ବାଣିଜ୍ୟ

ପୂଜା ଅଫର ‘ବାଏ ୧ ଗେଟ୍‌ ୨’ର ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ବାଣିଜି୍ୟକ ସଂସ୍ଥା ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବାଏ ଓ୍ବାନ୍‌ ଗେଟ୍‌ ଟୁ ଅଫର ମାଧ୍ୟମରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକମାନଙ୍କୁ ଅନେକ...

‘ଉତ୍ତମ ପୋଷଣ ଅର୍ଥନୈତିକ ସମୃଦ୍ଧି ଆଣିଥାଏ’

ଭୁବନେଶ୍ୱର,୨୮।୯: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଉତ୍ତମ ପୋଷଣଯୁକ୍ତ ଖାଦ୍ୟର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରିକି ଉତ୍ତମ ପୋଷଣଯୁକ୍ତ ଖାଦ୍ୟ ହେଉଛି ଇନ୍ଧନ, ଯାହା ସ୍ବାସ୍ଥ୍ୟର ଅଭିବୃଦ୍ଧି ଏବଂ ଶାରୀରିକ ବିକାଶକୁ ଆଗକୁ ବଢ଼ାଇଥାଏ ଏବଂ ଜୀବନ ସାରା ରୋଗକୁ ରୋକିବାରେ...

ଏମ୍‌ଏସି କସ୍‌ମେଟିକ୍ସର ୩ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍‌ ମେକ୍‌ ଅପ୍‌ ବ୍ରାଣ୍ଡ୍‌ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବିଶେଷ ପ୍ରକାରର ୨୪ଘ. କାଜଲ ଲାଇନର+ମ୍ୟାଟେ ଲିପ୍‌ଷ୍ଟିକ୍‌ ମେହର, ଅଲ ଫାୟାରଡ୍‌ ଅପ୍‌+...

ମାଲାବାର ବିଶ୍ୱର ୬ଷ୍ଠ ଗହଣା ବ୍ରାଣ୍ଡ୍‌

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡ, ବିଶ୍ୱର ୬ଷ୍ଠ ବୃହତ୍‌ ଗହଣା ଗ୍ରୁପ୍‌ର ମାନ୍ୟତା ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଅଲ ଇଣ୍ଡିଆ ଜେମ୍‌ ଆଣ୍ଡ ଜୁଏଲେରି ଡୋମେଷ୍ଟିକ କାଉନସିଲ (ଜିଜେସି) ପକ୍ଷରୁ ମାଲାବାର...

୫୦୦୦ କୋଟି ନିବେଶ କରିବ ଗୋଲ୍‌ଡି

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଷ୍ଟାର୍ଟଅପ୍‌ କମ୍ପାନୀ ‘ଗୋଲ୍‌ଡି ସୋଲାର’ ପକ୍ଷରୁ ବ୍ୟବସାୟ ବିସ୍ତାର ଯୋଜନାର ଏକ ଅଂଶ ଭାବେ ପ୍ରାୟ ୫୦୦୦ କୋଟି ଟଙ୍କାର ନିବେଶ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଗୋଲ୍‌ଡି ସୋଲାର ୨୦୨୫ ସୁଦ୍ଧା କ୍ଷମତା...

କମିଶନରେଟ୍‌ ପୋଲିସକୁ ୬ପିସିଆର୍‌ ଭ୍ୟାନ୍‌ ଦେଲା ନାଲ୍‌କୋ

ଭୁବନେଶ୍ୱର,୨୮।୯: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ୍‌କୁ ୬ଟି ନୂଆ ପୋଲିସ୍‌ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍‌ ଯୋଗାଇ ଦିଆଯାଇଛି। ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର) ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ...

ଦି ମ୍ୟାନ୍‌ ଗାର୍ମେଣ୍ଟସ ଷ୍ଟୋରର ପୂଜା ଅଫର

କଟକ,୨୮।୯: ଚଳିତ ବର୍ଷର ପାର୍ବଣ ଋତୁ ଅବସରରେ ‘ଦି ମ୍ୟାନ୍‌ ମଲ୍ଟିବ୍ରାଣ୍ଡ ଗାର୍ମେଣ୍ଟସ ଷ୍ଟୋରର ନୂତନ ଆଉଟ୍‌ଲେଟ୍‌ କଟକର ମଙ୍ଗଳାବାଗଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମହିଳା ଉଦ୍ୟୋଗୀ ଶକୁନ୍ତଳା ଦେବୀ ଓ ପ୍ରୀତି ଗିଲ୍‌ରା ସମ୍ମାନିତ ଅତିଥି ଭାବେ...

ପାର୍ବଣରେ ହିରୋ ମୋଟୋକର୍ପର ‘ହିରୋ ଗିଫ୍ଟ’

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷର ପାର୍ବଣ ଅବସରରେ ହିରୋ ମୋଟୋକର୍ପ ପକ୍ଷରୁ ‘ହିରୋ ଗିଫ୍ଟ’ ଗ୍ରାଣ୍ଡ ଇଣ୍ଡିଆନ ଫେଷ୍ଟିଭାଲ ଅଫ୍‌ ଟ୍ରଷ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଅନ୍ତର୍ଗତ ରୋମାଞ୍ଚକର ମଡେଲ ସତେଜତା, ଖୁଚୁରା ଲାଭ, ବହୁ ଆର୍ଥିକ ଯୋଜନା,...

‘ଭିଭୋ ଇଗ୍‌ନାଇଟ୍‌ ଅଭିଯାନ’

ନୂଆଦିଲ୍ଲୀ,୨୮।୯: ଅନ୍ତର୍ଜାତୀୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଦେଶବ୍ୟାପୀ ଭିଭୋ ଇଗ୍‌ନାଇଟ୍‌ ଅଭିଯାନର ଶୁଭାରମ୍ଭ କରାଯାଇଛି। ଉକ୍ତ ଅଭିଯାନରେ ଦେଶର ୮ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ ପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ଏପରିକି ୨୦୨୩ ଫେବୃୟାରୀ ପର୍ଯ୍ୟନ୍ତ...

ଆହୁରି ମହଙ୍ଗା ହୋଇପାରେ ଇଏମ୍‌ଆଇ

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ ବୋଲି ସୂଚନା ମିଳିଛି। ଏପରିକି ବୁଧବାର ଆର୍‌ବିଆଇର ୩ ଦିନିଆ ଏମ୍‌ପିସି ବୈଠକ ଆରମ୍ଭ ହେଉଛି। ବିଶେଷକରି...

ଆଇସିଏଓ-ଆଇଏସଏ ଚୁକ୍ତି…

ନୂଆଦିଲ୍ଲୀ, ୨୭।୯ : ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଏବଂ ଅନ୍ତର୍ଜାତୀୟ ସୌର ଆଲାଇନ୍ସ (ଆଇଏସଏ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ବାକ୍ଷରିତ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର ଏହି ସୂଚନା...

ଟାଟା ମୋଟର୍ସର ଏସ୍‌ସିଭି ବର୍ଗରେ ୩ ମଡେଲ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୭।୯: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାଣକାରୀ କମ୍ପାନୀ ‘ଟାଟା ମୋଟର୍ସ’ପକ୍ଷରୁ ସୋମବାର ଛୋଟ ବାଣିଜି୍ୟକ ଯାନ ବା ସ୍ମଲ କର୍ମସିଆଲ ଭେହିକିଲ (ଏସସିଭି) ବର୍ଗରେ ୩ଟି ନୂଆ ମେଡଲର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ଟାଟା ଏସସିଭିର ଯୋଦ୍ଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri