ବାଣିଜ୍ୟ

ଭୁଲରେ ଟ୍ରାନ୍ସଫର ହୋଇଥିବା ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହେଲାଣି ୟୁକୋ ବ୍ୟାଙ୍କ

ନୂଆଦିଲ୍ଲୀ,୧୮।୧୨: ଟେକ୍ନିକାଲ ସମସ୍ୟା ପାଇଁ ହଜାର ହଜାର ଆକାଉଣ୍ଟକୁ ଭୁଲରେ ୮୨୦ କୋଟି ପଠାଇ ଦେଇଥିବା ୟୁକୋ ବ୍ୟାଙ୍କ ୭୦୫ କୋଟି ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି। ନଭେମ୍ବର ମାସରେ ଏହି ଘଟଣା ଘଟିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ…

ମୁଖ୍ୟମନ୍ତ୍ରୀ ଋଣ ଛାଡ଼ ଯୋଜନା ପାଇଁ ଆବେଦନ ଆରମ୍ଭ, ଯେକୌଣସି ବ୍ୟାଙ୍କରୁ ଋଣ ନେଇଥିଲେ ମିଳିବ ସୁବିଧା

ଭୁବନେଶ୍ୱର,୧୮।୧୨: ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହିତ ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜଭୁତ କରିବା ଲାଗି ‘ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା’ ଆରମ୍ଭ ହୋଇଛି । କୋଭିଡ୍ ମହାମାରୀ ପାଇଁ ରାଜ୍ୟର ଏମ୍‌ଏସ୍‌ଏମ୍‌ଇ…

ନଭେମ୍ବରରେ ସୋନାଲିକାର ୧୨,୮୯୧ ୟୁନିଟ ବିକ୍ରି

ଭୁବନେଶ୍ୱର,୧୮।୧୨: ଚଳିତବର୍ଷ ନଭେମ୍ବର ମାସରେ ସୋନାଲିକା ଟ୍ରାକ୍ଟର୍ସ ମୋଟ ୧୨,୮୯୧ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି। ଏପରିକି ଗତ ବର୍ଷ ସମାନ ଅବଧି ମଧ୍ୟରେ କମ୍ପାନୀ ମୋଟ ୧୦,୪୬୪ ୟୁନିଟ ଟ୍ରାକ୍ଟର ବିକ୍ରି କରିଥିଲା। ବିଶେଷ କରି ଗତବର୍ଷ ତୁଳନାରେ କମ୍ପାନୀର…

ଆଜି ଖୋଲିବ ଏମ୍‌ଏମ୍‌ଏଲ୍‌ର ଆଇପିଓ

ଭୁବନେଶ୍ୱର,୧୮।୧୨: ମୁଥୁଟ୍‌ ମାଇକ୍ରୋଫିନ୍‌ ଲିମିଟେଡ୍‌ (ଏମ୍‌ଏମ୍‌ଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତବର୍ଷ ଡିସେମ୍ବର ୧୮ରେ ଖୋଲିବ। ଏପରି କି ଏହି ଅଫର ୨୦୨୩ ଡିସେମ୍ବର ୨୦ରେ ବନ୍ଦ ହେବ। ବିଶେଷ କରି ଏହାର ଆଙ୍କର ନିବେଶକମାନେ ୨୦୨୩ ଡିସେମ୍ବର ୧୫ରେ…

‘ବଜାରରେ ଆଇଟେଲର ‘ଏ୦୫ଏସ୍‌’

ଭୁବନେଶ୍ୱର,୧୮।୧୨: ଆଇଟେଲର ନୂତନ ଉତ୍ପାଦ ‘ଏ୦୫ଏସ୍‌ ସ୍ମାର୍ଟଫୋନ୍‌’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୬.୬ଇଞ୍ଚ ଏଚ୍‌ଡି+ ଡ୍ରପ୍‌ ଡିସ୍‌ପ୍ଲେ, ୪୦୦୦ଏମ୍‌ଏଏଚ୍‌ ବ୍ୟାଟେରି, ୮ଏମ୍‌ପି ଏଆଇ କ୍ୟାମେରା ଏବଂ ଆହୁରି ଅନେକ ଫିଚର ଅନ୍ତର୍ଭୁକ୍ତ ରହିଛି। ଏପରିକି ଏ୦୫ଏସ୍‌ର…

ହୋଣ୍ଡା ଏଲିଭେଟର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୧୮।୧୨ (ଅଭୟ ଦାଶ): ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ ନ୍ୟୁ ହୋଣ୍ଡା ଏଲିଭେଟ୍‌’ର ସର୍ବଭାରତୀୟ ଉନ୍ମୋଚନ (୨୦୨୩ ସେପ୍ଟେମ୍ବର) ନିକଟରେ ହୋଇଯାଇଛି। ଗତ ୪ମାସ ମଧ୍ୟରେ କମ୍ପାନୀ ଏକ ନୂତନ…

ଆମ୍‌ୱେ ଇଣ୍ଡିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୨: ଆମ୍‌ୱେ ଇଣ୍ଡିଆର ନୂତନ ଉତ୍ପାଦ ‘ଅଲ ନ୍ୟୁ ଗ୍ଲିଷ୍ଟର ମଲ୍‌ଟି ଆକ୍ସନ ଟୁଥ୍‌ପେଷ୍ଟ’ ନିକଟରେ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏ ସମ୍ପର୍କରେ ଆମ୍‌ୱେ ଇଣ୍ଡିଆର ସିଏମଓ ଅଜୟ ଖାନ୍ନା କହିଥିଲେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ୯୫%ରୁ ଅଧିକ…

ଧନୀ ହେବା ପୂର୍ବରୁ ବୁଢା ହୋଇଯିବ କି ଭାରତ? ବଡ଼ ଭବିଷ୍ୟବାଣୀ କଲେ ରଘୁରମ ରାଜନ

ନୂଆଦିଲ୍ଲୀ, ୧୭।୧୨: ସ୍ୱାଧୀନତାର ୧୦୦ ତମ ବାର୍ଷିକୀ ଅବସରରେ ଏକ ବିକଶିତ ଦେଶ ହେବାକୁ ଭାରତ ସରକାର ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଥିପାଇଁ ନୀତି ଆୟୋଗ ଦ୍ୱାରା ଭିଜନ ଡକ୍ୟୁମେଣ୍ଟ ଡେଭଲପମେଣ୍ଟ ଇଣ୍ଡିଆ ୨୦୪୭ ଉପରେ କାର୍ଯ୍ୟ କରାଯାଉଛି। ଏହି ସମୟରେ…

ମାତ୍ର ୬୦୦ ଟଙ୍କାରେ ମିଳିବ ଏଲପିଜି ସିଲିଣ୍ଡର, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୭।୧୨ : କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ସଂସଦକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାବେଳେ କହିଛନ୍ତି ଗରିବ ପରିବାରକୁ ଶସ୍ତା ଦାମରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବାରେ ସରକାର ଅନ୍ୟ ଦେଶ ତୁଳନାରେ ପ୍ରଭାବଶାଳୀ ହୋଇଛନ୍ତି। ପଡୋଶୀ ଦେଶ ପାକିସ୍ଥାନ, ନେପାଳ…

ଶେୟାର ବଜାରରେ ଐତିହାସିକ ଉତ୍ସାହ, ଲଗାତାର ୭ ସପ୍ତାହ ଧରି ବଢିଚାଲିଛି ସୁଚକାଙ୍କ

ମୁମ୍ବାଇ, ୧୭ା୧୨: ଭାରତୀୟ ଶେୟାର ବଜାର ସୁଚକାଙ୍କ ଗତ କିଛି ସପ୍ତାହ ଉତ୍ସାହ ଲାଗି ରହିଛି। ବିଏସଇ ସେନସେକ୍ସ ଏବଂ ଏନଏସଇ ନିଫ୍ଟି ସୁଚକାଙ୍କ ୭ ସପ୍ତାହ ଧରି ନିରନ୍ତର ବଢି ଚାଲିଛି। ଏହା ଭାରତୀୟ ଶେୟାର ବଜାରରେ ସବୁଠୁ ଲମ୍ବା…

କାନାରା ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ

ଭୁବନେଶ୍ୱର,୧୬।୧୨: କାନାରା ବ୍ୟାଙ୍କ ପକ୍ଷରୁ ଏକ ମୋଗ ଋଣ ବଣ୍ଟନ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ଗୋଟିଏ ଦିନରେ ୫୨୦ଟି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ପ୍ରାୟ ୨୧ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ…

ଟିପିସିଓଡିଏଲ୍‌ର ଶକ୍ତି ସଂରକ୍ଷଣ ଦିବସ

ଭୁବନେଶ୍ୱର,୧୭।୧୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଶକ୍ତି ସଂରକ୍ଷଣ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଶକ୍ତି ସମ୍ବଳ ସଂରକ୍ଷଣର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?