ଜିଓର ସ୍ବତନ୍ତ୍ର ଅଫର
ଭୁବନେଶ୍ୱର,୨୫।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି...
କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ
ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ...
ଭାରତରେ ଉତ୍ପାଦନ ବଢେଇବ ଆପଲ
ନୂଆଦିଲ୍ଲୀ,୨୪।୯: ଆଇଫୋନ ନିର୍ମାତା ଆପଲ କମ୍ପାନୀ ଆସନ୍ତା ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଆପଲ ଫୋନ ଉତ୍ପାଦନକୁ ପାଞ୍ଚ ଗୁଣରୁ ୪୦ ବିଲିୟନ ଡ଼ଲାର୍ (ପ୍ରାୟ ୩.୩୨ ଲକ୍ଷ କୋଟି)କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଜାତୀୟ ଗଣମାଧ୍ୟମର...
ପଟିଆରେ ସକ୍ସେସ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ମେନ୍ସୱେର ବ୍ରାଣ୍ଡ୍ ‘ସକ୍ସେସ୍’ର ନୂତନ ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ...
ପୁଣି ବଢ଼ିପାରେ ଖାଦ୍ୟ ମୁଦ୍ରାସ୍ଫୀତି
ଭୁବନେଶ୍ୱର, ୨୪।୯: ସକ୍ରିୟ ମୌସୁମୀ ସାରା ଦେଶରେ ଖରିଫ ଚାଷକୁ ପୁନର୍ଜୀବିତ କରିଛି। ଏହାର ପ୍ରଭାବରେ ସାରା ଦେଶରେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଭଲ ଧାନ ଅମଳ ହେବ ବୋଲି ଆଶା କରାଯାଉଛି। ତେବେ ତୈଳବୀଜ ଓ ଡାଲି ଜାତୀୟ...
ବିଓଆଇ ମହାନଦୀ ବିହାର ଶାଖାର ନୂତନ ପରିସର
ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ଅଧୀନ ମହାନଦୀ ବିହାର ଶାଖାର ନୂତନ ପରିସର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଏହି ଶାଖା ପୂର୍ବରୁ ଶିଖରପୁରସ୍ଥିତ ପ୍ରଧାନ ଟ୍ରାନ୍ସପୋର୍ଟ ବିଲ୍ଡିଂରେ କାର୍ଯ୍ୟକ୍ଷମ ଥିଲା। ବିଶେଷକରି ଗ୍ରାହକମାନଙ୍କୁ ଉତ୍ତମ...
ସିୟୁଇଇ-୨୦୨୪ ଆବେଦନ ଆରମ୍ଭ
ଭୁବନେଶ୍ୱର, ୨୪।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ (ଓଡ଼ିଶା ଏବଂ ଏପି) ପକ୍ଷରୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ (ସିୟୁଇଇ-୨୦୨୪) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି...
ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ୱ
ଭୁବନେଶ୍ୱର, ୨୪।୯ : ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ ସମୟରେ ନିରବଚ୍ଛିନ୍ନ ଓ ଅବାଧ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି।...
ପାରାଦୀପ ପୋର୍ଟରେ କରାଯାଉ କଣ୍ଟେନର ଟର୍ମିନାଲ
ଭୁବନେଶ୍ୱର,୨୪।୯: ଓଡ଼ିଶାର ପ୍ରମୁଖ ବନ୍ଦର ‘ପାରାଦୀପ ପୋର୍ଟ’ରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ କରାଯାଉ ବୋଲି ଜିନ୍ଦଲ ଷ୍ଟେନ୍ଲେସ୍ର ଲଜିଷ୍ଟିକ୍ସ ମୁଖ୍ୟ ଭେଙ୍କଟେଶ୍ୱର ରାଓ ଭୁବନେଶ୍ୱରଠାରେ ଆୟୋଜିତ ଦିନିକିଆ ଲଜିଷ୍ଟିକ୍ ସମ୍ମିଳନୀକୁ ସମ୍ବୋଧିତକରି ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ କଣ୍ଟେନର...
ବିଓଏମ୍କୁ ରାଜଭାଷା ‘କୀର୍ତ୍ତି ପୁରସ୍କାର’
ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର (ବିଓଏମ୍) କୁ ନିକଟରେ ରାଜଭାଷା ‘କୀର୍ତ୍ତି ପୁରସ୍କାର’ପ୍ରଦାନ କରାଯାଇଛି। ବିଶେଷକରି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜଭାଷା ହିନ୍ଦୀର ଶ୍ରେଷ୍ଠ କାର୍ଯ୍ୟ ନିମନ୍ତେ ବିଓଏମ୍କୁ ସର୍ବୋଚ୍ଚ ସମ୍ମାନ ‘ରାଜଭାଷା କୀର୍ତ୍ତି’ପୁରସ୍କାର ପ୍ରଦାନ କରାଯାଇଛି।...
ଜିଓର ସ୍ବତନ୍ତ୍ର ଅଫର
ଭୁବନେଶ୍ୱର, ୨୪।୯: ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ବତନ୍ତ୍ର ଅଫରର ଶୁଭାରମ୍ଭ କରାଯାଇଛି। ବିଶେଷକରି ଭାରତରେ ନିର୍ମିତ ଆଇଫୋନ୧୫କୁ ରିଲାଏନ୍ସ ଡିଜିଟାଲ, ଜିଓ ମାର୍ଟ କିମ୍ବା ରିଲାଏନ୍ସ ରିଟେଲ ଷ୍ଟୋରରୁ କିଣୁଥିବା ଗ୍ରାହକମାନେ ଏହି ଆକର୍ଷଣୀୟ ଅଫରର ଲାଭ ନେଇପାରିବେ। ଏପରିକି...
ଭାରତ-କାନାଡା ବିବାଦ: ମହିନ୍ଦ୍ରା ପରେ ଜିନ୍ଦଲ ଦେଲା କାନାଡାକୁ ବଡ ଝଟକା
ନୂଆଦିଲ୍ଲୀ,୨୩।୯: କାନାଡା ଓ ଭାରତ ବିବାଦ ଚରମରେ ପହଞ୍ଚିଛି। ଉଭୟ ଦେଶ ମଧ୍ୟରେ ତିକ୍ତତାର ପ୍ରଭାବ ବ୍ୟବସାୟରେ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କଲାଣି। ବିବାଦ ଭିତରେ ଭାରତୀୟ କମ୍ପାନୀଗୁଡିକ କାନାଡାରେ ସେମାନଙ୍କର ବ୍ୟବସାୟ ବନ୍ଦ କରୁଛନ୍ତି। ଯାହା କାନାଡା...
Archives


