ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି
ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ…
ବିମାନ ବିଳମ୍ବ ହେଲେ ଭିଜା କାର୍ଡ ଧାରୀଙ୍କୁ ମିଳିବ ମାଗଣାରେ ସମସ୍ତ ସୁବିଧା…
ନୂଆଦିଲ୍ଲୀ,୨୧।୯ : ଏବେ ବିମାନ ଉଡ଼ାଣରେ ବିଳମ୍ବ ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯାତ୍ରୀଙ୍କ ପାଖରେ କେବଳ ଭିଜା କାର୍ଡ ଥିଲେ ତାଙ୍କୁ ଲାଉଞ୍ଜ, ଖାଦ୍ୟ ଏବଂ ରହଣି ସହିତ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯିବ। ସୂଚନା…
କମ ସୁଧ ହାର ଯୋଗୁ ସଞ୍ଚୟ ହୋଇଛି ହ୍ରାସ, ଲୋକେ ସମ୍ପତ୍ତିରେ କରିଛନ୍ତି ବିନିଯୋଗ…
ନୂଆଦିଲ୍ଲୀ,୨୧।୯ : କରୋନା ମହାମାରୀ ସମୟରେ ଭାରତୀୟ ବ୍ୟାଙ୍କଗୁଡିକ ସୁଧ ହାର ହ୍ରାସ କରିଥିଲେ, ଯେଉଁ କାରଣରୁ ଲୋକମାନେ ଆର୍ଥିକ ସଞ୍ଚୟ କରିବା ପରିବର୍ତ୍ତେ ସମ୍ପତ୍ତିରେ ବିନିଯୋଗ କରିଥିଲେ। ଏସବିଆଇର ଏକ ଅନୁସନ୍ଧାନ ରିପୋର୍ଟରେ ଏହି ଦାବି କରାଯାଇଛି। ଅନୁସନ୍ଧାନ ଅନୁଯାୟୀ,…
ସୋନିର ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୨୧।୯: ସୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ନୂତନ ଉତ୍ପାଦ ‘ସୋନି ଜେଡ୍ଭି-୧-୨ କ୍ୟାମେରା’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବ୍ରାଣ୍ଡର ଭ୍ଲଗ୍ କ୍ୟାମେରା ସିରିଜ୍ରେ ଜେଡ୍ଭି-୧ର ସମ୍ପୂର୍ଣ୍ଣ ନୂଆ ତଥା ୨ୟ ପିଢ଼ିର ସୋନି ଜେଡ୍ଭି-୧-୨ କ୍ୟାମେରାକୁ କମ୍ପାନୀ ବୁଧବାର…
କୃଷିଋଣ ପୋର୍ଟାଲ ଲୋକାର୍ପିତ
ଭୁବନେଶ୍ୱର,୨୧।୯: କୃଷକଙ୍କ ବିକାଶ ସମେତ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମିଳିତ ଭାବେ କୃଷି ଋଣ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ…
ଓଡ଼ିଶା ବଜାରରେ ଅନର୯୦ ୫ଜି
ଭୁବନେଶ୍ୱର,୨୧।୯: ଏଚ୍ଟେକ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅନର ୯୦ ୫ଜିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର କମ୍ପାନୀର ବରିଷ୍ଠ ଅଧିକାରୀ ଓ ପାର୍ଟନରଙ୍କ ଉପସ୍ଥିତିରେ ଅନର ୯୦ ୫ଜି ଆନୁଷ୍ଠାନିକ ଭାବେ ଓଡ଼ିଶା…
ଜନପଥରେ ମିଆ ବାୟ ତନିସ୍କର ଏକ୍ସକ୍ଳୁସିଭ ଷ୍ଟୋର
ଭୁବନେଶ୍ୱର,୨୧।୯ (ଅୟଭ ଦାଶ): ଦେଶର ପ୍ରମୁଖ ଫ୍ୟାଶନେବଲ୍ ଗହଣା ବ୍ରାଣ୍ଡ୍ ‘ମିଆ ବାୟ ତନିସ୍କ’ର ଏକ୍ସକ୍ଳୁସିଭ ଷ୍ଟୋର ୟୁନିଟ୍-୩ ଜନପଥ ରୋଡ୍ସ୍ଥିତ ନନ୍ଦିଘୋଷ ହାଇଟ୍ସଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଉକ୍ତ ଷ୍ଟୋରର ନାଁ ‘ମିଆ ବାୟ ତନିସ୍କ ବୁଟିକ୍’ ରହିଛି। ଏହି…
ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..
ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ…
୪୩ ପାଇଲଟଙ୍କ ଇସ୍ତଫା ପରେ ସଙ୍କଟରେ ଆକାସା ଏୟାରଲାଇନ୍ସ, ୭୦୦ ବିମାନ ଉଡାଣ ବାତିଲ ଆଶଙ୍କା…
ନୂଆଦିଲ୍ଲୀ,୨୦।୯ : ନିକଟରେ ଆରମ୍ଭ ହୋଇଥିବା ଆକାସା ଏୟାରକୁ ନେଇ ସଙ୍କଟ ବଢ଼ିବାରେ ଲାଗିଛି। ୪୩ ପାଇଲଟଙ୍କ ଇସ୍ତଫା ପରେ ବିମାନ ଉଡାଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ବୋଲି ଦିଲ୍ଲୀ ହାଇକୋର୍ଟ ସୂଚନା ଦେଇଛନ୍ତି। ପାଇଲଟଙ୍କ ହଠାତ ଇସ୍ତଫା ଯୋଗୁଁ…
ଶାଲୁଙ୍କୁ ଇଣ୍ଟରନ୍ୟାଶନାଲ ଓମେନ ଅଫ୍ ଦି ଇୟର ପୁରସ୍କାର
ଭୁବନେଶ୍ୱର,୨୦।୯: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର(ଜେଏସ୍ପି)ର ସାମାଜିକ ପ୍ରତିଷ୍ଠାନ ‘ଜେଏସ୍ପି ଫାଉଣ୍ଡେଶନ’ର ଚେୟାରପର୍ସନ ଶାଲୁ ଜିନ୍ଦଲଙ୍କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଆମେରିକାର ଶିକାଗୋଠାରେ ଭାରତୀୟ ଦୂତାବାସର ସହଯୋଗରେ ଡିଟ୍ରାଇବାଲ୍ସ ଫାଉଣ୍ଡେଶନ୍ ଦ୍ୱାରା ଆୟୋଜିତ ସ୍ବଦେଶୀ…
ବିଓବିକୁ ରାଜଭାଷା କୀର୍ତ୍ତି ପୁରସ୍କାର
ଭୁବନେଶ୍ୱର,୨୦।୯: କ୍ରମାଗତ ୨ୟ ବର୍ଷ ଲାଗି ବ୍ୟାଙ୍କ ଅଫ ବରୋଦା (ବିଓବି) କୁ ରାଜଭାଷା କୀର୍ତ୍ତି ପୁରସ୍କାର ପ୍ରଦାନ କରାଯାଇଛି। ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବର୍ଗରେ ବିଓବିକୁ ୨୦୨୨-୨୩ ବର୍ଷ ପାଇଁ ରାଜଭାଷା କୀର୍ତ୍ତି ପୁରସ୍କାର ଅଧୀନରେ ଦ୍ୱିତୀୟ ପୁରସ୍କାର…
ଜିଓ ଏୟାରଫାଇବରର ଶୁଭାରମ୍ଭ
ଭୁବନେଶ୍ୱର,୨୦।୯: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନେକୌଶଳରେ ନିର୍ମିତ ‘ଜିଓ ଏୟାରଫାଇବର’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରମୁଖ ୮ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଅହମଦାବାଦ,…
Archives


