ଜେଏଫ୍ଏସ୍ର ତ୍ରୈମାସିକ ଫଳାଫଳ
ଭୁବନେଶ୍ୱର,୧୬।୧ : ଜିଓ ଫାଇନାନ୍ସିଆଲ ସର୍ଭିସ (ଜେଏଫ୍ଏସ୍)ର ନିର୍ଦ୍ଦେଶକ ମଣ୍ଡଳୀର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଚଳିତ ଆର୍ଥିକ ବର୍ଷର ଅକ୍ଟୋବରରୁ ଡିସେମ୍ବର ଶେଷ…
ଏସ୍ପ୍ଲାନେଡ୍ ମଲ୍ରେ ସଡ଼କ ସୁରକ୍ଷା ସପ୍ତାହ
ଭୁବନେଶ୍ୱର,୧୬।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱର ନେକ୍ସସ୍ ଏସ୍ପ୍ଲାନେଡ୍ ମଲ୍ ପରିସରରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏପରିକି ରାପିଡୋ, ମ୍ୟାଡ୍ ବାଇକର୍ ଏବଂ ଏସ୍ପ୍ଲାନେଡ୍ ମଲ୍ର ମିଳିତ ସହଯୋଗରେ ଉକ୍ତ ସପ୍ତାହ ମଲ ପରିସରରେ…
କାନାରା ବ୍ୟାଙ୍କ ପକ୍ଷରୁ ଏମ୍ଏସ୍ଏମ୍ଇ ଆଉଟ୍ରିଚ ପ୍ରୋଗ୍ରାମ
ଭୁବନେଶ୍ୱର,୧୬।୧: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ବତନ୍ତ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବା ଏମ୍ଏସ୍ଏମ୍ଇ ଆଉଟରିଚ ପ୍ରୋଗ୍ରାମ (କାର୍ଯ୍ୟକ୍ରମ) ନିକଟରେ ଆୟୋଜିତ ହୋଇଯାଇଛି। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ…
ରିଲାଏନ୍ସ ରିଟେଲର ନୂତନ ଅଭିଯାନ
ଭୁବନେଶ୍ୱର,୧୬।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ରିଲାଏନ୍ସ ଗ୍ରୁପର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ରିଟେଲର ନୂତନ ଅଭିଯାନ‘ ଭୁଲ ନା ଯାନା ପ୍ଲାଷ୍ଟିକ ବୋତଲ ଲୋଟାନା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ରିଲାଏନ୍ସ ରିଟେଲ ଓ କୋକାକୋଲା ଇଣ୍ଡିଆର…
କେମେନ ଏସ୍ଇ ସହ କାବିଲର ଐତିହାସିକ ଚୁକ୍ତିନାମା
ଭୁବନେଶ୍ୱର,୧୬।୧ (ଅଭୟ ଦାଶ): ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ଼ ବା କାବିଲ ଏବଂ ଆର୍ଜେଣ୍ଟିନାର କାଟାମାର୍କା ପ୍ରଦେଶ ସରକାରଙ୍କ ଅଧୀନ କେମେନ ଏସ୍ଇ ମଧ୍ୟରେ ସୋମବାର ଏକ ଐତିହାସିକ ଚୁକ୍ତିନାମା କାଟାମାର୍କାଠାରେ ସ୍ବାକ୍ଷରିତ ହୋଇଯାଇଛି।…
ଭାରତରେ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ସୃଷ୍ଟି କରିବ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୫।୧: ଅଯୋଧ୍ୟାର ରାମ ମନ୍ଦିରରେ ଚଳିତ ମାସ ୨୨ ତାରିଖରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏହି କାର୍ୟ୍ୟକ୍ରମ ଅବସରରେ ସମ୍ପୂର୍ଣ୍ଣ ଦେଶରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ସର୍ବଭାରତୀୟ ବ୍ୟବସାୟୀ ସଂଘ…
ଦରବୃଦ୍ଧି ସତ୍ତ୍ୱେ ଗହମ ଆମଦାନୀ କରିବେ ନାହିଁ ସରକାର: ରିପୋର୍ଟ
ନୂଆଦିଲ୍ଲୀ,୧୫।୧: ଡିସେମ୍ବର ମାସରେ ଦେଶରେ ମୁଦ୍ରାସ୍ପିତି ବୃଦ୍ଧି ପାଇ ତିନି ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହା ସହିତ ବିଭିନ୍ନ ଖାଦ୍ୟଶସ୍ୟ ସହିତ ଗହମର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୂଲ୍ୟବୃଦ୍ଧି ପରେ ମଧ୍ୟ ଭାରତ ସରକାରଙ୍କର ଗହମ ଆମଦାନୀ ନେଇ…
ଆୟୁଷ୍ମାନ ଭାରତ ଯୋଜନାର କାର୍ଡ ଯଦି କରିନାହାନ୍ତି ତେବେ କରିନିଅନ୍ତୁ ଏହି କାମ, ସହଜରେ ହୋଇଯିବ ଆବେଦନ
ନୂଆଦିଲ୍ଲୀ,୧୫।୧: ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ ସମସ୍ତ ଡାକ୍ତରଖାନାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମାଗଣା ଅଟେ। ଏଥିପାଇଁ ଆପଣଙ୍କୁ…
ସର୍ବକାଳୀନ ଉଚ୍ଚ ସ୍ତରରେ ବନ୍ଦ ହେଲା ସେନସେକ୍ସ, ନିଫ୍ଟି; ଆଇଟି ଶେୟାରରେ ଦେଖିବାକୁ ମିଳିଲା ଉତ୍ସାହ
ମୁମ୍ବାଇ,୧୫।୧: ଭାରତୀୟ ପୁଞ୍ଜି ବଜାରରେ ସୋମବାର ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ଘରୋଇ ଆଇଟି କମ୍ପାନୀ ଗୁଡିକର ଶେୟାର ବୃଦ୍ଧି ସହିତ ଉଭୟେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସେନସେକ୍ସ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ନିଫ୍ଟି ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁଛି।…
ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଗକୁ ଆସୁଛି କଠିନ ସମୟ: ଆଇଏମ୍ଏଫ୍ ମୁଖ୍ୟ
ନୂଆଦିଲ୍ଲୀ,୧୫।୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବିଭିନ୍ନ କାର୍ୟ୍ୟକୁ ସରଳ କରିବା ସହିତ ବିଶ୍ୱର ଅଭିବୃଦ୍ଧି ପାଇଁ “ବିପୁଳ ସୁଯୋଗ” ପ୍ରଦାନ କରୁଛି। କିନ୍ତୁ ସମାନ ସମୟରେ ଏଆଇ ବିଶ୍ୱବ୍ୟାପୀ ଚାକିରି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁଖ୍ୟ…
ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ
ନୂଆଦିଲ୍ଲୀ,୧୫।୧: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ନିଫ୍ଟି ମଧ୍ୟ ସର୍ବକାଳୀନ…
ହୋଣ୍ଡାର ‘ଜିରୋ’ ସିରିଜ ଉନ୍ମୋଚିତ
ନୂଆଦିଲ୍ଲୀ,୧୫।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହୋଣ୍ଡା (ହୋଣ୍ଡା ମୋଟର କୋ. ଲିଃ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ‘ଜିରୋ’ ସିରିଜର ଓ୍ବାର୍ଲଡ ପ୍ରିମିୟର ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଲାସ୍ଭେଗାସଠାରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଶୋ (ସିଇଏସ୍-୨୦୨୪)ରେ…

