ଭାରତ-ପାକିସ୍ତାନ ମ୍ୟାଚ୍ରେ ରେକର୍ଡ ବ୍ରେକିଂ ଭ୍ୟୁୟର୍ସଶିପ୍, ଓଟିଟିରେ ମ୍ୟାଚ ଦେଖିଲେ ୩.୫କୋଟିରୁ ଅଧିକ ଲୋକ
ନୂଆଦିଲ୍ଲୀ,୧୫।୧୦: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ହାଇଭୋଲଟେଜ ମ୍ୟାଚରେ ଭାରତ ବିଜୟୀ ହୋଇଛି। ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଓ୍ବିକେଟରେ ପରାଜିତ କରିଛି। ମ୍ୟାଚରେ ଚକା ଛଉକା ରେକର୍ଡ ହେଉଥିବାବେଳେ ମ୍ୟାଚ ଦେଖୁଥିବା ଉତ୍ସାହୀ ଦର୍ଶକମାନେ ମଧ୍ୟ ରେକର୍ଡ…
ଶସ୍ତା ହୋଇପାରେ ଚାଉଳ
ନୂଆଦିଲ୍ଲୀ,୧୫।୧୦: ପାର୍ବଣ ଆରମ୍ଭ ପୂର୍ବରୁ ଚାଉଳର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଚାଉଳ ଉପରେ ରପ୍ତାନି ଶୁଳ୍କର ଅବଧି ଆସନ୍ତା ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ବ୍ୟବସାୟୀମାନଙ୍କୁ ମାର୍ଚ୍ଚ ୩୧, ୨୦୨୪ପର୍ଯ୍ୟନ୍ତ…
କାନାରା ବ୍ୟାଙ୍କ ପକ୍ଷରୁ ଫିଟ୍ ଇଣ୍ଡିଆ ଅଭିଯାନ
ଭୁବନେଶ୍ୱର,୧୫।୧୦: କାନାରା ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଫିଟ୍ ଇଣ୍ଡିଆ ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ମହାପ୍ରବନ୍ଧକ ଜଗଦୀଶ ଚନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉକ୍ତ ଅଭିଯାନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି…
କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ ମେରୁଦଣ୍ଡ ଦିବସ
ଭୁବନେଶ୍ୱର, ୧୫।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମେରୁଦେଣ୍ଡ ଦିବସ ଶନିବାର ହସ୍ପିଟାଲ ପରିସରରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ସ୍ଲୋଗାନ୍ ‘ମୁଭ ଇୟୋର ସ୍ପାଇନ୍’ ରହିଛି। ବିଶେଷକରି ଲୋକମାନଙ୍କୁ ବିଭିନ୍ନ ପ୍ରକାର…
ସୁଲଭ ମୂଲ୍ୟରେ ସେଲିବ୍ରଶନ ପ୍ୟାକେଟ
ଭୁବନେଶ୍ୱର, ୧୫।୧୦: ଚଳିତ ବର୍ଷର ପାର୍ବଣ ଉପଲକ୍ଷେ ହୋଟେଲ ଏମ୍ପାୟାର୍ସସ୍ଥିତ ଡେଲି କାଫେ ଠାରେ ଏକ ସ୍ବତନ୍ତ୍ର ଦୀପାବଳି ଉପହାର କାଉଣ୍ଟର ଶନିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍ ଅଭିନେତ୍ରୀ ନୈନା ଦାଶ ଏବଂ ଅଭିନେତା ପ୍ରୀତିରାଜ…
ରେଭେନ୍ଶାରେ ୧୦୮ଫୁଟର ସ୍ମାରକୀ ପତାକା ପୋଲ୍ ଉନ୍ମୋଚିତ
କଟକ ,୧୫।୧୦ (ସୁପ୍ରିୟା ପ୍ରିୟଦର୍ଶିିନୀ ): ଫ୍ଲାଗ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଓଆଇ) ପକ୍ଷରୁ ଶନିବାର ରେଭେନ୍ଶା ୟୁନିଭର୍ସିଟି ପରିସରରେ ଏକ ୧୦୮ଫୁଟ ସୁଉଚ୍ଚ ସ୍ମାରକୀ ପତାକା ପୋଲ୍ ଉନ୍ମୋଚିତ ହୋଇଯାଇଛି। ଏଫ୍ଏଫ୍ଓଆଇ ସଭାପତି ତଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର…
ଆଇଏମଏଫ ସର୍ତ୍ତ ଯୋଗୁ ସଙ୍କଟରେ ପାକିସ୍ତାନ ରେଲଓ୍ବେର ଆଧୁନିକୀକରଣ ପରିଯୋଜନା…
ଇସଲାମାବାଦ,୧୪।୧୦ : ସିପିଇସି ଅନ୍ତର୍ଗତ ପାକିସ୍ତାନର ପ୍ରମୁଖ ରେଲଓ୍ବେ ଆଧୁନିକୀକରଣ ପରିଯୋଜନାରେ ସଙ୍କଟ ଉପୁଜିଛି। ସ୍ଥାନୀୟ ମେଡିଆ ରିପୋର୍ଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଦେଶର ପ୍ରମୁଖ ଖବରକାଗଜ ଅନୁସାରେ ମେନ ଲାଇନ-୧ ର ମରାମତି କରାଯିବ। ଏହି ରେଲଓ୍ବେ…
ଭାରତ-ପାକିସ୍ତାନ ମ୍ୟାଚ୍: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର
ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍ର କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ…
ଇସ୍ରାଏଲ-ହମାସ ଯୁଦ୍ଧରେ କାନପୁରର ଚମଡା ବ୍ୟବସାୟରେ ପଡିବ ପ୍ରଭାବ, ପାଣିରେ ପଡିବ ୧୫୦କୋଟି ଟଙ୍କାର ବ୍ୟବସାୟ
କାନପୁର,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ସପ୍ତାହେ ବିତିଥିବାବେଳେ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରି ନର ସଂହାର ରଚିବାରେ ଲାଗିଛି। ତେବେ ଯୁଦ୍ଧ ଯୋଗୁ ଇସ୍ରାଏଲର ଅର୍ଥନୈତିକ ବ୍ୟବସ୍ଥା ଭୁଶୁଡି ପଡିବାର ସମ୍ଭାବନା ରହିଛି।…
ରାଧିକା ଚିମାଙ୍କୁ ବିଗ୍ ଇମ୍ପାକ୍ଟ ଆଓ୍ବାର୍ଡ
ଭୁବନେଶ୍ୱର, ୧୪।୧୦: ଦିଭିସା ହର୍ବାଲ୍ସ ପ୍ରାଇଭେଟ୍ ଲିମିଟେଡ୍ର ସାମାଜିକ ସଂସ୍ଥା ଆଇକେଜେ କେୟାର ଫାଉଣ୍ଡେଶନର ଅଧ୍ୟକ୍ଷା (ଚେୟାରପର୍ସନ) ରାଧିକା ଚିମାଙ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ପୁରସ୍କାର (ଆଓ୍ବାର୍ଡ) ପ୍ରଦାନ କରାଯାଇଛି। ବିଶେଷକରି ସାମଜସେବା ଓ ସାମାଜିକ କାର୍ଯ୍ୟର ଉଲ୍ଲେଖନୀୟ ଅବଦାନ ପାଇଁ…
ଜଗଦୀଶ ନାଲ୍କୋର ନୂତନ ନିର୍ଦ୍ଦେଶକ
ଭୁବନେଶ୍ୱର, ୧୪।୧୦: ନାଲ୍କୋର ନୂତନ ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ) ଭାବେ ଜଗଦୀଶ ଅରୋରା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଆରୋରା ସେଲ୍ ଅନ୍ତର୍ଗତ ସେଣ୍ଟର ଫର୍ ଇଞ୍ଜିନିୟରିଂ ଆଣ୍ଡ ଟୋକ୍ନୋଲୋଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ।…
ଏଚ୍ଏମ୍ଏସ୍ଆଇର ନୂତନ ଏଡିସନ ଉନ୍ମୋଚିତ
ଭୁବନେଶ୍ୱର, ୧୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ନୂତନ ଏଡିସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ହୋଣ୍ଡା ହାଇନେସ୍ ସିବି୩୫୦ ଏବଂ ସିବି୩୫୦ଆର୍ଏସ୍ର ନୂତନ ଏଡିସନ୍କୁ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀ ଉଭୟ ବାଇକ୍କୁ…
Archives


