ବାଣିଜ୍ୟ

ଡିଜନି ହଟଷ୍ଟାରକୁ କିଣିଲେ ମୁକେଶ ଅମ୍ବାନୀ, ଜନ୍ମ ହେଲା ଦେଶର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପାନୀ

ମୁମ୍ବାଇ,୨୫।୧୨: ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ମନୋରଞ୍ଜନ ଜଗତର ସବୁଠାରୁ ବଡ଼ ଡିଲ୍ କରିଛନ୍ତି। ଏହି ଡିଲ୍ ପୁରଣ ହେବା ପରେ ରିଲାଏନ୍ସ ଭାରତର ସବୁଠୁ ବଡ଼ ଏଣ୍ଟରଟେନମେଣ୍ଟ କମ୍ପନୀ ହୋଇଯିବ।…

ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…

ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ ସ୍ନାପଚାଟ…

ଚାନ୍ଦି ଭଣ୍ଡାରର ‘ପାର୍ଟି ଏଡିଟ୍‌’ ସମ୍ଭାର

ଭୁବନେଶ୍ୱର,୨୫।୧୨: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ପାର୍ଟି କଲେକ୍ସନ ‘ପାର୍ଟି ଏଡିଟ୍‌’ର ବ୍ୟାପକ ସମ୍ଭାରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ନବ ବର୍ଷର ଆଗମନ ପୂର୍ବରୁ ଏହି କଲେକ୍ସନକୁ ବଜାର ପ୍ରବେଶ କରାଇବା ସହ ସେଲିବ୍ରେଶନ ୱାଡ୍ରୋବ୍‌ରେ…

ପଟିଆରେ ଭିଏଲ୍‌ସିସିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୨୫।୧୨: ଦେଶର ଅଗ୍ରଣୀ ହେଲ୍‌ଥ କେୟାର ପ୍ଲାଟ୍‌ଫର୍ମ ଭିଏଲ୍‌ସିସିର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ଶନିବାର ଭୁବନେଶ୍ୱରର ପଟିଆଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭିଏଲ୍‌ସିସିର ପୂର୍ବ ଏବଂ ବାଂଲାଦେଶର ଭିପି ଡା.ଶ୍ରୀକାନ୍ତ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ।…

ଇନ୍‌ସ୍ପାୟାରର ଶୁଭାରମ୍ଭ

ଭୁବନେଶ୍ୱର,୨୫।୧୨: ବନ୍ଧନ ବ୍ୟାଙ୍କର ବହୁ ପ୍ରତୀକ୍ଷିତ ତଥା ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ଇନ୍‌ସ୍ପାୟାର’ ପ୍ରୋଗ୍ରାମ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଅଗ୍ରାଧିକାର ଭିତ୍ତିକ ସୁଧ ହାର, ବ୍ୟାଙ୍କ ସେବାରେ ପ୍ରାଥମିକତା ଓ ଘର ପାଖରେ ବ୍ୟାଙ୍କ…

ଜାନୁୟାରୀରୁ ଦର ବଢ଼ାଇବ ମାରୁତି ସୁଜୁକି

ଭୁବନେଶ୍ୱର,୨୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ର ସମସ୍ତ ମଡେଲ ଘରୋଇ ବଜାରରେ ଭଲ କାରବାର କରୁଥିବାବେଳେ ବିଭିନ୍ନ କାରଣ ଓ କଞ୍ଚାମାଲର ଅଭାବ ଏବଂ ଦରବୃଦ୍ଧିରୁ ମିକୁଳିବା ପାଇଁ କମ୍ପାନୀ ୨୦୨୪…

ନୂଆ ରୂପରେ ଷ୍ଟଲ୍‌ଓ୍ବାର୍ଟ ଯଯାତି

ଭୁବନେଶ୍ୱର, ୨୫।୧୨: ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ(ଏସ୍‌ପିପିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଟେଲ ‘ଷ୍ଟଲଓ୍ବାର୍ଟ ଯଯାତି’ ରବିବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ପିପିଏଲ୍‌ର ନିର୍ଦ୍ଦେଶିକା ରୁକ୍ମିଣୀ…

ଚମତ୍କାର କଲା ମୁକେଶ ଅମ୍ବାନିଙ୍କ କମ୍ପାନୀ, ୫ ଦିନରେ ନିବେଶକ କମାଇଲେ ୫୦,୦୦୦ କୋଟି

ମୁମ୍ବାଇ,୨୪।୧୨: ଶେୟାର ବଜାରରେ ଗତ ସପ୍ତାହରେ ହ୍ରାସ-ବୃଦ୍ଧି ଲଗାତାର ଦେଖିବାକୁ ମିଳିଥିଲା। ଏହାରି ମଧ୍ୟରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଶ୍ରେଷ୍ଠ -୧୦ ଟି କମ୍ପାନୀର ସାତୋଟି ମାର୍କେଟ କ୍ୟାପ୍ ହ୍ରାସ ପାଇଥିବାବେଳେ ତିନୋଟି କମ୍ପାନୀ ସେମାନଙ୍କ ନିବେଶକଙ୍କ ପାଇଁ ବିପୁଳ…

ଏହି ସ୍କିମ୍‌ରେ ମାତ୍ର ୬ ହଜାର ଟଙ୍କା କରନ୍ତୁ ନିବେଶ, ଗ୍ୟାରେଣ୍ଟି ମିଳିବ ୧୯.୫୨ ଲକ୍ଷ ଟଙ୍କା

ଯଦି ଆପଣଙ୍କର ଘରେ ଏକ ଛୋଟ ଝିଅ ଅଛି ଏବଂ ଆପଣ ତାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଚାହୁଁଛନ୍ତି, ତେବେ ଏକ ଭଲ ଯୋଜନାରେ ନିଶ୍ଚିତ ବିନିଯୋଗ କରନ୍ତୁ। ସରକାରଙ୍କ ଏକ ସୁରକ୍ଷିତ ଯୋଜନା ଆଣିଛନ୍ତି। ଏହି ଯୋଜନାର ନାମ…

ଗୁଗ୍‌ଲ ଦେବ ୫,୮୦୦ କୋଟି ଟଙ୍କା, ୧୦ କୋଟି ୟୁଜର୍ସଙ୍କୁ ମିଳିବ ଏହି ରାଶି, ଜାଣିନିଅନ୍ତୁ ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪ା୧୨: ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ଗୁଗ୍‌ଲକୁ କଠୋର ଅର୍ଥଦଣ୍ଡ ଦିଆଯାଇଛି। ବର୍ତ୍ତମାନ କମ୍ପାନୀକୁ ଆମେରିକାରେ ୭୦୦ ମିଲିୟନ ଡଲାର୍‌ (ପ୍ରାୟ ୫,୮୨୩ କୋଟି ଟଙ୍କା) ଦେବାକୁ ପଡ଼ିବ। ଗୁଗ୍‌ଲ ବଜାରରେ ଆଣ୍ଡ୍ରଏଡ୍‌ରେ କଠୋର ସ୍ଥିତିର ସୁଯୋଗ ନେଇ ଗୁଗ୍‌ଲକୁ ଏକ…

ଏଲ୍‌ଆଇସି ଇନ୍‌ଭେଷ୍ଟମେଣ୍ଟ ବିଲ୍‌ଡିଂର ଭୂମିପୂଜନ

ଭୁବନେଶ୍ୱର,୨୪।୧୨ (ଅଭୟ କୁମାର ଦାଶ): ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଭୁବନେଶ୍ୱର ମଣ୍ଡଳର ସୂର୍ଯ୍ୟନଗର ଶାଖାଠାରେ ଏକ ଅତ୍ୟାଧୁନିକ ଇନ୍‌ଭେଷ୍ଟମେଣ୍ଟ ବିଲ୍‌ଡିଂର ଭୂମିପୂଜନ କାର୍ଯ୍ୟକ୍ରମ ଶନିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଫାଉଣ୍ଡେଶନ ଷ୍ଟୋନ୍‌ ଲେଇଂ…

କୃଷି ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୪।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ବିଶେଷକରି ଭାରତର ଗ୍ରାମୀଣ ସମ୍ପ୍ରଦାୟର ଉନ୍ନତି ପାଇଁ ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ବ୍ୟାପକ କରିବାର ପ୍ରତିବଦ୍ଧତାକୁ କମ୍ପାନୀ ଦୋହରାଇଛି। ଏପରିକି ଜୀବିକା ନିର୍ବାହ, କୃଷି ପ୍ରଯୁକ୍ତିବିଦ୍ୟା ଆଦି ବିଷୟରେ ଜ୍ଞାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?