ରାକେଶ ଶର୍ମା ଆଇଏନ୍ଏସ୍ର ସଭାପତି
ନୂଆଦିଲ୍ଲୀ,୨।୧୦: ଦେଶର ପ୍ରମୁଖ ସଙ୍ଗଠନ (ଆପେକ୍ସ ବଡି ଅଫ୍ ନ୍ୟୁଜପେପର, ମାଗାଜିନ୍ସ ଏବଂ ପିରିଓଡିକାଲ୍ସ) ଦି ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନ୍ଏସ୍) ର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ସଂଗଠକ ରାକେଶ ଶର୍ମା (ଆଜ ସମାଜ) ୨୦୨୩-୨୪ ବର୍ଷ…
ରେକର୍ଡ ପରିମାଣରେ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ,୨।୧୦: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୬ଷ୍ଠ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସଟି) ସଂଗ୍ରହ କରାଯାଇଛି ବୋଲି ରବିବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…
‘ଏକ୍ସ’ରୁ ହେଉଛି ୟୁଜରଙ୍କ ମୋହଭଙ୍ଗ, ଲଗାତାର କମୁଛି ବ୍ୟବହାରକାରୀଙ୍କ ସଂଖ୍ୟା,ଗଲେଣି ୩ କୋଟି…
ଓ୍ବାଶିଂଟନ,୧।୧୦ : କୋଟିପତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁନେଇ ଲୋକମାନେ ନିରାଶ ହୋଇଥିବା ପରି ମନେ ହେଉଛି। ପ୍ଲାଟଫର୍ମ କ୍ରମାଗତ ଭାବରେ ଏହାର ଦୈନିକ ସକ୍ରିୟ ଉପଭୋକ୍ତାମାନଙ୍କୁ ହରାଉଛି। ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ ଏହା…
ବଢ଼ିଲା ଏଲପିଜି ସିଲିଣ୍ଡର ଦାମ: ୨୦୯ ହେଲା ମହଙ୍ଗା…
ନୂଆଦିଲ୍ଲୀ,୧।୧୦ : ରବିବାର ଦିନ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ପାର୍ବଣ ଋତୁରେ ଏହି ବୃଦ୍ଧି ସମସ୍ତ ନାଗରିକଙ୍କୁ ପ୍ରଭାବିତ କରିବାକୁ ଯାଉଛି। ତେବେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଯେଉଁଠାରେ ଘରୋଇ ଗ୍ୟାସ ସିଲିଣ୍ଡରର…
ଟାଇମ୍ସ ୱାର୍ଲଡ୍ ର଼୍ୟାଙ୍କିଙ୍ଗ୍ରେ ସୋଆ
ଭୁବନେଶ୍ୱର ,୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶିକ୍ଷା ଓ ଅନୁସନ୍ଧାନ’ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ମାନ୍ୟତା ଦିଆଯାଇଛି। ବିଶେଷକରି ଟାଇମ୍ସ ହାୟର ଏଜୁକେଶନ (ଟିଏଚ୍ଇ) ୱାଲର୍ଡ ର଼୍ୟାଙ୍କିଙ୍ଗ୍ସ-୨୦୨୪ରେ ସୋଆ ଡିମ୍ଡ ଟୁ…
ରାଚେଲ୍ଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ
ଭୁବନେଶ୍ୱର ,୧।୧୦: କେନିଆର ବିଶିଷ୍ଟ ସାମାଜକ କର୍ମୀ ତଥା ଫାର୍ଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। ଶନିବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲଙ୍କୁ ଉକ୍ତ ସମ୍ମାନ ପ୍ରଦାନ…
ଟିପିସିଓଡିଏଲ୍ର ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍
ଭୁବନେଶ୍ୱର ,୧।୧୦: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ସଫଳ ଯୋଜନା ‘ବିଲ୍ ପେ ଆଣ୍ଡ୍ ୱିନ୍’ ସ୍କିମ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଟିପିସିଓଡିଏଲ୍ର ଏହି ଅଭିନବ…
ଯାଜପୁରରେ ଟ୍ରେଣ୍ଡ୍ସର ଏକ୍ସକ୍ଳୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର ,୧।୧୦: ରିଲାଏନ୍ସ ରିଟେଲର ଆପାରେଲ୍ ଏବଂ ଆସେସୋରି ସ୍ପେଶିଆଲିଟି ଚେନ୍ ‘ଟ୍ରେଣ୍ଡସ୍’ର ଏକ୍ସକ୍ଳୁସିଭ ଆଉଟ୍ଲେଟ ଯାଜପୁର ଜିଲାର ଦାନଗଦି ବଜାର(ଟାଉନ)ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ୫୯୨୫ ବର୍ଗଫୁଟ ପରିବ୍ୟାପ୍ତ ସ୍ଥାନରେ ଗଢି ଉଠିଥିବା ଏହି (ଦାନଗଦିର ପ୍ରଥମ ଟ୍ରେଣ୍ଡସ…
ଅକ୍ଟୋବର ୬ରୁ ‘ମିଶୋ’ର ବ୍ଲକ୍ବଷ୍ଟର ସେଲ୍
ଭୁବନେଶ୍ୱର ,୧।୧୦: ଭାରତର ଏକମାତ୍ର ପ୍ରକୃତ ଇ-ବାଣିଜ୍ୟ ବଜାର ସ୍ଥାନ ମିଶୋ ଶନିବାର ଅକ୍ଟୋବର ୬ରୁ ଆରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ‘ମିଶୋ ମେଗା ବ୍ଲକବଷ୍ଟର ସେଲ୍’ ଘୋଷଣା କରିଛି। ଏ ସମ୍ପର୍କରେ ମିଶୋର ସିଏକ୍ସଓ (ଅଭିବୃଦ୍ଧି) ମେଘା ଅଗ୍ରୱାଲ କହିଛନ୍ତି,…
ଆଜିଠୁୁ ଅନ୍ଲାଇନ ଗେମିଂ ମହଙ୍ଗା
ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍ଲାଇନ ଗେମିଂ ପ୍ଲାଟ୍ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି…
୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ସମୟସୀମା ବଢ଼ାଇଲା ଆର୍ବିଆଇ, ଜାଣନ୍ତୁ କେବେ ଯାଏ…
ନୂଆଦିଲ୍ଲୀ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ଏବଂ ବ୍ୟାଙ୍କରେ ଜମା କରିବାର ସମୟସୀମାକୁ ବୃଦ୍ଧି କରିଛି। ପୂର୍ବ ଘୋଷଣା ମୁତାବକ ୨୦୨୩ ସେପ୍ଟେମ୍ବର ୩୦ ଏହାର ଶେଷ ତାରିଖ ଥିବା ବେଳେ ଏବେ ଏହାକୁ ୨୦୨୩ ଅକ୍ଟୋବର…
ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ହେବ ମହଙ୍ଗା
ନୂଆଦିଲ୍ଲୀ,୩୦।୯: ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି କି? ଅକ୍ଟୋବର ୧ ଅର୍ଥାତ୍ ଆସନ୍ତାକାଲିଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ବିଦେଶୀ ଟୁର୍ ପ୍ୟାକେଜ ମହଙ୍ଗା ହେବାକୁ ଯାଉଛି । ବିଦେଶ ଯାତ୍ରା ପାଇଁ ୭ଲ୪ଣୁ ଅଧକ…
Archives


