ଓଡ଼ିଶା ବଜାରରେ ଜେନିଭିସ ରିମେଡିସ
ଭୁବନେଶ୍ୱର,୨୮।୧୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଜେନେରିକ ଔଷଧ ଉତ୍ପାଦନକାରୀ କମ୍ପାନୀ ଜେନିଭିସ ରିମେଡିସ (ଆଇ) ପ୍ରାଇଭେଟ ଲିମିଟେଡ ତା’ର ଉତ୍ପାଦ (ଔଷଧ)ଗୁଡିକୁ ସୋମବାର ଆନୁଷ୍ଠାନିକ ଭାବେ ଓଡ଼ିଶା ବଜାରରେ ପ୍ରବେଶ କରାଇବା ସହିତ କମ୍ପାନୀର ରାଜ୍ୟ କାର୍ଯ୍ୟାଳୟ ଓ ଏକ୍ସକ୍ଲୁସିଭ…
କ୍ରମ୍ପଟନ୍ର ନୂତନ ଉତ୍ପାଦ
ଭୁବନେଶ୍ୱର,୨୮।୧୧: କ୍ରମ୍ପଟନ୍ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଲାଇଟ ‘ଡେକୋ ବାଟନ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ଉତ୍ପାଦର ଗୁଣାତ୍ମକତା ଓ ବିଶ୍ୱାସରେ ବ୍ରାଣ୍ଡ୍ର ପ୍ରତିବଦ୍ଧତା ରହିଛି। ଏପରିକି ନୂତନ କ୍ରମ୍ପଟନ୍…
ଯୁବପିଢ଼ି ଚାକିରି କରନ୍ତୁ, ମନା ନାହିଁ କିନ୍ତୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ମଧ୍ୟ ଆଗଭର ହୁଅନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପାରାଦ୍ୱୀପ,୨୭।୧୧: ସୋମବାର ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଆଜିର ଯୁବପିଢ଼ି ମାନଙ୍କୁ କିଛି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, ଯୁବପିଢ଼ି ସେମାନଙ୍କର ଯୋଗ୍ୟତା…
ହ୍ରାସ ପାଉଛି କର ସଂଗ୍ରହ, ସିଗାରେଟ ଉପରୁ ବ୍ୟାନ୍ ହଟାଇବେ ନ୍ୟୁଜିଲାଣ୍ଡ ସରକାର
ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା ଦର୍ଶାଇ ନୂତନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଥିବା ଜସିଣ୍ଡା ଜାକିଣ୍ଡା…
ସିଗାରେଟ ଦାମ ବଢ଼ାଇ ଦିଅ, ବଜେଟ ପୂର୍ବରୁ ଡାକ୍ତର-ଅର୍ଥନୀତିଜ୍ଞ କେନ୍ଦ୍ର ସରକାରଙ୍କୁ କଲେ ନିବେଦନ…
ନୂଆଦିଲ୍ଲୀ,୨୭।୧୧ : ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ। ୟୁନିଅନ…
ନିର୍ବାଚନ ଯୋଗୁ ରାଜ୍ୟ ହରାଇପାରନ୍ତି ପୁଞ୍ଜିଗତ ଖର୍ଚ୍ଚ , ୩୫ ପ୍ରତିଶତ ବୃଦ୍ଧି…
ନୂଆଦିଲ୍ଲୀ,୨୭।୧୧ : ଆସନ୍ତା ବର୍ଷ ରାଜ୍ୟ ନିର୍ବାଚନ ଏବଂ ସାଧାରଣ ନିର୍ବାଚନରେ ରାଜସ୍ବ ହ୍ରାସ ପାଇ ଅନେକ ରାଜ୍ୟ ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ଖର୍ଚ୍ଚ ଲକ୍ଷ୍ୟକୁ ହରାଇ ପାରନ୍ତି। ଆଇସିଆରଏ ରିପୋର୍ଟ ଅନୁଯାୟୀ, ବର୍ଷର ପ୍ରଥମାର୍ଦ୍ଧରେ ରାଜ୍ୟଗୁଡିକର ପୁଞ୍ଜି ବ୍ୟୟ…
ଏନ୍ଟୋଡ୍ର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୨୭।୧୧: ଦେଶର ପ୍ରମୁଖ ଘରୋଇ ସ୍ବାସ୍ଥ୍ୟଭିତ୍ତିକ କମ୍ପାନୀ ଏନ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ଜାତୀୟ ମାୟୋପିଆ ସପ୍ତାହ ପାଇଁ କମ୍ପାନୀ ମାତାନନ୍ଦ ଫାଉଣ୍ଡେଶନ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି। ଏପରିକି ଷ୍ଟ୍ରାବିସମ୍ସ…
ରେଟର୍ନ କାର୍ଯ୍ୟାଳୟ ଉଦ୍ଘାଟିତ
ଭୁବନେଶ୍ୱର,୨୭।୧୧ (ଅଭୟ ଦାଶ): ଓଡ଼ିଶା ବୁଣାକାରମାନଙ୍କର ସର୍ବବିଧ ଉନ୍ନତି ତଥା ରାଜ୍ୟ ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଚାର ଓ ପ୍ରସାର ପାଇଁ ରିଟାୟର୍ଡ ଟେକ୍ସଟାଇଲ ଅଫିସର୍ସ ରି-ନାଟିଭ(ରେଟର୍ନ)ର ରାଜ୍ୟ କାର୍ଯ୍ୟାଳୟ ଶନିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି…
ସ୍ପ୍ଲାସ୍ର ୧୧ତମ ସଂସ୍କରଣ
ଭୁବନେଶ୍ୱର,୨୭।୧୧: ଆକ୍ସିସ୍ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବାର୍ଷିକ ସର୍ବଭାରତୀୟ ପ୍ରତିଯୋଗିତା ‘ସ୍ପ୍ଲାସ୍’ର ୧୧ତମ ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୭ରୁ ୧୪ବର୍ଷ ବୟସର ପିଲାମାନଙ୍କ ପାଇଁ କଳା, ହସ୍ତଶିଳ୍ପ ଏବଂ ସାହିତ୍ୟ ଆଦି ଉପରେ ଉପରୋକ୍ତ ପ୍ରତିଯୋଗିତାର…
“ଏହା ଆବଶ୍ୟକ କି?”: ଡେଷ୍ଟିନେସନ୍ ୱେଡିଂକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୬।୧୧: ଦେଶରେ ଏବେ ବିବାହ ଋତୁ ଆରମ୍ଭ ହେଉଥିବା ବେଳେ ଦେଶରେ କିଛି ବଡ଼ ଧନୀ ପରିବାର ବିଦେଶରେ ଧୁମଧାମରେ ସେମାନଙ୍କର ଡେଷ୍ଟିନେସନ୍ ୱେଡିଂ କରୁଛନ୍ତି। ତେବେ ରବିବାର ପ୍ରଧାନମନ୍ତ୍ରୀ ତାଙ୍କର ମାସିକିଆ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ଡେଷ୍ଟିନେସନ୍ ୱେଡିଂ…
୨୬/୧୧ ମୁମ୍ବାଇ ଆକ୍ରମଣ: ଆଜିବି ଲିଭିନି କ୍ଷତିର ଦାଗ, ଭୁଶୁଡି ପଡିଥିଲା ମୁମ୍ବାଇର ଅର୍ଥନୀତି
ନୂଆଦିଲ୍ଲୀ,୨୬।୧୧: ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ଭାରତର ସୁରକ୍ଷା ଚିନ୍ତା ବଢ଼ାଇଥିଲା। ପାକିସ୍ତାନରୁ ସମୁଦ୍ର ପଥରେ ଆସିଥିବା ଆତଙ୍କବାଦୀ ଏକସଙ୍ଗେ ମୁମ୍ବାଇ ମହାନଗରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ୧୬୬ ଜଣଙ୍କୁ ହତ୍ୟା କରିବା ସହ ଅନେକେ ଆହତ ହୋଇଥିଲେ।…
ବିଜିୟୁର ୬ଷ୍ଠ ସମାବର୍ତ୍ତନ ଉସତ୍ବ
ଭୁବନେଶ୍ୱର,୨୬।୧୧: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି (ବିଜିୟୁ) ର ୬ଷ୍ଠ ସମାବର୍ତ୍ତନ ଉତ୍ସବ ଶନିବାର ବିଶ୍ୱବିଦ୍ୟାଳୟର ଭୁବନେଶ୍ୱର କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ବିଜିୟୁର ୨୦୨୧-୨୩ ବ୍ୟାଚ୍ର ସ୍ନାତକୋତ୍ତର ଏବଂ ୨୦୨୦-୨୩ ବ୍ୟାଚ୍ର ସ୍ନାତକ ଛାତ୍ରୀଛାତ୍ରମାନଙ୍କ ପାଇଁ…

