ବାଣିଜ୍ୟ

ମାଲାମାଲ ହେଲେ ମୁକେଶ ଅମ୍ବାନୀ, ୧୦୦ ବିଲିୟନ ଡଲାର ପାର୍‌ କଲା ସମ୍ପତ୍ତି

ନୂଆଦିଲ୍ଲୀ,୧୧।୧: ଗୁରୁବାର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପାଇଁ ଏକ ଭଲ ଦିନ ବୋଲି ପ୍ରମାଣିତ ହୋଇଛ। ଗୋଟିଏ ପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଶେୟାର ବୃଦ୍ଧି ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ଅନ୍ୟ ପଟେ…

Direct Tax Collection: ବଜେଟ ପୂର୍ବରୁ ସରକାରଙ୍କ ପାଇଁ ଖୁସି ଖବର, ୧୯ ପ୍ରତିଶତ ବଢିଲା ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ

ନୂଆଦିଲ୍ଲୀ,୧୧।୧: ଆସନ୍ତା ମାସରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଗୁରୁବାର ସରକାରଙ୍କୁ ଭଲ ଖବର ମିଳିଛି। ଚଳିତ ଆର୍ଥିକ ବର୍ଷରେ ସରକାର ଟ୍ୟାକ୍ସରୁ ବହୁ ଟଙ୍କା ରୋଜଗାର କରିଛନ୍ତି। ସର୍ବଶେଷ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଡାଇରେକ୍ଟ…

ପୁଣି ବଡ଼ ଛଟେଇ କଲେ ଗୁଗୁଲ୍-ଆମାଜନ: ଏକା ସାଙ୍ଗରେ ଏତିକି କର୍ମଚାରୀ ହରାଇଲେ ଜୀବିକା

ନୂଆଦିଲ୍ଲୀ, ୧୧।୧: କିଛି ଦିନରେ ବିରତି ପରେ ପୁଣି ବଡ଼ ସଂଖ୍ୟାରେ ଛଟେଇ କରିଛନ୍ତି ଆମେରିକୀୟ ଟେକ୍ ଜାଏଣ୍ଟସ୍ ଗୁଗୁଲ୍ ଏବଂ ଆମାଜନ। ଗୁଗୁଲ୍ ଏହାର ଭଏସ ଆକ୍ଟିଭେଟେଡ଼ ଗୁଗୁଲ୍ ଆକ୍ଟିଭେଟେଡ଼ ଆସିଷ୍ଟାଣ୍ଟ ସଫ୍ଟୱେର ଟିମକୁ ଛଟେଇ କରିବ। ସେହିଭଳି ଇ-କମର୍ସ…

ଜୁଆ କମ୍ପାନୀରୁ କୋଟି କୋଟି ରୋଜଗାର… ବ୍ରିଟେନର ସବୁଠୁ ଧନୀ ମହିଳା ହେଲେ ଡେନିସ୍‌ କୋଟ୍ସ

ନୂଆଦିଲ୍ଲୀ,୧୧।୧: Bet365 ମାଲିକ ଡେନିସ କୋଟ୍ସ ବ୍ରିଟେନର ସବୁଠାରୁ ଧନୀ ମହିଳା ହୋଇଛନ୍ତି। ତାଙ୍କର ଦରମା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମୋଟ ରୋଜଗାରଠାରୁ ଅଧିକ ବୋଲି ଜଣାପଡ଼ିଛି। ବେଟିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ବ୍ରିଟେନର ସର୍ବାଧିକ…

ଅଯୋଧ୍ୟାରେ ଆକାଶଛୁଆଁ ହୋଟେଲ ଭଡା, ଦିନକୁ ୧ଲକ୍ଷ ଟଙ୍କା

ଅଯୋଧ୍ୟା,୧୧।୧: ସଜେଇ ହେଲାଣି ଅଯୋଧ୍ୟା। ଜାନୁଆରୀ ୨୨ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ରାମ ମନ୍ଦିରର ଭବ୍ୟ ଆୟୋଜନ ହେବ। ତେବେ ଏବେଠାରୁ ଅଯୋଧ୍ୟାରେ ଜନ ସମାଗମ ଆରମ୍ଭ ହେଲାଣି। ଅଯୋଧ୍ୟାରେ ପହଞ୍ଚିବା ପରେ ଯାତ୍ରୀ ହୋଟେଲ କି ଲଜ୍‌ରେ ମୁଣ୍ଡ…

Ayushman Card 2024:ଆୟୁଷ୍ମାନ କାର୍ଡ ପାଇଁ କିପରି କରିବେ ଆବେଦନ: ଏସବୁ ପ୍ରମାଣ ପତ୍ର ଜରୁରୀ, ନ ହେଲେ ହେବ ରଦ୍ଦ…

ନୂଆଦିଲ୍ଲୀ,୧୧।୧ : ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ…

ପୂର୍ବାଞ୍ଚଳ ବଜାରରେ ଲୁମିନସ୍‌ ଶ୍ରେଷ୍ଠ

ଭୁବନେଶ୍ୱର,୧୧।୧ (ଅଭୟ ଦାଶ): ଲୁମିନସ୍‌ ଇଣ୍ଡିଆ ପୁଣି ଥରେ ଘରୋଇ ବଜାରରେ ଶ୍ରେଷ୍ଠ ବ୍ରାଣ୍ଡ୍‌ ଓ ସେଲ୍‌ସର ମାନ୍ୟତା ହାସଲ କରିଛି। ଦେଶର ପୂର୍ବାଞ୍ଚଳ ରାଜ୍ୟରେ ଲୁମିନସ୍‌ ଉତ୍ପାଦ ରେଞ୍ଜ ଏକ ନମ୍ବର ସହ ଉଲ୍ଲେଖନୀୟ ସଫଳତା ପାଇଛି। ଏପରିକି କ୍ରମାଗତ…

ଓଜିବିର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୧।୧: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ (ଓଜିବି)ର ଦ୍ୱାଦଶ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ଓଜିବିର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ବ୍ୟାଙ୍କର ସମସ୍ତ ଅଧିକାରୀ, କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ ନିମନ୍ତେ…

ପଟିଆରେ ଶୋ’ରୁମ୍‌ କାଟିନାପି ଖୋଲିଲା

ଭୁବନେଶ୍ୱର,୧୧।୧: ପଟିଆସ୍ଥିତ ପ୍ରମିଳା ଟାଓ୍ବାରରେ ଫର୍ନିଚର ଓ ଇଣ୍ଟେରିଅର ଡିଜାଇନ୍‌ ଶୋ’ରୁମ୍‌ କାଟିନାପି ଖୋଲିଛି। ଓଲିଓଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ, ଫ୍ୟାଶନ ଡିଜାଇନର ସବ୍ୟସାଚୀ ଶତପଥୀ , ଇଣ୍ଡିଆ ଫେମ ମାଷ୍ଟର ସେଫ୍‌ ସ୍ମୃତିଶ୍ରୀ ସିଂ ଅତିଥି ଭାବେ ଯୋଗଦେଇ ବୁଧବାର…

୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍‌ ପ୍ଲାନ୍‌ କଲା ନାବାର୍ଡ

ଭୁବନେଶ୍ୱର,୧୧।୧(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ କ୍ରେଡିଟ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ବିଭିନ୍ନ…

ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା କରିବ ଆର୍ସେଲର ମିତ୍ତଲ

ନୂଆଦିଲ୍ଲୀ,୧୧।୧(ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ଆର୍ସେଲର ମିତ୍ତଲ ଗୁଜରାଟର ହାଜିରାଠାରେ ବିଶ୍ୱର ସର୍ବୋଚ୍ଚ ଇସ୍ପାତ କାରଖାନା (ବିଶ୍ୱର ଏକକ ବୃହତମ ଇସ୍ପାତ ଉତ୍ପାଦନ କାରଖାନା) ନିର୍ମାଣ କରିବ ବୋଲି ୧୦ମ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଶିଖର ସମ୍ମିଳନୀ-୨୦୨୪ରେ ଆର୍ସେଲେର…

ଏଇଏସ୍‌ଏଲ୍‌କୁ ବଳ ଯୋଗାଇବ ସ୍ମାର୍ଟ ମିଟର

ନୂଆଦିଲ୍ଲୀ,୧୧।୧: ଆଦାନୀ ଏନର୍ଜି ସଲ୍ୟୁଶନ ଲିମିଟେଡ୍‌ (ଏଇଏସ୍‌ଏଲ୍‌)କୁ ଭାରତୀ ଏୟାରଟେଲର ବିଟୁବି ଶାଖା ଏୟାରଟେଲ ବିଜ୍‌ନେସ୍‌ ୨୦ମିଲିୟନରୁ ଅଧିକ ସ୍ମାର୍ଟ ମିଟର ଯୋଗାଇବ। ଏପରିକି ଦେଶବ୍ୟାପୀ ଦୃଢ ଯୋଗାଯୋଗ ନେଟ୍‌ୱର୍କ ମାଧ୍ୟମରେ ଏୟାରଟେଲ ସମସ୍ତ ଏଇଏସ୍‌ଏଲ୍‌ରେ ସ୍ମାର୍ଟ ମିଟର ନିୟୋଜନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?