ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମା ବଢ଼ାଇବ ଇନ୍ଫୋସିସ୍
ନୂଆଦିଲ୍ଲୀ,୧୩।୧୦: ଭାରତର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ‘ଇନ୍ଫୋସିସ୍’ ଏହାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବ। ନଭେମ୍ବର ପହିଲାରୁ କର୍ମଚାରୀଙ୍କ ଦରମାକୁ ବଢ଼ାଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଦ୍ୱିତୀୟ ତ୍ରୈମାସିକରେ କର୍ମଚାରୀଙ୍କ ସଂଖ୍ୟା ୭,୫୦୦ କମିଛି। ଫଳରେ…
ବିଓବି ପକ୍ଷରୁ ୩୪୫ ସ୍କୁଟି ବଣ୍ଟନ
ଭୁବନେଶ୍ୱର,୧୩।୧୦:ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ଓଡ଼ିଶା କ୍ଷେତ୍ର ପକ୍ଷରୁ ୩୪୫ଟି ସ୍କୁଟି ବଣ୍ଟନ କରାଯାଇଛି। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ରାଜ୍ୟର ବିଭିନ୍ନ ବିଓବି ଶାଖା ଜରିଆରେ ସ୍କୁଟି ଋଣ…
ଆଇନଗତ ବିଦ୍ୟୁତ୍ ସଂଯୋଗକୁ ଗୁରୁତ୍ୱ
ଭୁବନେଶ୍ୱର,୧୩।୧୦:ପ୍ରତିବର୍ଷ ଭଳି ଚଳିତ ବର୍ଷ ପାର୍ବଣ ସମୟରେ ଆଇନଗତ ବିଦ୍ୟୁତ୍ ସଂଯୋଗକୁ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ଚଳିତ ପାର୍ବଣ ଏବଂ ଆଗାମୀ ଦଶହରା ସମୟରେ ସୁରକ୍ଷିତ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଲାଗି…
ପାହାଳରେ ମୋଟୋ ଭାଲ୍ଟର ନୂତନ ଆଉଟ୍ଲେଟ
ଭୁବନେଶ୍ୱର,୧୩।୧୦:ମୋଟୋ ଭାଲ୍ଟ ମଲ୍ଟି ବ୍ରାଣ୍ଡ୍ ସୁପର ବାଇକର ନୂତନ ଆଉଟ୍ଲେଟ (ଫ୍ରାଞ୍ଚାଇଜ) ଗୁରୁବାର ଭୁବନେଶ୍ୱରର ପାହାଳଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସଆର ଅଟୋମୋବାଇଲ ଆନୁକୂଲ୍ୟରେ ଉକ୍ତ ଆଉଟ୍ଲେଟର ଶୁଭାରମ୍ଭ କରାଯାଇଛି। ବିଶେଷକରି ମୋଟୋ ଭାଲ୍ଟ ଆନ୍ତର୍ଜାତିକ ମାନର ମୋଟର…
ପିଏନ୍ବିର ନୂତନ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୧୩।୧୦:ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି) ର ନୂତନ ଶାଖା ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍ବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭୁପ୍ରସାଦ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଏନ୍ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ…
ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୨%
ଭୁବନେଶ୍ୱର,୧୩।୧୦ (ଅଭୟ ଦାଶ):ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୦୨%ରେ ରହିଛି, ଯାହା ୨୦୨୩ ଅଗଷ୍ଟରେ ୬.୮୩% ରେ ଥିଲା। ଏହା ପୂର୍ବରୁ ୨୦୨୩ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୧୫ ମାସର ସର୍ବୋଚ୍ଚସ୍ତର…
ଅମ୍ବାନୀ ସବୁଠୁ ଧନୀ ଭାରତୀୟ
ନୂଆଦିଲ୍ଲୀ,୧୩ା୧୦:ଫୋର୍ବସ୍ ପକ୍ଷରୁ ପ୍ରକାଶିତ ଚଳିତ ବର୍ଷର ଶ୍ରେଷ୍ଠ ୧୦୦ ଭାରତୀୟଙ୍କ ତାଲିକାର ଶୀର୍ଷ ସ୍ଥାନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ରହିଛନ୍ତି। ତାଙ୍କ ସମ୍ପତ୍ତି ପରିମାଣ ୯୨ ବିଲିୟନ ଡଲାର (୭.୬ ଲକ୍ଷ କୋଟି ଟଙ୍କା)। ଗତବର୍ଷ ସବୁଠୁ…
ଭାବି ବୋହୂଙ୍କ କେଦାରନାଥ ଦର୍ଶନ କଲେ ମୁକେଶ ଅମ୍ବାନୀ: ଦାନ ଦେଲେ ଏତିକି ଟଙ୍କା
ନୂଆଦିଲ୍ଲୀ,୧୨।୧୦:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ମୁଖ୍ୟ ତଥା ଶିଳ୍ପପତି ମୁକେଶ ଅମ୍ବାନୀ ଗୁରୁବାର ବଦ୍ରିନାଥ ଏବଂ କେଦାରନାଥ ଦର୍ଶନ କରିଛନ୍ତି। ଏହି ସମୟରେ ଭାବି ବୋହୂ ତଥା ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟ ଏବଂ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ଉପସ୍ଥିତ…
ବିକ୍ରି ହେବ ‘ଗୋ ଫାଷ୍ଟ’ ବିମାନ କମ୍ପାନୀ
ନୂଆଦିଲ୍ଲୀ,୧୨।୧୦: କିଛି ମାସ ଧରି ବନ୍ଦ ପଡ଼ିଥିବା ବିମାନ କମ୍ପାନୀ ‘ଗୋ ଫାଷ୍ଟ’ ବିକ୍ରି ହେବାକୁ ଯାଉଛି। ଏହାକୁ କ୍ରୟ କରିବାକୁ ଜିନ୍ଦଲ ପାଓ୍ବାର ଲିମିଟେଡ୍ ସବୁଠାରୁ ଆଗରେ ଥିବା ନଜର ଆସିଛି। ଏନେଇ ଜିନ୍ଦଲକୁ ଇଓଆଇ ମିଳିସାରିଛି। ଏହାପରେ ନିଲାମ…
ଇସ୍ରାଏଲ ଯୁଦ୍ଧ: ୧୦ଭାରତୀୟ ନିବେଶକ ଚିନ୍ତାରେ
ନୂଆଦିଲ୍ଲୀ,୧୨।୧୦: ଆଜିକୁ ୬ଦିନ ଧରି ପାଲେଷ୍ଟାଇନର ଉଗ୍ରବାଦୀ ଗୋଷ୍ଠୀ ହମାସ ଏବଂ ଇସ୍ରାଏଲ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଯୁଦ୍ଧ ଜାରି ରହିଛି। ଏହା ଦ୍ୱାରା ଇସ୍ରାଏଲର ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ପ୍ରାୟ ୯୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଇସ୍ରାଏଲର ଜିଡିପି ପ୍ରାୟ ୫୨୧.୬୯…
ତିନି ବର୍ଷରେ ୧୦ ଦେଶକୁ ୧୧୨ ବିଲିୟନ ଡଲାରର ରପ୍ତାନି କରିବ ଭାରତ…
ନୂଆଦିଲ୍ଲୀ,୧୨।୧୦ : ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ। ଏହି ଦେଶଗୁଡିକରେ ଭାରତୀୟ ମିଶନଗୁଡିକ ବଜାର…
ଇସ୍ରାଏଲ କୃଷି ପଦ୍ଧତିରେ ଭାରତରେ ବଢୁଛି ଫଳ, ପନିପରିବା ଉତ୍ପାଦନ
ନୂଆଦିଲ୍ଲୀ,୧୨।୧୦: ଯୁଦ୍ଧରେ ଧିରେ ଧିରେ ଶ୍ମଶାନ ପାଲଟିଥିବା ଦେଶ ଇସ୍ରାଏଲ ପ୍ରତିରକ୍ଷା କ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ। ସେଥିପାଇଁ ଭାରତ ଇସ୍ରାଏଲରୁ ନୂଆ ଟେକ୍ନୋଲଜିର ଅସ୍ତ୍ରଶସ୍ତ୍ର କିଣିଥାଏ। ତେବେ କେବଳ ଅସ୍ତ୍ରଶସ୍ତ୍ର ଚୁକ୍ତି ନୁହେଁ ଭାରତ ଇସ୍ରାଏଲର ନୂଆ କୃଷି ପ୍ରଯୁକ୍ତିବିଦ୍ୟା…
Archives


