ବାଣିଜ୍ୟ

ୟୁଏଇରେ ରୁପେ କାର୍ଡର ଶୁଭାରମ୍ଭ କଲେ ମୋଦି…

ଆବୁଧାବି,୧୩।୨ : ଭାରତରେ ବିକଶିତ ହୋଇଥିବା ରୁପେ କାର୍ଡ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ମଧ୍ୟ ପ୍ରଚଳନ ହେବା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହାନ ମଙ୍ଗଳବାର…

Paytm Payments Bank: ୟୁଜରଙ୍କ ପାଇଁ ଖୁସି ଖବର,ଆରବିଆଇ ଅନୁମତି ଦେଲେ ପେଟିମ ସହିତ କାମ କରିବାକୁ କହିଲା ଏହି ବ୍ୟାଙ୍କ…

ନୂଆଦିଲ୍ଲୀ,୧୩।୨ : ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଆକ୍ସିସ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ଲାଇଫ ଲାଇନ ସାଜିଛି। ଏହି ପ୍ରସଙ୍ଗରେ ଆକ୍ସିସ ବ୍ୟାଙ୍କ ଏମଡି ତଥା ସିଇଓ ଅମିତାଭ ଚୌଧୁରୀ କହିଛନ୍ତି…

ଏଣିକି ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଦରକାର ନାହିଁ ଓଟିପି, ଆରବିଆଇ କରୁଛି ବଡ ପ୍ଲାନ

ନୂଆଦିଲ୍ଲୀ,୧୩।୨: ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ଓ୍ବାନ ଟାଇମ୍‌ ପାସଓ୍ବାର୍ଡ(ଓଟିପି) ଆବଶ୍ୟକ ହୋଇଥାଏ। ଟ୍ରାଞ୍ଜାକ୍ସନ ସମୟରେ ପଞ୍ଜୀକୃତ ମୋବାଇଲ ନମ୍ବର କିମ୍ବା ଇମେଲରେ ଓଟିପି ଆସିବା ପରେ ଟ୍ରାଞ୍ଜାକ୍ସନ ସମ୍ପୂର୍ଣ୍ଣ ହୋଇଥାଏ। ମୋବାଇଲ ନମ୍ବରରେ ଓଟିପି ଆସିବା ପରେ ଅନଲାଇନ ଟ୍ରାଞ୍ଜାକ୍ସନ ସୁରକ୍ଷିତ…

ରବି କିଶନ ଶ୍ୟାମ ଷ୍ଟିଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୧୩।୨: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଟିଏମ୍‌ଟି ବାରସର ଉତ୍ପାଦକ ଏବଂ ନିର୍ମାତା ‘ଶ୍ୟାମ ଷ୍ଟିଲ୍‌’ (ଶ୍ୟାମ ଷ୍ଟିଲ ଇଣ୍ଡଷ୍ଟ୍ରିଜ) ପକ୍ଷରୁ ଜଣାଶୁଣା ଭାରତୀୟ ଅଭିନେତା, ରାଜନେତା ଏବଂ ଚଳଚ୍ଚିତ୍ର ନିର୍ମାତା ରବି କିଶନଙ୍କୁ କମ୍ପାନୀର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ…

ଆଇଓବିର ୮୮ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩।୨: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ୮୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଓବି ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ…

ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୧%

ନୂଆଦିଲ୍ଲୀ,୧୩।୨: କ୍ରମାଗତ ଭାବେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ହ୍ରାସ ପାଉଛି। ଏପରିକି ୨୦୨୪ ଜାନୁଆରୀରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ହ୍ରାସ ହୋଇ ୫.୧% ହୋଇଛି। ୨୦୨୩ ଡିସେମ୍ବରରେ ଏହି ହାର ୫.୬୯% ଥିଲା ବୋଲି ସୋମବାର ପରିସଂଖ୍ୟାନ ଏବଂ…

ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବଦଳିବ ନାହିଁ: ଆରବିଆଇ ଗଭର୍ନର

ମୁମ୍ବାଇ,୧୨।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ନାହିଁ। ଆରବିଆଇ ଗଭର୍ନର କହିଛନ୍ତି , ଆମେ ସବୁବେଳେ ଫିଣ୍ଟେକ କ୍ଷେତ୍ରରେ…

ପ୍ୟାନ୍‌ କାର୍ଡ ମାଧ୍ୟମରେ ଖାଲି ହେଇଯାଉଛି ବ୍ୟାଙ୍କ ଆକାଉଣ୍ଟ, ଭୁଲରେ କରନ୍ତୁନି ଏହି କାମ

ନୂଆଦିଲ୍ଲୀ,୧୨।୨: ଆୟକର ବିଭାଗ ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ପ୍ୟାନ୍‌ ନମ୍ବର ଜାରି କରାଯାଇଛି। ଏହାର ସାହାଯ୍ୟରେ, ଉପଭୋକ୍ତା ସୂଚନା ପ୍ରାପ୍ତ ହୁଏ। ଏହି କାରଣରୁ ଆପଣ ଏହି ସମ୍ବନ୍ଧୀୟ ସୂଚନା ବାଣ୍ଟିବାବେଳେ ଆପଣ ବହୁତ ସତର୍କ ହେବା ଉଚିତ୍‌। ଏହିପରି…

ଏୟାରଟେଲ ଉପଭୋକ୍ତାଙ୍କ ପାଇଁ ଖୁସିଖବର: ଏବେ ୪୯ ଟଙ୍କାରେ ମିଳିବ ଅନ୍‌ଲିମିଟେଡ ଡାଟା

ନୂଆଦିଲ୍ଲୀ,୧୨।୨: ଯଦି ଆପଣ ଜଣେ ଏୟାରଟେଲ ଉପଭୋକ୍ତା ଏବଂ ଅନ୍‌ଲିମିଟେଡ ଡାଟା ସହିତ ଏକ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ନୂତନ ପ୍ଲାନ୍‌ ବିଷୟରେ ସୂଚନା ଦେବାକୁ ଯାଉଛୁ । ବାସ୍ତବରେ, ଏୟାରଟେଲ ବର୍ତ୍ତମାନ ଏହାର ଏକ ପୁରୁଣା…

ଶ୍ରୀଲଙ୍କା, ମରିସସରେ ଆରମ୍ଭ ହେଲା ଭାରତର ୟୁପିଆଇ ସେବା

ନୂଆଦିଲ୍ଲୀ,୧୨।୨: ଶ୍ରୀଲଙ୍କା ଏବଂ ମରିସସରେ ଭାରତ ଏହାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବାକୁ ସଫଳତାର ସହ ଆରମ୍ଭ କରିଛି। ଏହା ସହିତ, ଏହି ପଦକ୍ଷେପର ଅଂଶ ଭାବରେ ମରିସସରେ ରୁପେ କାର୍ଡ ସେବା ଆରମ୍ଭ କରାଯାଇଛି। ଶ୍ରୀଲଙ୍କାରେ ପ୍ରଥମ ୟୁପିଆଇ…

Uttarakhand Green Cess: ଉତ୍ତରାଖଣ୍ଡରେ ଗାଡି ପ୍ରବେଶ କଲେ ଦେବାକୁ ହେବ ସବୁଜ ଟିକସ, ଏସବୁ ଯାନକୁ ଛାଡ୍‌..

ଡେରାଡୁନ,୧୨।୨ : ହିମାଚଳ ପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ବାହାର ରାଜ୍ୟରୁ ରାଜ୍ୟକୁ ଆସୁଥିବା ଯାନ ଉପରେ ସବୁଜ ଟିକସ ଲାଗୁ କରିବାକୁ ଯୋଜନା କରିଛନ୍ତି। ଏ ସମ୍ପର୍କରେ ଜାରି ବିଜ୍ଞପ୍ତିରେ କୁହାଯାଇଛି ଫାସଟାଗ ମାଧ୍ୟମରେ ଟୋଲ ପ୍ଲାଜାରେ ଏହି…

୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ଉଦ୍‌ଘାଟିତ

ଭୁବନେଶ୍ୱର,୧୨।୨: ରାଜ୍ୟର ଅଗ୍ରଣୀ ଜାତୀୟ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କ ପକ୍ଷରୁ ଏକ ଦିନିକିଆ ସ୍ବତନ୍ତ୍ର ସମ୍ମିଳନୀ ‘୧୦୦ କ୍ୟୁବ୍‌ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ’ର ଆୟୋଜନ କରାଯାଇଛି। ଏହି ଅବସରରେ କେନ୍ଦ୍ର ଶିକ୍ଷା,ଦକ୍ଷତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?