ବାଣିଜ୍ୟ

PM Kisan Samman Nidhi: କେବେ ଖାତାକୁ ଆସିବ ୧୬ତମ କିସ୍ତିି, ଏସବୁ ନ କଲେ ଆସିବନି ଟଙ୍କା…

ନୂଆଦିଲ୍ଲୀ,୧୧।୨ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଏକ ବଡ ଯୋଜନା। ଏହା ଅନ୍ତର୍ଗତ କୃଷକମାନଙ୍କୁ ପ୍ରତି ୪ ମାସରେ ୨୦୦୦ ଟଙ୍କା ହିସାବରେ ୩ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ। ଏହି ସୁବିଧା ସେହି…

ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ ହଇରାଣ…

କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା…

ଭାଲେଣ୍ଟାଇନ୍ସ ଡେରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଆଣିଛି ଧମାକା ଅଫର୍‌, ଜାଣନ୍ତୁ କଣ ରହିଛି….

ଭୁବନେଶ୍ୱର,୧୧।୨: ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଚଳିତ ବର୍ଷର ଭାଲେଣ୍ଟାଇନ୍ସ ଡେ ଅଫର୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ପ୍ରେମ ସପ୍ତାହ (ଭାଲେଣ୍ଟାଇନ୍‌ ଓ୍ବିକ୍‌)କୁ ଦୃଷ୍ଟିରେ ରଖି ସୁନା, ରୁପା ଏବଂ ହୀରାର ସର୍ବୋତ୍କୃଷ୍ଟ ସଂଗ୍ରହ ଉପରେ ଆକର୍ଷଣୀୟ ଅଫର ଓ…

RBI On OTP System : ଅନ ଲାଇନ ପେମେଣ୍ଟରେ ଓଟିପି ସିଷ୍ଟମରେ ପରିବର୍ତ୍ତନ କରିବ ରିଜର୍ଭବ୍ୟାଙ୍କ !…

ନୂଆଦିଲ୍ଲୀ,୧୦।୨ : ଡିଜିଟାଲ କାରବାର ପାଇଁ ପ୍ରାମାଣିକିକରଣ ପ୍ରକ୍ରିୟାରେ ପରିବର୍ତ୍ତନ ଏବଂ ଏକ ଥର ପାସୱାର୍ଡ (ଓଟିପି) ସିଷ୍ଟମରେ ପରିବର୍ତ୍ତନ ଆଣିବାର ଖବର ରିଜର୍ଭ ବ୍ୟାଙ୍କ ଅଫ ଶେୟାର କରିଛି। ମୁଦ୍ରା ନୀତି କମିଟି ଅର୍ଥାତ ଏମପିସିର ନିଷ୍ପତ୍ତିରେ ଏହି ଘୋଷଣା…

CBDC big update: ଡିଜିଟାଲ କଏନକୁ ନେଇ ଆରବିଆଇର ବଡ ଘୋଷଣା, ଅଫଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ,୧୦।୨: ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଡିଜିଟାଲ କଏନ(CBDC)କୁ ନେଇ ନୂଆ ଫିଚର୍ସ ଆଣିବାକୁ ଯାଉଛି। ଏହି ନୂଆ ଫଇସର୍ଚ ଦ୍ୱାରା ଡିଜିଟାଲ କଏନ ଆହୁରି ଅଧିକ ସ୍ମାର୍ଟ ଭାବରେ କାମ କରିବ। ଏଥିସହ ଏହାକୁ ବିଭିନ୍ନ ସ୍ଥାନରେ ବ୍ୟବହାର ମଧ୍ୟ କରିହେବ।…

EPFO Interest Rate: ନୂତନ ସୁଧ ହାର ଚୂଡାନ୍ତ କଲା ଇପିଏଫଓ, ୨୦୨୩-୨୪ ପିଏଫ୍‌ ଆକାଉଣ୍ଟଧାରୀଙ୍କୁ ମିଳିବ ଅଧିକ ରିଟର୍ନ

ନୂଆଦିଲ୍ଲୀ,୧୦।୨: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏଫ୍‌ ଉପରେ ନୂତନ ସୁଧ ହାର ଚୂଡାନ୍ତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ ସେମାନଙ୍କର ପିଏଫ୍‌ ଟଙ୍କା ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବାକୁ ଯାଉଛନ୍ତି। ନ୍ୟୁଜ…

ଆରବିଆଇ ପରେ ପେଟିଏମକୁ ବଡ଼ ଝଟକା ଦେଲା ଇପିଏଫଓ, ଏହି ସେବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୦।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଆଉ ଏକ ଝଟକା ଲାଗିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ହୋଉଥିବା ଜମା ଏବଂ କ୍ରେଡିଟ ଉପରେ ପ୍ରତିବନ୍ଧକ…

୧୨ରୁ ଏଏସିସିଆଇର ଗ୍ରୀନ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୧୦।୨: ଅନ୍ତର୍ଜାତୀୟ ଶିଳ୍ପ ସଙ୍ଗଠନ ଏସିଆନ୍‌-ଆଫ୍ରିକାନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଏଏସିସିଆଇ)ର ଓଡ଼ିଶା ଶାଖା (ଚାପ୍ଟର) ପକ୍ଷରୁ ଏକ ୩ଦିନିଆ ବିଜ୍‌ନେସ ସମ୍ମିଟ ଆଣ୍ଡ ଏକ୍ସପୋ ‘ଗ୍ରୀନ୍‌ କନ୍‌େକ୍ଲେଭ’ ଭୁବନେଶ୍ୱରର ଏକ ୫ତାରକା ହୋଟେଲ ପରିସରରେ ଆୟୋଜନ ହେବାକୁ…

କଟକରେ ଅଜନ୍ତାର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧୦।୨ (ଅଭୟ ଦାଶ): ଅଜନ୍ତା ଶୁଜ୍‌ସ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକର ବକ୍ସିବଜାରସ୍ଥିତ ବାରପଥରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ ପୋଲିସର କଟକ ଜୋନ୍‌-୨ ଏସିପି ଅମିତାଭ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ…

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୧୦।୨: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ଭାଲେଣ୍ଟାଇନ୍‌ ଡେ ଜୁଏଲେରି କଲେକ୍ସନ’କୁ ନିକଟରେ ଶୁଭାରମ୍ଭ କରାଯାଇଛି। ଏପରିକି ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍‌ ଡେର ପ୍ରକୃତ ଭାବନାକୁ ସାଥୀଙ୍କ ସହ ପାଳନ କରିବା ପାଇଁ ଏହି ସ୍ବତନ୍ତ୍ର…

୭ଲକ୍ଷ କୋଟି ଉପରେ ଏଲ୍‌ଆଇସିର ମାର୍କେଟ କ୍ୟାପ୍‌

ଭୁବନେଶ୍ୱର,୧୦।୨: ଭାରତୀୟ ଜୀବନ ବୀମା ନିଗମ ( ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି ଇଣ୍ଡିଆ)କୁ ନିକଟରେ ଏକ ବଡ ସଫଳତା ମିଳିଛି। ଏଲ୍‌ଆଇସି ୭ଲକ୍ଷ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍‌ ସହ ଭାରତର ୫ମ ମୂଲ୍ୟବାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?