ଏନବିଏଫସି ଦ୍ୱାରା ସୁଦ୍ଧା ଆଦାୟ ହେଉଥିବା ଅତିରିକ୍ତ ସୁଧହାର ନେଇ ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ,୨୨।୧୧: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ସମ୍ପର୍କରେ ଏନବିଏଫସି-ଏମଏଫଆଇ (ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ) କମ୍ପାନୀଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ତରଫରୁ, ଏନବିଫସି କମ୍ପାନୀଗୁଡ଼ିକୁ ସୁଧ ହାର ନିର୍ଣ୍ଣୟ ପାଇଁ…
ଗୁଗ୍ଲ ପେ’ ୟୁଜର୍ସଙ୍କ ପାଇଁ ଚେତାବନୀ ଜାରି କଲା ଗୁଗ୍ଲ
ନୂଆଦିଲ୍ଲୀ,୨୨।୧୧:ଭାରତରେ ବ୍ୟବହୃତ ଶୀର୍ଷ ୟୁପିଆଇ ଦେୟ ମଧ୍ୟରୁ ଗୁଗଲ ପେ’ ଅନ୍ୟତମ। ଗୁଗଲ ଏହାର ସମସ୍ତ ଗୁଗ୍ଲ ପେ’ ୟୁଜର୍ସଙ୍କ ପାଇଁ ଏକ ବଡ ଆଲର୍ଟ ଜାରି କରିଛି। ଗୁଗଲ ଏହାର ୟୁଜର୍ସମାନଙ୍କୁ ଭୁଲରେ ମଧ୍ୟ ନିଜ ଫୋନରେ କିଛି ଆପ…
ଦୁର୍ନୀତି ଅଭିଯୋଗରେ ଡିଜିସିଏ ନିର୍ଦ୍ଦେଶକ ନିଲମ୍ବିତ
ନୂଆଦିଲ୍ଲୀ,୨୨ା୧୧: ଦୁର୍ନୀତି ଅଭିଯୋଗରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ କ୍ୟାପଟେନ ଅନିଲ ଗିଲଙ୍କୁ ନିଲମ୍ବିତ କରିଛନ୍ତି ସରକାର। ଦୁର୍ନୀତି ବିରୋଧରେ ସରକାରଙ୍କ ଶୁନ୍ୟ ସହନଶୀଳ ନୀତି ଥିବା ସରକାର କହିଛନ୍ତି। ଏଭଳି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ…
ଗୌତମ ସିଙ୍ଘାନିଆଙ୍କୁ ଛାଡ଼ପତ୍ର ନେଇ ଘୋଷଣା କରିବା ପଡ଼ିଲା ମହଙ୍ଗା, ୧୫୦୦ କୋଟି କ୍ଷତି ସହିଲା ରେମଣ୍ଡ କମ୍ପାନୀ
ନୂଆଦିଲ୍ଲୀ,୨୨।୧୧: ରେମଣ୍ଡ କମ୍ପାନୀ ଚେୟାରମ୍ୟାନ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ସିଙ୍ଘାନିଆଙ୍କ ଛାଡ଼ପତ୍ର ଖବର ଏବେ କମ୍ପାନୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାରଣ ଏନେଇ ଗୌତମ ଘୋଷଣା କରିବା ଦିନଠାରୁ ଏଯାବତ ତାଙ୍କର ୧୫୦୦ କୋଟିରୁ…
ହାଇଡିମାଣ୍ଡରେ ଟାଟା ଟେକ୍ନୋଲୋଜି IPO, ମାତ୍ର ୬୦ ମିନିଟରେ ହୋଇଗଲା ସବସ୍କ୍ରାଇବ
ମୁମ୍ବାଇ,୨୨।୧୧: ଟାଟା ଗ୍ରୁପ୍ ଆଣିଥିବା ଟାଟା ଟେକ୍ନୋଲୋଜିର ଆଇପିଓ ନିବେଶକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ପାଇଛି। ଆଇପିଓ ଖୋଲିବାର ଅଧ ଘଣ୍ଟା ମଧ୍ୟରେ ଆଇପିଓ ସଂପୂର୍ଣ୍ଣ ସବସ୍କ୍ରାଇବ ହୋଇଯାଇଥିଲା। ଏଥି ସହିତ, ବଜାର ବନ୍ଦ ହେବା ବେଳକୁ ଏହା ୫ ଗୁଣରୁ ଅଧିକ…
୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର
ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ ଆରମ୍ଭ…
ଓପନ ଏଆଇକୁ ଫେରିଲେ ସାମ୍ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା
ଓ୍ବାଶିଂଟନ୍,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍ ସିଇଓ ଓ ଗ୍ରେଗ୍ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି।…
ସ୍ବିଗି-ଜୋମାଟୋକୁ ୫୦୦-୫୦୦କୋଟି ଟଙ୍କାର ନୋଟିସ
ନୂଆଦିଲ୍ଲୀ,୨୨।୧୧: ଫାଷ୍ଟଷ୍ଟେ ଫୁଡ ଡେଲିଭରି ଆପ ଭାବେ ପରିଚିତ ସ୍ବିଗିି-ଜୋମାଟୋ। ବର୍ତ୍ତମାନ ଏହି ଦୁଇ କମ୍ପାନୀର ବିବାଦ ବଢିବାରେ ଲାଗିଛି। ନିକଟରେ ସ୍ବିଗି-ଜୋମାଟୋ ୫୦୦-୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପାଇଛନ୍ତି। ଅଭିଯୋଗ ହୋଇଛି କି,ସ୍ବିଗି-ଜୋମାଟୋ ଡେଲିଭରି ଫି ନାମରେ ଗ୍ରାହକଙ୍କ…
ଏହି ଧନୀ ମହିଳାଙ୍କ ଲାଗି ଦେବଦୂତ ପାଲଟିଲେ ନୀତା ଅମ୍ବାନୀ, ଅଭିଯୁକ୍ତ ସ୍ବାମୀ ୧୧,୦୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ
ନୂଆଦିଲ୍ଲୀ,୨୨।୧୧: କୋଟିପତି ବ୍ୟବସାୟୀ ଗୌତମ ସିଙ୍ଘାନିଆ ଏବଂ ତାଙ୍କ ପତ୍ନୀ ନଓ୍ବାଜ ମୋଦି ପରସ୍ପରଠାରୁ ଅଲଟା ହୋଇଛନ୍ତି। ଦୀପାବଳି ପାର୍ଟୀରେ ନଓ୍ବାଜଙ୍କୁ ସାମିଲ ହେବାକୁ ଦିଆଯାଇ ନ ଥିବା ଭିଡିଓ ଭାଇରାଲ ହୋଇଥିଲା। ପରେ ଗୌତମ ସୋସିଆଲ ମିଡିଆରେ ପୋଷ୍ଟ କରି…
ଟାଟା ପାୱାରର ନୂତନ ଅଭିଯାନ
ଭୁବନେଶ୍ୱର,୨୨।୧୧: ଟାଟା ପାଓ୍ବାରର ନୂତନ ଅଭିଯାନ ଓଃ ମାଇଁ ବିଉଟିଫୁଲ ଓଡ଼ିଶା ଫଟୋଗ୍ରାଫି ପ୍ରତିଯୋଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷ ନଭେମ୍ବର ୩୦ ପର୍ଯ୍ୟନ୍ତ ଉକ୍ତ ପ୍ରତିଯୋଗିତାର ଆବେଦନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ, ଟାଟା ପାୱାର ଓ…
ଶେୟାର ବଜାର କାରବାରରେ ଉତ୍ସାହ
ଭୁବନେଶ୍ୱର,୨୨।୧୧: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ…
ଓଡ଼ିଶାରେ ଜିଓ ଏୟାରଫାଇବର
ଭୁବନେଶ୍ୱର,୨୨।୧୧: ବିଶ୍ୱର ସର୍ବବୃହତ୍ ଘରୋଇ ମୋବାଇଲ ଡାଟା ନେଟ୍ୱର୍କ ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସର୍ବାଧୁନିକ ହୋମ୍ ଏଣ୍ଟରଟେଣ୍ଟମେଣ୍ଟ ସ୍ମାର୍ଟହୋମ୍ ସେବା ଏବଂ ହାଇ-ସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସମନ୍ବିତ ଏଣ୍ଡ୍-ଟୁ-ଏଣ୍ଡ୍ ସମାଧାନ ଜିଓ ଏୟାରଫାଇବର ସେବାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।…

