ନାଲ୍କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍ ଅନ୍ତର୍ଗତ ସେଣ୍ଟର ଫର୍ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି…
ଜାପାନ ଗସ୍ତରେ ଫିକି-ଫୋରମ୍ ସାଂସଦଙ୍କ ଏକ ପ୍ରତିନିଧି ଦଳ
ଭୁବନେଶ୍ୱର, ୧୨।୧୦: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେଶନ ଅଫ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ପକ୍ଷରୁ ଫିକି-ଫୋରମ୍ ସାଂସଦଙ୍କ ଏକ ପ୍ରତିନିଧି ଦଳ ଟୋକିଓ (ଜାପାନ) ଗସ୍ତରେ ଯାଇଛନ୍ତି। ବିଶେଷକରି…
ଜେଏସ୍ଏଲ୍କୁ ଏଏ- ଷ୍ଟେବଲ ରେଟିଂ
ଭୁବନେଶ୍ୱର, ୧୨।୧୦: ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ୍ (ଜେଏସ୍ଏଲ୍)କୁ ନିକଟରେ ଆଉ ଏକ ମାନ୍ୟତା ‘ଏଏ- ଷ୍ଟେବଲ ରେଟିଂ’ ଦିଆଯାଇଛି। ବିଶେଷକରି କେୟାର ରେଟିଂ ସଂସ୍ଥା ପକ୍ଷରୁ ଜେଏସ୍ଏଲ୍କୁ ଏଏ-ଷ୍ଟେବଲ ରେଟିଂ ମିଳିଛି। ସ୍ବଳ୍ପ ମିଆଦୀ ବ୍ୟାଙ୍କ ସେବା କ୍ଷେତ୍ରରେ ଏହି ରେଟିଂକୁ…
ରାଧିକା ଚିମାଙ୍କୁ ବିଗ୍ ଇମ୍ପାକ୍ଟ ଆଓ୍ବାର୍ଡ
ଭୁବନେଶ୍ୱର, ୧୨।୧୦: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ସାମାଜିକ ସଂସ୍ଥା ଆଇକେଜେ କେୟାର ଫାଉଣ୍ଡେଶନର ଅଧ୍ୟକ୍ଷା (ଚେୟାରପର୍ସନ) ରାଧିକା ଚିମାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର (ଆଓ୍ବାର୍ଡ) ପ୍ରଦାନ କରାଯାଇଛି। ବିଶେଷକରି ସାମଜସେବା ଓ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ…
ଆକର୍ଷଣୀୟ ରେସିଂ କଳା ପ୍ରଦର୍ଶନ
ଭୁବନେଶ୍ୱର,୧୨।୧୦ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍ର ଓଡ଼ିଶା ୟୁନିଟ୍ ପକ୍ଷରୁ ବୁଧବାର ଏକ ଆକର୍ଷଣୀୟ ରେସିଂ କଳା ‘ପଲ୍ସରମାନିଆ ୨.୦’ ପ୍ରଦର୍ଶନ ଭୁବନେଶ୍ୱରର ଜାଗମରା ମେଲଣ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ତଥା ଆଧୁନିକ…
ଲିଥିୟମ ଉପରେ ୩% ରୟାଲଟି ଧାର୍ଯ୍ୟ
ନୂଆଦିଲ୍ଲୀ,୧୨ା୧୦: ଲିଥିୟମ, ନିଓବିୟମ ଏବଂ ବିରଳ ମୃତ୍ତିକା ଉପାଦାନ (ଆର୍ଇଇ) ପାଇଁ ବୁଧବାର କେନ୍ଦ୍ର ରୟାଲଟି ହାର ଅନୁମୋଦନ କରିଛି। ଲିଥିୟମ ଏବଂ ନିଓବିୟମ ପାଇଁ ୩% ଲେଖାଏ ରୟାଲଟି ହାର ସ୍ଥିର ହୋଇଥିବାବେଳେ ଆର୍ଇଇ ଲାଗି ଏହି ହାର ୧%…
ଅମିତାଭ ବଚ୍ଚନଙ୍କ ପାଖରେ ରହିଛି ୩୫କୋଟି ଟଙ୍କାର ସୁନା-ରୁପା ଅଳଙ୍କାର, ଜାଣନ୍ତୁ କେତେ ରହିଛି ବ୍ୟାଙ୍କ ବାଲାନ୍ସ
ନୂଆଦିଲ୍ଲୀ,୧୧।୧୦: ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଆଜି ୮୧ ବର୍ଷ ବୟସ ପର୍ଦାପଣ କରିଛନ୍ତି। ପ୍ରଶଂସକଙ୍କୁ ହିଟ୍ରୁ ହିଟ୍ ଫିଲ୍ମ ଦେଇଥିବା ବିଗ୍ ବି ଅଳଙ୍କାରକୁ ମଧ୍ୟ ବହୁତ ଭଲ ପାଆନ୍ତି ବୋଲି ଆପଣମାନଙ୍କ ମଧ୍ୟରୁ କମ୍ ଜାଣିଥିବେ। ଜାଣି ଆଶ୍ଚର୍ଯ୍ୟ…
ନିର୍ବାଚନ ପୂର୍ବରୁ ଦେଶର କୃଷକଙ୍କୁ ମିଳିବ ଆଉ ଏକ ଭେଟି! ମୋଦି ସରକାର ବଢ଼ାଇବେ ପିଏମ୍ କିଶାନ ଯୋଜନାରେ ମିଳୁଥିବା କିସ୍ତି
ନୂଆଦିଲ୍ଲୀ,୧୧।୧୦: ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କିମ ଅନୁଯାୟୀ ମିଳୁଥିବା ଅର୍ଥରାଶିକୁ ୩୩% ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଉଛି। ଏଣୁ ପିଏମ୍ କିଶାନରେ…
ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…
ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ ଆଗାମୀ…
ବିଓବି ଉପରେ ଆର୍ବିଆଇର କାର୍ଯ୍ୟାନୁଷ୍ଠାନ, ମୋବାଇଲ ଆପ୍ ଜରିଆରେ ଗ୍ରାହକଙ୍କୁ ସାମିଲ କରିବା ଉପରେ ରୋକ
ନୂଆଦିଲ୍ଲୀ,୧୧।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବ୍ୟାଙ୍କ ଅଫ୍ ବରୋଦା(ବିଓବି) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହାର ମୋବାଇଲ ଆପ୍ ‘ବିଓବି ଓ୍ବାଲର୍ଡ’ ଜରିଆରେ ନୂଆ ଗ୍ରାହକଙ୍କୁ ଯୋଡ଼ିବା ଉପରେ ଆର୍ବିଆଇ ରୋକ ଲଗାଇଛି। ଆର୍ବିଆଇ ଗ୍ରାହକଙ୍କୁ ଏହି ଆପ୍ଲିକେଶନରେ ସାମିଲ କରିବାର…
ଅମ୍ବାନୀ ଶ୍ରେଷ୍ଠ ଧନୀ
ନୂଆଦିଲ୍ଲୀ,୧୧ା୧୦: ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି। ଉକ୍ତ ତାଲିକା ଅନୁଯାୟୀ…
Archives


